fbpx

ହକିରେ ଆର୍ଜେଣ୍ଟିନାକୁ ହରାଇ ଭାରତର ରୋମାଞ୍ଚକର ବିଜୟ

ନୂଆଦିଲ୍ଲୀ: ଆଜି ଟୋକିଓ ଅଲିମ୍ପିକ-୨୦୨୦ର ସପ୍ତମ ଦିନ । ଅଲିମ୍ପିକ ପୁରୁଷ ହକିରେ ରୋମାଞ୍ଚକର ବିଜୟ ହାସଲ କରିଛି ଭାରତ । ଡିଫେଣ୍ଡିଂ ଚାମ୍ପିଅନ ଆର୍ଜେଣ୍ଟିନାକୁ ହରାଇଛି ଭାରତ । ଆର୍ଜେଣ୍ଟିନାକୁ ୩-୧ ଗୋଲରେ ଭାରତ ହରାଇଛି । ଭାରତ ପକ୍ଷରୁ ବରୁଣ, ବିବେକ ଓ ହରମନପ୍ରୀତ ଗୋଲ ଦେଇଛନ୍ତି ।

Get real time updates directly on you device, subscribe now.