ପ୍ରବାସୀ ଭାରତୀୟ ଦିବସ ନେଇ ଉପମୁଖ୍ୟମନ୍ତ୍ରୀଙ୍କ ବଡ ସୂଚନା, ଲୋକଙ୍କ ଘରେ ରହିପାରିବେ ଅତିଥି

ଭୁବନେଶ୍ବର: ଏଥର ପ୍ରବାସୀଙ୍କ ପାଇଁ ହୋମ୍ ଷ୍ଟେ ବ୍ୟବସ୍ଥା । ଅତିଥିଙ୍କ ଘରେ ରହିବେ ପ୍ରବାସୀ । ସୁରକ୍ଷାଠୁ ନେଇ ରହିବା, ବୁଲିବା ସବୁ ଦାୟିତ୍ବ ପର୍ଯ୍ୟଟନ ବିଭାଗ ନେବ । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା…

ମିଶନ ଶକ୍ତି ମହିଳାଙ୍କ ଆନ୍ଦୋଳନ, ମୁହାଁମୁହିଁ ହେଲେ ଶାସକ-ବିରୋଧୀ

ଭୁବନେଶ୍ବର: 3 ଦଫା ଦାବି ନେଇ ଲୋୟର ପିଏମଜିରେ ଅଲ ଓଡିଶା ଜିପିଏଲ ଏଫ ମିଶନ ଶକ୍ତି ସାମ୍ମୁଖ୍ୟ ପକ୍ଷରୁ ଜୋରଦାର ଆନ୍ଦୋଳନ କରାଯାଇଛି । ଗାନ୍ଧି ମାର୍ଗରେ ଗର୍ଜୁଛନ୍ତି ମିଶନ ଶକ୍ତି ମହିଳା । ତେବେ ଏହାକୁ ନେଇ ଆଜି…

ଯମୁନା ପାଣିରେ ବିଷ, ପିଇଲେ ହେବ ହୃଦରୋଗ ସାଙ୍ଗକୁ କର୍କଟ!

ନୂଆଦିଲ୍ଲୀ: ପବିତ୍ର ଯମୁନା ନଦୀକୁ ଛୁଇଁବା ମନା । ଗାଧୋଇବା ତ ଦୂରର କଥା ଜଳସେଚନ ପାଇଁ ମଧ୍ୟ ଉପଯୁକ୍ତ ନୁହେଁ ଯମୁନା ପାଣି । ଏହାକୁ ପିଇବା ଦ୍ବାରା କିଡନୀ ରୋଗ, କର୍କଟ ଏବଂ ହୃଦରୋଗ ହେବାର ସମ୍ଭାବନା ଅଧିକ ରହିଛି ।…

ଭିଆଇପି ସୁରକ୍ଷା ନେଇ ମୁଖ୍ୟମନ୍ତ୍ରୀଙ୍କ ଉତ୍ତର, ମୋହନ ମାଝୀଙ୍କୁ Z+ନବୀନଙ୍କୁ Y+ସୁରକ୍ଷା

ଭୁବନେଶ୍ବର: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧ ଦଳ ନେତା ନବୀନ ପଟ୍ଟନାୟକଙ୍କ ସୁରକ୍ଷା ନେଇ ଗୃହରେ ଉତ୍ତର ରଖିଲେ ମୋହନ ମାଝୀ । ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଓ୍ବାଇ ପ୍ଲସ ସୁରକ୍ଷା ମିଳିଥିବା ବେଳେ…

ଆଉ ରହିବନି ଗାଧୁଆ ଟେନସନ! ବାହାରିଲା Human Washing Machine, 20 ମିନିଟ ବସିଲେ ସଫା ହୋଇଯିବ ଶରୀର

ନୂଆଦିଲ୍ଲୀ: ଟେକ୍ନୋଲୋଜି କ୍ଷେତ୍ରରେ ବିଶ୍ୱର ଅଗ୍ରଣୀ ଦେଶ ଜାପାନ ଏକ ନୂତନ ସଫଳତା ହାସଲ କରିଛି  । ଜାପାନ ଏପରି ଏକ ୱାଶିଂ ମେସିନ୍ ତିଆରି କରିଛି, ଯାହା ଜଣେ ବ୍ୟକ୍ତିଙ୍କୁ 15 ରୁ 20 ମିନିଟରେ ଧୋଇପାରିବ । ଆଉ…

ସରକାରୀ ବାବୁଙ୍କ କୁକୁଡା ନିଶା! 12 ଲକ୍ଷର ଲୋନ କରାଇବା ପାଇଁ 39 ଲକ୍ଷର ଦେଶୀ ଚିକେନ ଖାଇଦେଲେ ମ୍ୟାନେଜର

ନୂଆଦିଲ୍ଲୀ: ବ୍ୟାଙ୍କ ମ୍ୟାନେଜରର ଦେଶୀ କୁକୁଡା ନିଶା । 12 ଲକ୍ଷ ଟଙ୍କାର ଲୋନ ପାଇଁ ଖାଇଗଲେ ପ୍ରାୟ 40 ହଜାରର କୁକୁଡା । ଲୋନ କରାଇଦେବା ପାଇଁ କହି ଖାଇଦେଲେ 39 ହଜାର ଟଙ୍କାର କୁକୁଡା । ହେଲେ ମନ ଭାଙ୍ଗିଗଲା ପରେ…

ଟ୍ବିନ୍ ସିଟିରେ ଝିପଝିପ ବର୍ଷା, 3 ଘଣ୍ଚା ସାବଧାନ ରୁହନ୍ତୁ ଏହି ଜିଲ୍ଲା! ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ବର: ଝିପିଝିପି ବର୍ଷାରେ ଭିଜିଲା ଟ୍ବିନସିଟି । କଟକ ଭୁବନେଶ୍ବର ସମେତ ବିଭିନ୍ନ ଜିଲ୍ଲାରେ ବର୍ଷା ଜାରି ରହିଛି । ଗତକାଲି(ସୋମବାର) ଦିନ ପାଗ କୋହଲା ରହିଥିବା ବେଳେ ରାତିରେ ବର୍ଷା ଆରମ୍ଭ ହୋଇଥିଲା । ବର୍ଷା…

ପୁଣି ମୁଣ୍ଡ ନେଲା ମହାମାରୀ, କଙ୍ଗୋରେ ଡିଜିଜ ଏକ୍ସରେ 79ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ପୁଣି ମୁଣ୍ଡ ଟେକିଛି ଡିଜିଜ ଏକ୍ସ । କଙ୍ଗୋରେ ଡିଜିଜ ଏକ୍ସ ମହାମାରୀ ପାଇଁ କଲବଲ ହୋଇଛନ୍ତି ଲୋକେ । ଗତ କିଛି ଦିନ ମଧ୍ୟରେ 79ଜଣଙ୍କ ଜୀବନ ଯାଇଥିବା ଜଣାପଡିଛି । ତେବେ କାହିଁକି ହଠାତ୍ ମହାମାରୀ ସୃଷ୍ଟି…

ତୁଷୁରା ଥାନାରେ ପୋଲିସ-ପବ୍ଲିକ ଧସ୍ତାଧସ୍ତି ଓ ମୁହାଁମୁହିଁ, ଲୋକଙ୍କର ଟେକାମାଡକୁ ପୋଲିସର ଲାଠିମାଡ

ଭୁବନେଶ୍ବର: ବଲାଙ୍ଗୀର ଜିଲ୍ଲାରେ ଅଭାବନୀୟ ଘଟଣା । ଥାନାରେ ମୁହାଁମୁହିଁ ହେଲେ ପୋଲିସ ଏବଂ ଜନତା । ବଲାଙ୍ଗିର ତୁଷାର ଥାନାରେ ପୋଲିସ ଏବଂ ଜନତା ଧସ୍ତାଧସ୍ତି ସହ ମୁହାମୁହିଁ ହୋଇଥିବା ସୂଚନା ମିଳିଛି । ପୋଲିସକୁ…

ଜେଲରେ ମଦ-ସିଗାରେଟ ସାଙ୍ଗକୁ ମୋବାଇଲ, କିପରି ଏହି ବ୍ୟବସ୍ଥା କଲେ କଏଦୀ

ନୂଆଦିଲ୍ଲୀ: କର୍ଣ୍ଣାଟକର କଲବୁର୍ଗୀ ସେଣ୍ଟ୍ରୋଲ ଜେଲରୁ ପୁଣି ଥରେ ଏକ ଭିଡିଓ ସାମ୍ନାକୁ ଆସିଛି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ କଏଦୀମାନେ ଖୋଲାଖୋଲି ଭାବେ ମଦ୍ୟପାନ, ସିଗାରେଟ ଟାଣୁଥିବା ଏବଂ ଜେଲ ବାର…