କୈଳାସ ଗେହଲଟ ଛାଡିଲେ ଆମ ଆଦମୀ ପାର୍ଟୀ, ଦେଲେ ଇସ୍ତଫା

ନୂଆଦିଲ୍ଲୀ: ଆପ ପାର୍ଟୀକୁ ବଡ଼ ଝଟକା। ଦିଲ୍ଲୀରେ ଆମ ଆଦମୀ ପାର୍ଟୀ ସରକାରରେ କ୍ୟାବିନେଟ ମନ୍ତ୍ରୀ କୈଳାସ ଗେହଲଟ ନିଜ ପଦବୀ ଏବଂ ପାର୍ଟୀ, ଦୁଇଟିରୁ ଇସ୍ତଫା ଦେଇଛନ୍ତି। ସେ ରେଜିଗନେସନ ଲେଟରରେ ଏନେଇ ସ୍ପଷ୍ଟ ସୂଚନା…

ଅଚାନକ ଚାରୋଟି ଜନସଭା ବାତିଲ କଲେ ଅମିତ ଶାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ୨୦୨୪ ପାଇଁ ଆଜି ହେବାକୁ ଥିବା ନିଜ ଜନସଭା ଏବଂ ବୈଠକ ଗୁଡିକୁ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ବାତିଲ କରିଛନ୍ତି। ସେ ସମସ୍ତ ସଭା ବାତିଲ କରି ନାଗପୁର ବାହାରିଛନ୍ତି।…

ସାମ୍ନାକୁ ଆସିଲା ନାଗା ଚୈତନ୍ୟ ଏବଂ ଶୋଭିତା ଧୁଲିପାଲାଙ୍କର ବିବାହ ତାରିଖ! ଲିକ୍ ହେଲା ୱେଡିଂ କାର୍ଡ

ନୂଆଦିଲ୍ଲୀ: ସାଉଥ ଆକ୍ଟର ନାଗା ଚୈତନ୍ୟ ଖୁବଶୀଘ୍ର ନିଜ ଲେଡି ଲଭ ଶୋଭିତା ଧୁଲିପାଲାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ନାଗା ଚୈତନ୍ୟଙ୍କ ବିବାହର କାର୍ଡ ସୋସିଆଲ ମିଡିଆରେ ଲିକ୍ ହୋଇଛି, ଯେଉଁଥିରେ…

‘ବଞ୍ଚ କି ମର, କିଛି ଫରକ ପଡୁନି’, ମୋବାଇଲ ନିଶା ପାଇଁ ପୁଅର ଜୀବନ ନେଲା ବାପା

ନୂଆଦିଲ୍ଲୀ: ମୋବାଇଲ ନିଶା ଦେଖି ବାପା ରାଗିକି ପୁଅର ଜୀବନ ନେଇଛି। ଏହି ଘଟଣା ବେଙ୍ଗଲୁରୁରେ ଘଟିଛି। ପୁଅର ମୋବାଇଲ ଫୋନ ନିଶା ଏବଂ ପାଠପଢାରେ ତା’ର ଆଗ୍ରହ ନ ଆସିଥିବାରୁ ପିତା ଜଣକ ପୁଅର ହତ୍ୟା କରିଛନ୍ତି। ପିତାର…

Breaking: ବାଲିଯାତ୍ରାରେ ସିଏମସି ସ୍ୱାସ୍ଥ୍ୟ ଟିମ୍‌ର ଚଢ଼ାଉ

କଟକ: ଐତିହାସିକ ବାଲିଯାତ୍ରା ଆରମ୍ଭ ହୋଇସାରିଛି। ଲୋକମାନେ ଆନନ୍ଦ ଉଲ୍ଲାସର ସହ ବାଲିଯାତ୍ରା ବୁଲିବାକୁ ଯାଉଛନ୍ତି। କିନ୍ତୁ ଲୋକଙ୍କ ସ୍ୱାସ୍ଥ୍ୟକୁ ଜଗିଛି ସିଏମସି ସ୍ୱାସ୍ଥ୍ୟ ଟିମ୍‌। ବାସିଖାଦ୍ୟ ଖାଇ କିଏ ବି ଅସୁସ୍ଥ…

‘ଲସ୍କର-ଏ-ତାଇବାର ସିଇଓ କହୁଛି’, ରିଜର୍ଭ ବ୍ୟାଙ୍କକୁ ଆସିଲା ଧମକପୂର୍ଣ୍ଣ ଫୋନ କଲ୍‌

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆକୁ ଆସିଲା ଧମକପୂର୍ଣ୍ଣ କଲ। ଏହି କଲ୍ ରିଜର୍ଭ ବ୍ୟାଙ୍କର କଷ୍ଟମର କେୟାର ନମ୍ବରକୁ ଆସିଥିଲା। କଲ କରିଥିବା ବ୍ୟକ୍ତି କହିଛନ୍ତି ଯେ, ସେ ଲସ୍କର-ଏ-ତାଇବାର ସିଇଓ। ଏହି ରିଜର୍ଭ…

୨୧ ବର୍ଷୀୟ ଛାତ୍ରର ଉତ୍ପାତ, କଲେଜରେ ପଶି ଛୁରୀରେ କଲେ ଆକ୍ରମଣ, ୮ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ପୂର୍ବ ଚୀନର ଏକ ବିଜନେସ ସ୍କୁଲରେ ଶନିବାର ଦିନ ବଡ଼ ଘଟଣା ଘଟିଛି। ଏହି ବିନନେସ ସ୍କୁଲରେ ଛୁରୀ କରାଯାଇଥିବା ଆକ୍ରମଣରେ ଆଠଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ୧୭ଜଣ ଲୋକେ ଆହତ ହୋଇଛନ୍ତି। ସ୍ଥାନୀୟ ପୋଲିସ…

ଛାଡ଼ଖାଇରେ ବଡ଼ ଅଘଟଣ; ମାଛ ବେପାରୀଙ୍କ ଉପରେ ମାଡ଼ିଗଲା ଟ୍ରକ୍‌

ପାରାଦୀପ: ସକାଳୁ ସକାଳୁ ଅଘଟଣ। ମାଛ ବେପାରୀଙ୍କ ଉପରେ ଚଢିଗଲା ଟ୍ରକ୍‌। କାର୍ତ୍ତିକ ମାସ ପରେ ଆଜି ଲୋକେ ଛାଡଖାଇ ପାଳନ କରୁଛନ୍ତି। ଶନିବାରରେ ବିଛା ସଂକ୍ରାନ୍ତି ପଡିଥିବାରୁ ଲୋକେ ଛାଡଖାଇରେ ଆମିଷ ଖାଇପାରିନଥିଲେ।…

ଶୀତଦିନେ ଏହି ଖାଦ୍ୟ ଖାଇଲେ ସର୍ବଦା ରହିବେ ଯୁବା, ଚର୍ମରେ ଆସିବନି କୁଞ୍ଚନ

ଓଡ଼ିଶା ଭାସ୍କର: ସମସ୍ତେ ଚିରଦିନ ପାଇଁ ଯୁବା ଦେଖାଯିବାକୁ ଚାହାଁନ୍ତି, ବାର୍ଦ୍ଧକ୍ୟ ତ ଦିନେ ନ ଦିନେ ଆସିବ ହେଲେ ଏପରି ତରୁଣ ଦେଖାଯିବା ପାଇଁ କଠିନ ପରିଶ୍ରମ ଏବଂ ସୁସ୍ଥ ଅଭ୍ୟାସକୁ ଜୀବନରେ ଅନ୍ତର୍ଭୁକ୍ତ କରିବାକୁ…

‘ବାଲି’ ପାଇଁ ତ ବାଲିଯାତ୍ରା.. ଜାଣନ୍ତୁ ଐତିହ୍ୟର ସେହି ବାଣିଜ୍ୟ ଗାଥା

କଟକ: ଓଡ଼ିଆ କ୍ୟାଲେଣ୍ଡର ହିସାବରେ କାର୍ତ୍ତିକ ପୂର୍ଣ୍ଣିମା ଦିନରୁ ବାଲିଯାତ୍ରା ଆରମ୍ଭ ହୋଇଥାଏ। କଟକ ଗଡଗଡିଆ ଘାଟରେ ଏହି ଐତିହାସିକ ବାଲିଯାତ୍ରା ପ୍ରତିବର୍ଷ ପାଳିତ ହୋଇଆସୁଛି। ତେବେ ଏହାର ଐତିହ୍ୟ ବାଣିଜ୍ୟ ସହ…