fbpx

ସ୍ୱତନ୍ତ୍ର କୋର୍ଟରେ ହାଜର ହେଲେ ଅନୁଭବ ମହାନ୍ତି

Advertisement

ଭୁବନେଶ୍ୱର: ପୁରୀଘାଟ ଥାନା ମାମଲାରେ ପୂର୍ବରୁ ଅନୁଭବ ମହାନ୍ତି ହାଜର ହୋଇନଥିଲେ । ହାଜର ହୋଇନଥିବାରୁ କୋର୍ଟ ଏନବିଡବ୍ଲୁ ଜାରି କରିଥିଲେ । ଏହାପରେ ହାଇକୋର୍ଟ ଏନବିଡବ୍ଲୁ ଉପରେ ରୋକ ଲଗାଇଥିଲେ । ତେବେ ଆଜି ସ୍ୱତନ୍ତ୍ର କୋର୍ଟରେ ଅଭିନେତା ଅନୁଭବ ମହାନ୍ତି ହାଜର ହୋଇଛନ୍ତି । ଏଥିପାଇଁ ଅନୁଭବ ମହାନ୍ତି ଏମପି-ଏମଏଲଏ କୋର୍ଟରେ ଜାମିନ ଆବେଦନ କରିବେ ।

Get real time updates directly on you device, subscribe now.