କ୍ରିମିନାଲ ରେକର୍ଡ ଥିବା ସେବାୟତଙ୍କୁ ଶ୍ରୀମନ୍ଦିର ପରିଚାଳନା କମିଟିରେ ମିଳିବନି ସ୍ଥାନ, ନୂଆ ଗାଇଡଲାଇନ ଜାରି

ପୁରୀ: ଶ୍ରୀମନ୍ଦିରର ପରିଚାଳନା କମିଟି ଗଠନ ପାଇଁ ନୂଆ ଗାଇଡଲାଇନ ଜାରି ହୋଇଛି । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଅତିରିକ୍ତ ଚିଠି ଲେଖିଛନ୍ତି । ୭ଟି ଫର୍ମୁଲା ଆପଣାଇବା ପାଇଁ ଏହି ଚିଠିରେ ଉଲ୍ଲେଖ ଅଛି ।…

ଏହି ବାରରେ ଜନ୍ମ ହୋଇଥିବା ପିଲା ହୋଇଥାନ୍ତି ଲକି, ଏମାନଙ୍କର ପାଦ ଛୁଏଁ ସଫଳତା

ଓଡ଼ିଶା ଭାସ୍କର: ପିଲାଟି ଜନ୍ମ ହେବା ମାତ୍ରେ ତାର ଜନ୍ମ ସମୟ, ତାରିଖ ଘଡ଼ି-ନକ୍ଷତ୍ର ଆଦିକୁ ଟିପ୍ପଣୀ କରାଯାଇଥାଏ । ଯାହାଦ୍ୱାରା ଅନୁମାନ କରାଯାଇଥାଏ ଯେ, ପିଲାଟି କିପରି ହେବ । କିନ୍ତୁ ଆପଣ ଜାଣିଛନ୍ତି କି, ଏହି…

ରାତିରେ ନଡ଼ିଆ ତେଲ ସହ ଏହାକୁ ମିଶାଇ ଲଗାନ୍ତୁ, କାଚ ପରି ଚମକିବ ମୁହଁ, ସେରମର ପଡିବନି ଆବଶ୍ୟକତା

ଓଡ଼ିଶା ଭାସ୍କର: ନଡ଼ିଆ ତେଲକୁ ଖାଦ୍ୟ ବ୍ୟତୀତ ସ୍କିନ କେୟାର ଏବଂ ହେୟାର କେୟାରରେ ମଧ୍ୟ ସାମିଲ କରାଯାଇଛି। ଏହି ତେଲରେ ଆଣ୍ଟି-ଇଫ୍ଲେମେଟରୀ ଗୁଣ ରହିଥାଏ, ଯାହା ତ୍ୱଚାର ଶୁଖାପଣକୁ ଦୂର କରିଥାଏ। ଏହା ବ୍ୟତୀତ ନଡ଼ିଆ…

ରୋଷେଇ ଛାଡି କରୁଥିଲେ REEL, ସ୍ୱାମୀ ପାଟି କରିବାରୁ ଟ୍ରେନ ଆଗକୁ ଡେଇଁ ଜୀବନ ହାରିଦେଲା ସ୍ତ୍ରୀ

ନୂଆଦିଲ୍ଲୀ: ଆଜିକାଲି ସମସ୍ତଙ୍କୁ ରିଲ୍ ନିଶା ଚଢିଛି। ରିଲ୍ ପାଇଁ କିଛି ବି କାର୍ଯ୍ୟ କରିବାକୁ ପଛାଉନାହାନ୍ତି ଲୋକେ। ତେବେ ଏହି ରିଲ୍ କରିବା ପାଇଁ ଉତ୍ତରପ୍ରଦେଶରେ ଜଣେ ନବ ବିବାହିତାଙ୍କ ପ୍ରାଣହାନି ଘଟିଛି। ସ୍ୱାମୀ…

ଗଠନ ହେଲା ଓଡ଼ିଶା ଲ’ କମିଶନ: ଜଷ୍ଟିସ ବିଶ୍ୱନାଥ ରଥ ହେଲେ ଅଧ୍ୟକ୍ଷ

ଭୁବନେଶ୍ୱର: ଗଠନ ହେଲା ଓଡ଼ିଶା ଲ’ କମିଶନ। ଜଷ୍ଟିସ ବିଶ୍ୱନାଥ ରଥ ହେଲେ ଲ’କମିଶନର ଅଧ୍ୟକ୍ଷ। ଲ’ କମିଶନରେ ଅଧ୍ୟକ୍ଷଙ୍କ ସହ ୬ଜଣ ସଦସ୍ୟ ଅଛନ୍ତି। ଆଡଭୋକେଟ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଏକ୍ସ ଅଫିସିଓର ସଦସ୍ୟ…

ମନମୋହନ ସିଂହଙ୍କ ପରଲୋକରେ ଦୁଃଖ ପ୍ରକାଶ କଲେ ସଲମାନ ଖାନ, ରିଲିଜ କରିବେନି ‘ସିକନ୍ଦର’ର ଟିଜର

ନୂଆଦିଲ୍ଲୀ: ମନମୋହନ ସିଂହଙ୍କ ପରଲୋକକୁ ନେଇ ଦୁଃଖପ୍ରକାଶ କଲେ ସଲମାନ ଖାନ। ସେ ରିଲିଜ କରିବାକୁ ମନାକଲେ ସିକନ୍ଦର ଫିଲ୍ମର ଟିଜର। ଏନେଇ ସଲମାନ ଖାନ ବଡ଼ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ସଲମାନଙ୍କ ଫ୍ୟାନ୍ସ ସିକନ୍ଦର…

ନୂଆବର୍ଷ ୨୦୨୫ରେ କେତୋଟି ଲାଗିବ ସୂର୍ଯ୍ୟପରାଗ ଏବଂ ଚନ୍ଦ୍ରଗ୍ରହଣ? ଏବେଠାରୁ ଜାଣିନିଅନ୍ତୁ ତାରିଖ

ନୂଆଦିଲ୍ଲୀ: ପାଖେଇ ଆସିଲାଣି ନୂଆବର୍ଷ । ନୂଆବର୍ଷ ଲୋକଙ୍କ ଜୀବନରେ ଆନନ୍ଦ ଏବଂ ଉତ୍ସାହକୁ ନେଇ ଆସିଥାଏ । ତେବେ ୨୦୨୫ରେ ସୂର୍ଯ୍ୟ, ପୃଥିବୀ ଏବଂ ଚନ୍ଦ୍ରଙ୍କ ଚଳନ ସାରା ଦୁନିଆକୁ ଦୁଇଟି ଚନ୍ଦ୍ରଗ୍ରହଣ ଏବଂ ଦୁଇଟି…

‘ଏକ୍ସ’ରେ ମୋର କୌଣସି ଆକାଉଣ୍ଟ ନାହିଁ: ଭି.କେ ପାଣ୍ଡିଆନ

ଭୁବନେଶ୍ୱର: ନବୀନ ପଟ୍ଟନାୟକଙ୍କ ପୂର୍ବତନ ବ୍ୟକ୍ତିଗତ ସଚିବ ଭି.କେ ପାଣ୍ଡିଆନ ନିଜର ‘ଏକ୍ସ’ ଆକାଉଣ୍ଟକୁ ନେଇ ବର୍ତ୍ତମାନ ଏକ ବଡ଼ ଖୁଲାସା କରିଛନ୍ତି । ସେ ନିଜେ କହିଛନ୍ତି, “ମୋର ‘ଏକ୍ସ’ରେ କୌଣସି ଆକାଉଣ୍ଟ ନାହିଁ ।…

ରିସର୍ଚ୍ଚରୁ ଆଶ୍ଚର୍ଯ୍ୟଜନକ ଖୁଲାସା! ଦେହକୁ ଛୁଇଁବା ମାତ୍ରେ ଆପଣଙ୍କର ଇମୋସନକୁ ରିଡ୍ କରିବ ରୋବର୍ଟ

ନୂଆଦିଲ୍ଲୀ: ଏକ ନୂତନ ଅଧ୍ୟୟନରୁ ଖୁଲାସା ହୋଇଛି ଯେ, ଭବିଷ୍ୟତରେ ମଣିଷର ଇମୋସନକୁ ପଢିପାରିବ ରୋବର୍ଟ। ରୋବର୍ଟ ମଣିଷର ଦେହକୁ ଛୁଇଁ ଇମୋସନ ବା ଭାବନାକୁ ଜାଣିପାରିବ। ଏହା ମଣିଷର ଖୁସି ଏବଂ ଭୟ ଭଳି ଭାବାବେଗକୁ ତ୍ୱଚାର…

ରାଜ୍ୟର ୩୦ ଜିଲ୍ଲା ପାଇଁ ‘ପ୍ରଭାରୀ ମନ୍ତ୍ରୀ’, ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟର ୩୦ ଜିଲ୍ଲା ପାଇଁ ପ୍ରଭାରୀ ମନ୍ତ୍ରୀଙ୍କୁ ମିଳିଲା ଦାୟିତ୍ୱ। ଏହି ପ୍ରଭାରୀ ମନ୍ତ୍ରୀମାନଙ୍କୁ ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଦୁଇ ଉପମୁଖ୍ୟମନ୍ତ୍ରୀଙ୍କ ସହ ୧୩ ଜଣ ମନ୍ତ୍ରୀଙ୍କୁ…