ଆଶ୍ଚର୍ଯ୍ୟ-ଅବାସ୍ତବ! ହସ୍ପିଟାଲରେ ଗଜବ ଖେଳ.. ହସ୍ପିଟାଲରେ ଜନ୍ମ ହେଲା ପୁଅ, ଘରକୁ ଆସୁଆସୁ ହୋଇଗଲା ଝିଅ
ନୂଆଦିଲ୍ଲୀ: ବିହାରର ମୁଜାଫରପୁରରେ ଅବସ୍ଥିତ ଶ୍ରୀକୃଷ୍ଣ ମେଡିକାଲ କଲେଜ ଏବଂ ହସ୍ପିଟାଲ (SKMCH)ରୁ ଏକ ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଏକ ନବଜାତ ଶିଶୁକୁ ବଦଳାଇବାର ଅଭିଯୋଗ ଆସିଛି ।…