fbpx

ଆଜି ହେବ ଅଗ୍ନି-୩ କ୍ଷେପଣାସ୍ତ୍ରର ପରୀକ୍ଷଣ

ଭଦ୍ରକ,୩୦ା୧୧(ଓଡ଼ିଶା ଭାସ୍କର): ଆଜି ଭଦ୍ରକ କଲାମ ଦ୍ୱୀପରୁ ଅଗ୍ନି-୩ର ପରୀକ୍ଷଣ କରାଯିବ ବୋଲି ଜଣାପଡ଼ିଛି । ଅଗ୍ନି-୩ର ପରୀକ୍ଷଣ ପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ସରିଯାଇଛି । ଏହା ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ତିଆରି ହୋଇଛି ।ଏହାସହ ତାହା ମଧ୍ୟମ ଦୂରଗାମୀ ବାଲାଷ୍ଟିକ କ୍ଷେପଣାସ୍ତ୍ର । ଏହା ୧୭ମିଟର ଲମ୍ବ ଓ ୨ମିଟର ଗୋଲେଇ ବିଶିଷ୍ଟ । ଏହାର ଓଜନ ପ୍ରାୟ ୨୨ହଜାର କିଲୋଗ୍ରାମ । ୨ହଜାରରୁ ୨୫ଶହ କିଗ୍ରା ପର୍ଯ୍ୟନ୍ତ ଯୁଦ୍ଧାସ୍ତ୍ରବହନ କରିବାକୁ ସକ୍ଷମ ରଖିଛି ଏହି କ୍ଷେପଣାସ୍ତ୍ର ।

Get real time updates directly on you device, subscribe now.