(Video) ନିଆରା ବିବାହ! JCBରେ ବସି ଆସିଲା ବର, ଉଡାଇଦେଲା 20 ଲକ୍ଷ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଏକ ବିବାହ ବର୍ତ୍ତମାନ ଚର୍ଚ୍ଚାର ବିଷୟ ପାଲଟିଛି । ଆପଣ ଅନେକ ପ୍ରକାରରେ ଗ୍ରାଣ୍ଡ ମ୍ୟାରେଜ ଦେଖିଥିବେ କିନ୍ତୁ ବର ସଙ୍ଗେ ବରଯାତ୍ରୀ ଜେସିବିରେ ବସି ଆସିଥିବା ବହୁତ କମ୍ ଦେଖିଥିବେ ।…

କଟକରେ ପୁଣି ଲଜ୍ଜା, 6 ବର୍ଷର ଶିଶୁକୁ ଦୁଷ୍କର୍ମ ପରେ ଯୁବକ ଫେରାର

ଭୁବନେଶ୍ବର: କଟକରୁ ପୁଣି ଲଜ୍ଜାଜନକ ଖବର ସାମ୍ନାକୁ ଆସିଛି । ବାରଙ୍ଗ ତ୍ରିଶୂଳିଆ ଅଞ୍ଚଳରେ 6 ବର୍ଷର ଶିଶୁକନ୍ୟାକୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ତେବେ ପୀଡିତାକୁ ଉଦ୍ଧାର କରି କଟକ ଶିଶୁଭବନରେ ଭର୍ତ୍ତି…

ରାଜ୍ୟ ସୂଚନା କମିଶନରେ ନିଯୁକ୍ତି ପାଇଁ ବିଜ୍ଞପ୍ତି, ଏହି ଦିନ ରହିଛି ଶେଷ ତାରିଖ

ଭୁବନେଶ୍ବର: ରାଜ୍ୟ ସୂଚନା କମିଶନରେ ବାହାରିଲା ଚାକିରି ସୁଯୋଗ । 4 ସୂଚନା କମିଶନର ପଦବୀ ପାଇଁ ଚାକିରି ସୁଯୋଗ ବାହାରିଛି । ଦୀର୍ଘଦିନ ଧରି ବନ୍ଦ ରହିଥିବା ବେଳେ ମୋହନ ସରକାର ବର୍ତ୍ତମାନ ଏହାକୁ କ୍ରିୟାଶୀଳ କରିବା…

ସଠିକ ସମୟରେ ଲ୍ୟାଣ୍ଡ କରିପାରିଲାନି Air India, ଯାତ୍ରୀଙ୍କୁ ଅଧରାସ୍ତାରେ ଛାଡି ଚାଲିଗଲେ ପାଇଲଟ୍

ନୂଆଦିଲ୍ଲୀ: ଏୟାର ଇଣ୍ଡିଆକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଜୟପୁର ଇଣ୍ଟରନ୍ୟାସନାଲ ଏୟାରପୋର୍ଟରେ ଏୟାର ଇଣ୍ଡିଆର ପାଇଲଟ ଅଧାରୁ ବିମାନ ଛାଡି ଚାଲିଯାଇଛନ୍ତି । ପ୍ୟାରିସରୁ ଦିଲ୍ଲୀ ଯାଉଥିବା…

ଆବାସ ବାଣ୍ଟିଲେ ନଗର ଉନ୍ନୟନ ମନ୍ତ୍ରୀ, ବସ୍ତି ବାସିନ୍ଦାଙ୍କୁ ଥଇଥାନ

ଭୁବନେଶ୍ବର: ହାଉସିଂ ପ୍ରକଳ୍ପରେ ବସ୍ତି ବାସିନ୍ଦାଙ୍କୁ ଥଇଥାନ କରାଯାଇଛି । 116 ହିତାଧିକାରୀଙ୍କୁ ଘର ବାଣ୍ଟିଲେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡ. କୃଷ୍ଣଚନ୍ଦ୍ର ମହାପାତ୍ର । ବସ୍ତିବାସିନ୍ଦାଙ୍କ ଜୀବନରେ…

ଆଜିଠୁ ଆରମ୍ଭ ହେବ ଧାନକିଣା, 3100 ଟଙ୍କାରେ କିଣିବେ ସରକାର

ଭୁବନେଶ୍ବର: ଆଜିଠୁ ରାଜ୍ୟରେ ଆରମ୍ଭ ହେବ ଧାନକିଣା । ପ୍ରଥମ ପର୍ଯ୍ୟାୟରେ ବରଗଡରୁ ଏହି ଧାନ କିଣା ଆରମ୍ଭ ହେବ । ଏହାପରେ ଆସନ୍ତା 22 ତାକିଖରେ ସମ୍ବଲପୁରରେ ଧାନ ସଂଗ୍ରହ ହେବ । ବରଗଡ ସମ୍ବଲପୁର ପରେ ଅନ୍ୟ ସବୁ…

ଆସିବ କି ବାତ୍ୟା? ପୁଣି ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ, ଅବପାତର ରୂପ ନେଇ…

ଭୁବନେଶ୍ବର:  କିଛି ଦିନର ବ୍ୟବଧାନ ପରେ ପୁଣି ବର୍ଷାରେ ଭିଜିବ ଓଡିଶା । ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ । ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । 23 ତାରିଖ ସୁଦ୍ଧା ଲଘୁଚାପ ହେବା ନେଇ…

ସରକାର ଗଢିବାକୁ କସରତ; ସରିଲା ପ୍ରଚାର, ବୁଥ ମୁହାଁ ପୋଲିଂ ପାର୍ଟି

ନୂଆଦିଲ୍ଲୀ: ନିର୍ବାଚନ ପ୍ରଚାର ଶେଷ ହୋଇଥିବା ବେଳେ ଆସନ୍ତାକାଲି(ବୁଧବାର) ଭାଗ୍ୟ ପରୀକ୍ଷା । ମହାରାଷ୍ଟ୍ର ଏବଂ ଝାଡଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ସୋମବାର ପ୍ରଚାର ଶେଷ ହୋଇଛି । ମହାରାଷ୍ଟ୍ରରେ 288 ବିଧାନସଭା…

ମହାକୁମ୍ଭ 2025: କେବେଠୁ ଆରମ୍ଭ ହେବ କୁମ୍ଭ ମେଳା? ଏହି ଦିନ ରହିଛି ସ୍ନାନ ଯୋଗ

ନୂଆଦିଲ୍ଲୀ: ମହାକୁମ୍ଭ ମେଳା କେବଳ ଭାରତରେ ନୁହେଁ ବରଂ ସମଗ୍ର ବିଶ୍ୱରେ ଲୋକପ୍ରିୟ । ଏହି କୁମ୍ଭମେଳା ପ୍ରତି 12 ବର୍ଷକୁ ଥରେ ହୋଇଥାଏ । 2025 ମସିହାରେ ଅନୁଷ୍ଠିତ ହେବ ଏହି ମେଳା । ପୂର୍ବରୁ 2013 ମସିହାରେ ହୋଇଥିବା…

ରାତି ପାହିଲେ ଧାନକିଣା, ମଣ୍ଡିରେ ଅଧିକାରୀ ଜଗିବେ କହିଲେ ରାଜସ୍ବ ମନ୍ତ୍ରୀ

ଭୁବନେଶ୍ବର: ରାତି ପାହିଲେ ଆରମ୍ଭ ହେବ ଧାନକିଣା । ଏନେଇ ସମସ୍ତ ପ୍ରସ୍ତୁତି କରାଯାଇଖିବା ବେଳେ ବଡ ଅପଡେଟ୍ ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ଦଲାଲ ଯେଉଁଭଳି ଭାବେ ମଣ୍ଡିକୁ ପହଞ୍ଚିପାରିବେ ନାହିଁ ସେନେଇ…