fbpx

ପ୍ରଶାନ୍ତ ଜଗଦ୍ଦେବଙ୍କ ଆଗୁଆ ଜାମିନ ଆବେଦନ ଖାରଜ

ଭୁବନେଶ୍ୱର: ଚିଲକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ମିଳିଳାନାହିଁ ଆଗୁଆ ଜାମିନ । ଆଗୁଆ ଜାମିନ ଦେଲେନାହିଁ ହାଇକୋର୍ଟ । ଶୁକ୍ରବାର ନିମ୍ନ କୋର୍ଟରେ ହାଜର ହୋଇ ଜାମିନ ଆବେଦନ କରିବାକୁ ନିର୍ଦ୍ଦେଶ । ଯଦି ଆବେଦନ କରନ୍ତି ସେହିଦିନ ନିଷ୍ପତ୍ତି ନେବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ସେହିଦିନ ଜାମିନ ସଂପର୍କରେ ନିଷ୍ପତ୍ତି ନେବାକୁ ନିମ୍ନ କୋର୍ଟକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ପ୍ରଶାନ୍ତଙ୍କ ନାମରେ ବିଜେପି ମଣ୍ଡଳ ସଭାପତିଙ୍କୁ ଆକ୍ରମଣ ମାମଲା ରହିଛି । ଆକ୍ରମଣ ଘଟଣା ପରେ ପ୍ରଶାନ୍ତଙ୍କୁ ବିଜେଡିରୁ ନିଲମ୍ବିତ କରାଯାଇଛି ।

Get real time updates directly on you device, subscribe now.