fbpx

ଚଳିତ ବନ୍ୟାରେ ଧୋଇଗଲା ୨୮୩ କୋଟି ଟଙ୍କାର ନଦୀବନ୍ଧ

ଭୁବନେଶ୍ୱର, ୨୪/୯(ଓଡିଶା ଭାସ୍କର): ଲଗାଣ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଚଳିତଥର ଏହି ବନ୍ୟାରେ  ୨୮୩ କୋଟି ଟଙ୍କାର ନଦୀବନ୍ଧ  ଧୋଇ ହୋଇଯାଇଛି। ବନ୍ୟା ନିୟନ୍ତ୍ରଣ ମୁଖ୍ୟ ଯନ୍ତ୍ରୀ ସୁଶାନ୍ତ ରଥ ଏନେଇ ସୂଚନା ଦେଇଛନ୍ତି ।

ଏହାସହ ବନ୍ୟାରେ ୩୮ଟି ଘାଇ, ୯୯୬ କିମି ନଦୀ ବନ୍ଧ ଆଶିଂକ ନଷ୍ଟ ହୋଇଛି। ନଦୀବନ୍ଧ ସୁଦୃଢୀକରଣ ପାଇଁ ୬୪୮ କୋଟି ଟଙ୍କା, ୧୧ ଜିଲ୍ଲାର ୩୫୧ କିମି ନଦୀବନ୍ଧ ପାଇଁ ୬୪୮ କୋଟି ଟଙ୍କା ଆବଶ୍ୟକ  ବୋଲି ସେ କହିଛନ୍ତି।

Get real time updates directly on you device, subscribe now.