fbpx

ପୁଣି ଘୁଞ୍ଚିଲା ଶୁଣାଣି, ବର୍ଷାଙ୍କ ପକ୍ଷରୁ କେହି ଆସିଲେନି କୋର୍ଟ

କଟକ(ଓଡ଼ିଶା ଭାସ୍କର): ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ପାରିବାରିକ ବିବାଦର ବର୍ତ୍ତମାନ ସୁଦ୍ଧା କୌଣସି ସମାଧାନ ହୋଇପାରିନାହିଁ । ଏହାରି ମଧ୍ୟରେ ହାଇକୋର୍ଟରେ ଆସନ୍ତା ସପ୍ତାହକୁ ଶୁଣାଣି ଘୁଞ୍ଚିଛି । ବର୍ଷା ପ୍ରିୟଦର୍ଶିନୀଙ୍କ ପକ୍ଷରୁ କେହି ନଆସିବାରୁ ଶୁଣାଣି ଘୁଞ୍ଚିଛି । ଧାର୍ଯ୍ୟ ସମୟ ସୁଦ୍ଧା ମାମଲା ସାରିବାକୁ ହାଇକୋର୍ଟ ଯାଇଛନ୍ତି ଅନୁଭବ ମହାନ୍ତି ।

ଏହା ପୂର୍ବରୁ ଜୁଲାଇ ୧୬ରେ ମଧ୍ୟ ଅନୁଭବ କଟକ ଫ୍ୟାମିଲି କୋର୍ଟ ମଧ୍ୟସ୍ଥତା କେନ୍ଦ୍ରରେ ହଜାର ହୋଇଥିଲେ କିନ୍ତୁ ବର୍ଷା ଆସିନଥିଲେ । ତେଣୁ ଅନୁଭବ ମିଡିଆ ସାମନାରେ ଅସନ୍ତୁଷ୍ଟ ପ୍ରକାଶ କରିଥିଲେ ।

Get real time updates directly on you device, subscribe now.