fbpx

ଭୟରେ ଆମେରିକା ପଳାଇଥିବା ବୈଜ୍ଞାନିକଙ୍କ ଦାବି- ‘ଚୀନ୍ ପ୍ରସ୍ତୁତ କରିଛି କରୋନା..ପ୍ରମାଣ ବି ଦେଇପାରିବି’

ଚୀନରୁ ଡରରେ ଆମେରିକାକୁ ପଳାୟନ କରିଥିବା ଜଣେ ବୈଜ୍ଞାନିକ ଦାବି କରିଛନ୍ତି ଯେ, ‘ କରୋନା ମହାମାରୀକୁ ପ୍ରସ୍ତୁତ କରିଛି ବେଜିଂ ଓ ପରେ ଏହାକୁ ଲୁଚାଇବାକୁ ଚେଷ୍ଟା କରିଛି । ଡ଼ ଲି ମେଙ୍ଗ ୟାନ ଏହାର ପ୍ରମାଣ ଦେବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି, ଯେଉଁଥିରେ ପ୍ରାମଣିତ ହେବ କି ଚୀନରେ ଲ୍ୟାବରେ କରୋନା ଭାଇରସ୍ ପ୍ରସ୍ତୁତ ହୋଇଛି ।

ଡ଼ ଲି ମେଙ୍ଗ ୟାନ କହିଛନ୍ତି ଯେ, ‘ ମୁଁ ଏପରି ପ୍ରମାଣ ଉପସ୍ଥାପନ କରିଛି, ଯେଉଁଥିରେ ବୈଜ୍ଞାନିକଙ୍କ ସମେତ ବାହାର ଲୋକ ବି ବୁଝିପାରିବେ ବି ଏହି ମହାମାରୀକୁ ମଣିଷ ହିଁ ପ୍ରସ୍ତୁତ କରିଛି । ଡ଼ ଲି ହଂକଂ ବିଶ୍ୱବିଦ୍ୟାଳୟରେ ଗବେଷକ ଭାବେ କାମ କରୁଥିବା ବେଳେ ସେ କରୋନା ଭାଇରସ୍ ଉପରେ ମଧ୍ୟ ଅଧ୍ୟୟନ କରିଥିଲେ । ପରେ ତାଙ୍କ ଜୀବନ ପ୍ରତି ବିପଦ ଥିବାରୁ ସେ ଆମେରିକା ଯାଇ ଏକ ଗୁପ୍ତ ସ୍ଥାନରେ ରହିଛନ୍ତି ।

Get real time updates directly on you device, subscribe now.