fbpx

ଅଭିନେତ୍ରୀ ରିୟାଙ୍କୁ ମିଳିଲା ଜାମିନ୍

ମୁମ୍ବାଇ,୭ ।୧୦: ଡ୍ରଗ୍ସ ଲିଙ୍କ ମାମଲା ଗିରଫ ହୋଇଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀଙ୍କୁ ମିଳିଛି ସର୍ତ୍ତମୂଳକ ଜାମିନ । ଏହି ସର୍ତ୍ତମୂଳକ ଜାମିନ୍ ପ୍ରଦାନ କରିଛନ୍ତି ବମ୍ବେ ହାଇକୋର୍ଟ । ୨୮ ଦିନ ବିଭାଗୀୟ ହାଜତରେ ରହିବା ପରେ ମିଳିଛି ଏହି ଜାମିନ । ଏହା ସହ ୧ ଲକ୍ଷ ଟଙ୍କା ଓ ପାସ୍ପୋର୍ଟ ଡିପୋଜିଟ କରିବାକୁ ନିର୍ଦେଶ ଦିଆଯାଇଛି ।

ତେବେ ଡ୍ରଗ୍ସ ଲିଙ୍କ ମାମଲାରେ ରିୟାଙ୍କୁ ଗିରଫ କରିଥିଲା ଏନସିବି । ରିୟାଙ୍କ ଭାଇ ସୌଭିକଙ୍କ ଜାମିନ ଆବେଦନ ଖାରଜ ହୋଇଛି ।

Get real time updates directly on you device, subscribe now.