ଭାରତର ପଡ଼ୋଶୀ ଦେଶରେ ଭୂକମ୍ପର ଜୋରଦାର ଝଟକା, ଭୟରେ ଘର ବାହାରକୁ ଦୌଡ଼ିଲେ ଲୋକେ
ଭୂମିକମ୍ପର ତ୍ରୀବ୍ରତା ୫.୬ ଥିବା ରେକର୍ଡ
ନୂଆଦିଲ୍ଲୀ: ଭାରତର ପଡ଼ୋଶୀ ଦେଶରେ ଭୂକମ୍ପର ଝଟକା। ଭୂମିକମ୍ପର ତ୍ରୀବ୍ରତା ୫.୬ ଥିବା ରେକର୍ଡ କରାଯାଇଛି।
ହିନ୍ଦୁକୁଶ ଅଞ୍ଚଳରେ ଭୂକମ୍ପର ଝଟକା ଅନୁଭୂତ ହୋଇଛି। ଭାରତୀୟ ସମୟ ଅନୁସାରେ ସଂଧ୍ୟା ୬.୫୭ ସମୟରେ ଭୂମିକମ୍ପ ହୋଇଥିଲା।
ଏହାର କେନ୍ଦ୍ରସ୍ଥଳ 36.32° ଉତ୍ତର ଅକ୍ଷାଂଶ ଏବଂ 71.33° ପୂର୍ବ ଦ୍ରାଘିମାରେ ଥିଲା, ଯାହାର ଗଭୀରତା 138 କିଲୋମିଟର ଥିଲା।
EQ of M: 5.4, On: 27/08/2025 18:57:07 IST, Lat: 36.32 N, Long: 71.33 E, Depth: 138 Km, Location: Afghanistan.
For more information Download the BhooKamp App https://t.co/5gCOtjcVGs @DrJitendraSingh @OfficeOfDrJS @Ravi_MoES @Dr_Mishra1966 @ndmaindia pic.twitter.com/XrEVUgkkZF— National Center for Seismology (@NCS_Earthquake) August 27, 2025