fbpx

ପୋଖରୀରେ ବୁଡ଼ି ୨ ନାବାଳିକାଙ୍କ ମୃତ୍ୟୁ

ଅନୁଗୁଳ(ଓଡ଼ିଶା ଭାସ୍କର): ଗାଁ ପୋଖରୀରେ ବୁଡ଼ିଯିବାରୁ ୨ ନାବାଳିକାଙ୍କର ମୃତ୍ୟୁ ଘଟିଛି । ଏଭଳି ଏକ ଅଭାବନୀୟ ଘଟଣା ଠାକୁରଗଡ଼ ଥାନା କନ୍ତପଡ଼ା ଗାଁରେ ଘଟିଯାଇଛି । ମୃତକ ଉଭୟ ଝିଅଙ୍କ ବୟସ ୧୨ ବର୍ଷ ହୋଇଥିବା ସୂଚନା ମିଳିଛି । ଉଭୟଙ୍କ ମୃତଦେହକୁ ଉଦ୍ଧାର କରାଯାଇ ମେଡିକାଲ ନିଆଯାଇଥିଲେ ମଧ୍ୟ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଛି ।

Get real time updates directly on you device, subscribe now.