ନୂଆଦିଲ୍ଲୀ: ଜାପାନ ପରେ ମିଆଁମାରରେ ଅନୁଭୂତ ହେଲା ଭୂକମ୍ପ। ରିକ୍ଟର ସ୍କେଲରେ ୪.୩ ରେ ଭୂକମ୍ପର ତୀବ୍ରତା ମାପ କରାଯାଇଛି। ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ଅନୁଯାୟୀ ଜାନୁଆରୀ ୨ ରେ ମିଆଁମାରରେ ୩:୧୫ ମିନିଟ ୫୩ ସେକେଣ୍ଡରେ ଭୂକମ୍ପ ଅନୁଭୂତ ହୋଇଛି। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ୮୫ କିଲୋମିଟର ତଳେ ଥିଲା।
Earthquake of Magnitude:4.3, Occurred on 02-01-2024, 03:15:53 IST, Lat: 26.17 & Long: 95.34, Depth: 85 Km ,Region: Myanmar for more information Download the BhooKamp App https://t.co/8JpUze32a0@KirenRijiju @Ravi_MoES @Dr_Mishra1966 @ndmaindia @moesgoi @Indiametdept pic.twitter.com/HINThIFuWY
— National Center for Seismology (@NCS_Earthquake) January 1, 2024