fbpx

ସହକାରୀ ନିର୍ବାହୀ ଯନ୍ତ୍ରୀ ଘରେ ଭିଜିଲାନ୍ସ

ଭୁବନେଶ୍ୱର,୨୦ ।୧୦(ଓଡିଶା ଭାସ୍କର): ସହକାରୀ ନିର୍ବାହୀ ଯନ୍ତ୍ରୀ ରବୀନ୍ଦ୍ରନାଥ ପ୍ରଧାନଙ୍କ ଘରେ ଆଜି ଭିଜିଲାନ୍ସ ରେଡ୍ ହୋଇଛି । ଜିପିଏଚ ଡିଭିଜନ-୨ର ସହକାରୀ ନିର୍ବାହୀ ଯନ୍ତ୍ରୀ ହେଉଛନ୍ତି ରବୀନ୍ଦ୍ରନାଥ । ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ତାଙ୍କର ୬ଟି ସ୍ଥାନରେ ରେଡ୍ ହୋଇଛି । ନୟାପଲ୍ଲୀ, ବାଲିଅନ୍ତା ଓ ନହରକଣ୍ଟାରେ ଥିବା ଘରେ ଓ ଭୁବନେଶ୍ୱର ୟୁନିଟ୍-୩ରେ ଥିବା ଅଫିସ ଓ ବ୍ରହ୍ମପୁର ସ୍ଥିତ ପୈତୃକ ଘରେ ରେଡ୍ ହୋଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.