fbpx

ଅଗଷ୍ଟ ୩ରେ PMGKAY ହିତାଧିକାରୀଙ୍କ ସହିତ ଆଲେଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ହିତାଧିକାରୀଙ୍କ ସହିତ ଆଲେଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଅଗଷ୍ଟ ୩ ତାରିଖରେ ଏକ ଭିଡିଓ କନ୍‌ଫରେନ୍ସି ଜରିଆରେ ଗୁଜୁରାଟ ଏକ ସମ୍ମିଳନୀରେ ଆଲୋଚନା କରିବେ ମୋଦି।ଏହି ଯୋଜନା ବିଷୟରେ ଅଧିକ ସଚେତନତା ସୃଷ୍ଟି କରିବା ପାଇଁ ରାଜ୍ୟରେ ଏକ ଜନସାଧାରଣ ଅଂଶଗ୍ରହଣ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଏହି ଅବସରରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ।

 

ପିଏମ୍‌ଜିକେଓ୍ବାଇ୍ ହେଉଛି ଖାଦ୍ୟ ସୁରକ୍ଷା କଲ୍ୟାଣ ଯୋଜନା। କୋଭିଡ-୧୯ ଦ୍ବାର ପ୍ରବାସୀ ଓ ଆର୍ଥିକ ସଙ୍କଟରେ ପ୍ରଭାବି ଲୋକମାନଙ୍କୁ ସାହାର୍ଯ୍ୟ କରିବାରେ ପ୍ରଧାନମନ୍ତ୍ରୀଙ୍କ ଏହି ଯୋଜନା ସହାୟକ ହୋଇଥାଏ।PMGKAY ଅଧୀନରେ, ଜାତୀୟ ଖାଦ୍ୟ ସୁରକ୍ଷା ନିୟମ ଅଧୀନରେ ଥିବା ସମସ୍ତ ହିତାଧିକାରୀଙ୍କୁ ପ୍ରତ୍ୟେକ ବ୍ୟକ୍ତି ପିଛା ଅତିରିକ୍ତ ୫ କେଜି ଖାଦ୍ୟ ଶସ୍ୟ ଦିଆଯାଏ।

 

Get real time updates directly on you device, subscribe now.