ଭାରତରେ ଚିହ୍ନଟ ହେଲେ ୬ ବ୍ରିଟେନ ଷ୍ଟ୍ରେନ

ନୂଆଦିଲ୍ଲୀ, ୨୯ା୧୨: କରୋନାର ନୂଆ ବ୍ରିଟେନ ଷ୍ଟେନ ଭାରତରେ ଉଦବେଗଜନକ ପରିସ୍ଥିତି ସୃଷ୍ଟି କଲାଣି । ଭାରତରେ ୬ ଜଣଙ୍କଠାରେ ଏହି ନୂଆ ଷ୍ଟ୍ରେନ ଚିହ୍ନଟ ହୋଇଛି । ବେଙ୍ଗାଲୁରୁ ଲ୍ୟାବରେ ୩, ହାଇଦ୍ରାବାଦ ଲ୍ୟାବରେ ୨ ଓ ପୁନେ ଲ୍ୟାବରେ ଜଣେ ଚିହ୍ନଟ ହୋଇଛନ୍ତି ।

୩ଟି ଲ୍ୟାବରେ ପରୀକ୍ଷଣ ପରେ ପଜିଟିଭ ସ୍ପଷ୍ଟ ହୋଇଥିବା ଜଣାପଡ଼ିଛି । ତେବେ ଚିହ୍ନଟ ହୋଇଥିବା ୬ ଜଣଙ୍କୁ ଆଇସୋଲେସନରେ ରଖାଯାଇଛି । ତେମେ ୨୮ ଦିନ ମଧ୍ୟରେ ବ୍ରିଟେନରୁ ଭାରତକୁ ୩୩ ହଜାର ଯାତ୍ରା ଫେରିଥିବା ଜଣାପଡ଼ିଛି । ଏନେଇ ସରକାର ଆଲର୍ଟ ରହିବା ସହ ପରିସ୍ଥିତି ଉପରେ ନଜର ରଖାଯାଇଛି ।

Get real time updates directly on you device, subscribe now.