fbpx

ବ୍ରହ୍ମୋସ ଅତ୍ୟାଧୁନିକ ଭର୍ସନର ପରୀକ୍ଷଣ

ଚାନ୍ଦିପୁର(ଓଡ଼ିଶା ଭାସ୍କର): ବ୍ରହ୍ମୋସ କ୍ରୁଜ ମିଜାଇଲର ଅତ୍ୟାଧୁନିକ ଭର୍ସନର ବ୍ୟବହାରିକ ପରୀକ୍ଷଣ ହୋଇଛି । ବ୍ରହ୍ମୋସ ମିଜାଇଲର ଅତ୍ୟାଧୁନିକ ଭର୍ସନ ଏସଏଲସିଏମର ପରୀକ୍ଷଣ ହୋଇଥିବା ଜଣାପଡିଛି । ଚାନ୍ଦିପୁରର ୩ ନମ୍ବର ଲଞ୍ଚପ୍ୟାଡରୁ ଅପରାହ୍ନ ୨ଟା ୪୦ରେ ଏହାର ପରୀକ୍ଷଣ ହୋଇଛି । ଏହାର ଲକ୍ଷ୍ୟଭେଦ କ୍ଷମତା ୨୯୦ କିମି ଥିବା ବେଳେ ଯୁଦ୍ଧାସ୍ତ୍ର ବହନ କରିବାର କ୍ଷମତା ୩୦୦ କିଗ୍ରା ରହିଛି ।

Get real time updates directly on you device, subscribe now.