ବଡ଼ ଖବର: ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ, ସ୍ପଷ୍ଟ ହେଲା କେଉଁଠି ଛୁଇଁବ ସ୍ଥଳଭାଗ

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହେଲା ଅବପାତ । ସଦୃଶ ଲଘୁଚାପ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି । ଏହା କାଲି ସକାଳ ସୁଦ୍ଧା ବାତ୍ୟାର ରୂପ ନେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ଏହାପରେ ସନ୍ଧ୍ୟା…

ଅନୁଗୁଳ ଛେଣ୍ଡିପଦାରେ ନିର୍ବାଚନୀ ହିଂସା, ଜଣେ ଗୁରୁତର

ଅନୁଗୁଳ: ଆସନ୍ତାକାଲି ରାଜ୍ୟରେ ତୃତୀୟ ପର୍ଯ୍ୟାୟରେ ହେବ ଲୋକସଭା ନିର୍ବାଚନ । ଏଥିପାଇଁ ଗତକାଲି ପ୍ରଚାର ଶେଷ ହୋଇଛି । ଏହା ପୂର୍ବରୁ ରାଜ୍ୟରେ ହିଂସା କାଣ୍ଡ ଦେଖିବାକୁ ମିଳିଛି । ପିପିଲି ଏବଂ ଆଠଗଡ଼ରେ ନିର୍ବାଚନୀ…

ପ୍ରଥମ ଥର ପାଇଁ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ମୁହଁ ଖୋଲିଲେ ପିଏମ ମୋଦୀ, କହିଲେ କେଜ୍ରିୱାଲଙ୍କୁ କାହିଁକି ପଠାଗଲା ଜେଲ

ନୂଆଦିଲ୍ଲୀ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ମଦ ଦୁର୍ନୀତି ମାମଲା ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରିଥିଲା । ସେ ବର୍ତ୍ତମାନ ଅନ୍ତରୀଣ ଜାମିନରେ ପଦାକୁ…

ଦାନ୍ତ ମାଢ଼ୀରୁ ରକ୍ତ ବାହାରୁଛି କି? ଆପଣାନ୍ତୁ ଏହି ଘରୋଇ ଉପଚାର, ମିଳିବ ଆରାମ

ଓଡ଼ିଶା ଭାସ୍କର: ଅନେକ ସମୟରେ ଲକ୍ଷ କରିବେ ଦାନ୍ତ ସଫା କରିବା ସମୟରେ କିଛି ଲୋକମାନଙ୍କର ଦାନ୍ତମାଢିରୁ ରକ୍ତ ବାହାରିଥାଏ । ରକ୍ତ ବାହାରିବାର ଅନେକେ କାରଣ ରହିଥାଏ , ଜୋରରେ ବ୍ରସ କରବା ବା ଅନ୍ୟାନ ମାଡିର ସମସ୍ୟା ।…

(Video) T20 ୱାଲର୍ଡ କପ ପୂର୍ବରୁ ଆଇସିସି ଜାରି କଲା ନୂଆ Anthem

ନୂଆଦିଲ୍ଲୀ: ୧ ଜୁନରୁ ଖେଳାଯିବାକୁ ଥିବା ୱେଷ୍ଟଇଣ୍ଡିଜ ଏବଂ ଆମେରିକା ମିଳିତ ଭାବେ ଆୟୋଜିତ ଟି-୨୦ ବିଶ୍ୱକପ୍ ୨୦୨୪ ଆରମ୍ଭ ହେବା ପୂର୍ବରୁ ଆନ୍ତର୍ଜାତୀୟ କ୍ରିକେଟ ପରିଷଦ ଏକ ନୂଆ ଆନଥେମ ଜାରି କରିଛି । ଏହି ସଂଗୀତ…

ସରିଲା ପ୍ରଚାର, ଦିନକ ପରେ ରାଜ୍ୟରେ ୩ୟ ପର୍ଯ୍ୟାୟ ମତଦାନ, ନିର୍ଦ୍ଧାରଣ ହେବ ୪୪୭ ପ୍ରାର୍ଥୀଙ୍କ ଭାଗ୍ୟ

ଭୁବନେଶ୍ୱର: ରାଜ୍ୟରେ ଆଉ ୧ଦିନ ପରେ ୩ୟ ପର୍ଯ୍ୟାୟ ମତଦାନ ହେବ । ଏହାରି ମଧ୍ୟରେ ଏଥିପାଇଁ ଗୁରୁବାର ଦିନ ପ୍ରଚାର ଶେଷ ହୋଇଛି । ଏହି ୩ଦିନ ମଧ୍ୟରେ ବିଜେପି, ବିଜେଡି ଏବଂ କଂଗ୍ରେସ ଖୁବ ଜୋରରେ ପ୍ରଚାର କରିଛନ୍ତି ।…

୧୩ ତାରିଖ ଦିନ ଅରବିନ୍ଦ କେଜ୍ରିୱାଲଙ୍କ ଡ୍ରଇଙ୍ଗ ରୁମରେ କ’ଣ ଘଟିଥିଲା? ପ୍ରଥମ ଥର ପାଇଁ ନିଜ ମୁହଁରେ ଖୁଲାସା ସ୍ୱାତୀ ମାଲିୱାଲ

ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ର୍ରିିୱାଲଙ୍କ ଘରେ ଆପ ସାଂସଦ ସ୍ୱାତୀ ମାଲ୍ରିିୱାଲଙ୍କୁ ଅକ୍ରମଣ ହୋଇଥିବା ମାମଲା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଦିଲ୍ଲୀ ପୋଲିସ ଏହି ମାମଲାରେ ଯାଞ୍ଚ…

ଜେନ-ଜେଡର ‘BORG’ ମଦ ପିଇବା ନେଇ ଚେତାବନୀ ଜାରି କଲେ ହେଲଥ ଏକ୍ସପର୍ଟ, ଜାଣନ୍ତୁ କଣ କହିଲେ

ନୂଆଦିଲ୍ଲୀ: ସାଧାରଣତଃ କଲେଜ ଯାଉଥିବା ପିଲାଙ୍କୁ ଜେନ ଜେଡ ମଦ ବହୁତ ପସନ୍ଦ । ହେଲେ ସାବଧାନ ହୋଇଯାଆନ୍ତୁ କାରଣ ସ୍ୱାସ୍ଥ୍ୟ ବିଶେଷଜ୍ଞ ଏହାକୁ ନେଇ 'BORG' ପାଇଁ ଚେତାବନୀ ଜାରି କରିଛନ୍ତି । ନେସନାଲ କ୍ୟାପିଟାଲ ପଏଜନ…

ହସ୍ପିଟାଲରୁ ଡିସଚାର୍ଜ ହେଲେ ଶାହରୁଖ ଖାନ, ୩୦ ଘଣ୍ଟା ଚାଲିଥିଲା ଚିକିତ୍ସା

ମୁମ୍ବାଇ: ଶାହରୁଖ ଖାନ ହସ୍ପିଟାଲରୁ ଡିସଚାର୍ଜ ହେବା ଖବର ସାମ୍ନାକୁ ଆସିଛି । ସୁପରଷ୍ଟାର ପାଖାପାଖି ୩୦ଘଣ୍ଟା କାଳ ହସ୍ପିଟାଲରେ ଆଡମିଟ ହୋଇଥିଲେ । ଏହାପରେ ସେ ସେଠାରୁ ଡିସଚାର୍ଜ ହୋଇଛନ୍ତି । ଡିସଚାର୍ଜ ପରେ ଶାହରୁଖ…

ଖରାଦିନେ ପାୱାର କଟ୍ ପାଇଁ କେଉଁ ଇନଭର୍ଟର ଲଗାଇବେ, ଜାଣନ୍ତୁ ନର୍ମାଲ ନା ସୋଲାର ଇନଭେର୍ଟର ଭଲ

ନୂଆଦିଲ୍ଲୀ: ଗରମରେ ପାୱାର କଟର ଆସୁବିଧା ଅଧିକ ସହିବାକୁ ପଡିଥାଏ । ଖାସକରି ଉତ୍ତର ଭାରତରେ ଏପ୍ରିଲରୁ ଜୁନ ପର୍ଯ୍ୟନ୍ତ ସମୟରେ ଭୀଷଣ ଗରମ ହୋଇଥାଏ । ଏହି ସମୟରେ ଲୋକମାନେ ଅଧିକ ସମୟ କୁଲର, ପଙ୍ଖା ଏବଂ ଏସିରେ…