ଯୁବକଙ୍କୁ ମହଙ୍ଗା ପଡିଲା ଚିକେନ ସ୍ୱରମା ଖାଇବା, ବାନ୍ତି କରି କରି ହାଲିଆ, ୨ ଦିନପରେ ମୃତ୍ୟୁ

ମୁମ୍ବାଇ: ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇରେ ଜଣେ ୧୯ ବର୍ଷୀୟ ଯୁବକଙ୍କର ଚିକେନ ସ୍ୱରମା ଖାଇ ପ୍ରାଣହାନୀ ଘଟିଛି । ଏହି ଯୁବକ ଜଣକ ଏକ ଷ୍ଟଲରେ ସ୍ୱରମା କିଣିଥିଲେ । ପୋଲିସ ସେହି ଷ୍ଟଲ ଚଳାଉଥିବା ଦୁଇଜଣଙ୍କୁ ଗିରଫ…

ଭବାନୀପାଟଣାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ: ପ୍ରଭୁ ଜଗନ୍ନାଥ ଏବଂ ମା’ ମାଣିକେଶ୍ବରୀଙ୍କୁ ପ୍ରଣିପାତ ହୋଇ ଆରମ୍ଭ କଲେ ସଭା

ଭୁବନେଶ୍ୱର: ଦେଶରେ ଆରମ୍ଭ ହୋଇସାରିଛି ସାଧାରଣ ନିର୍ବାଚନ । ଏହାରି ମଧ୍ୟ ଅନେକ ରାଜ୍ୟରେ ପ୍ରଚାର ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ତେବେ ବର୍ତ୍ତମାନ ବିଜେପି ଓଡ଼ିଶାକୁ ଟାର୍ଗେଟ କରିଛି । ତେବେ ବର୍ତ୍ତମାନ ଅପେକ୍ଷାର…

‘ଇଷ୍ଟ ଲୋକେ ଚୀନ ଏବଂ ସାଉଥ ଲୋକେ ଆଫ୍ରିକାନ ପରି ଲାଗନ୍ତି’, ସାମ ପିତ୍ରୋଡାଙ୍କ ଆଉ ଏକ ବିବାଦୀୟ ବୟାନ

ନୂଆଦିଲ୍ଲୀ: ଭାରତୀୟ ବିଦେଶ କଂଗ୍ରେସର ଅଧ୍ୟକ୍ଷ ସାମ ପିତ୍ରୋଡା ପୁଣି ଥରେ ଏକ ବିବାଦୀୟ ବୟାନ ଜାରି କରିଛନ୍ତି । ଯାହାପରେ ଆଲୋଚନା ତୀବ୍ର ହୋଇଛି । ସାମ ପିତ୍ରୋଡା କହିଛନ୍ତି ଯେ, ଭାରତର ପୂର୍ବରେ ଥିବା ଲୋକେ ଚୀନ…

ବଢିଲା ଅଭିନେତା ଅନୁଭବ ମହାନ୍ତିଙ୍କ ଅଡୁଆ; ଡିସଚାର୍ଜ ପିଟିସନକୁ ଖାରଜ କଲେ କୋର୍ଟ

କଟକ: ବର୍ତ୍ତମାନ ଅଭିନେତା ଅନୁଭବ ମହାନ୍ତିଙ୍କ ଅଡୁଆ ବଢିଛି । ତାଙ୍କ ନାଁରେ ଚାର୍ଜଫ୍ରେମ୍ ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜେଏମଏଫସି ସ୍ୱତନ୍ତ୍ର କୋର୍ଟରେ ଅନୁଭବଙ୍କ ଡିସଚାର୍ଜ ପିଟିସନ ଖାରଜ ହୋଇଛି । ଏହି…

ଆହୁରି ୫ ଦିନ ବର୍ଷା; ଆଜି ଉତ୍ତର ଓଡ଼ିଶାରେ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟରେ କାଳବୈଶାଖୀ ପ୍ରଭାବ ଯୋଗୁଁ ଲୋକଙ୍କୁ ଖରାରୁ ସାମାନ୍ୟ ଆଶ୍ୱସ୍ତି ମିଳିଛି । ଏହାରି ମଧ୍ୟରେ ଆହୁରି ୫ ଦିନ ବର୍ଷା ହେବ ବୋଲି ପୂର୍ବାନୁମାନ କରାଯାଇଛି । ତେବେ ଆଜି ଉତ୍ତର ଓଡ଼ିଶାରେ ବର୍ଷା ହେବାର…

ହାଇଦ୍ରାବାଦରେ ବାଦଲଫଟା ବର୍ଷା ହେଲା କାଳ, କାନ୍ଥ ଖସିପଡି ୪ ବର୍ଷର ଶିଶୁ ସମେତ ୭ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ହାଇଦ୍ରାବାଦର ବାଚୁପଲ୍ଲୀ ଅଞ୍ଚଳରେ ବାଦଲଫଟା ବର୍ଷା ହେବା କାରଣରୁ ବଡ଼ ଦୁର୍ଘଟଣା ଘଟିଛି । ଏହି ଅଞ୍ଚଳରେ ଏକ ନିର୍ମାଣଧୀନ ଘରର କାନ୍ଥ ଖସିବା ହେତୁ ଚାରି ବର୍ଷର ଶିଶୁ ସମେତ ସାତ ଜଣଙ୍କର ମୃତ୍ୟୁ ଘଟିଛି ।…

(Video) ଲିଫ୍ଟରେ କୁକୁରର ଭୟଙ୍କର ଆକ୍ରମଣ, ଦେଖନ୍ତୁ କିପରି ଛୋଟ ପିଲାଟିକୁ କମୁଡିଦେଲା

ନୋଏଡା: ଉତ୍ତର ପ୍ରଦେଶର ଗୌତମବୁଦ୍ଧ ନଗର ଜିଲ୍ଲା ସ୍ଥିତ ନୋଏଡା ଏବଂ ଗ୍ରେଟର ନୋଏଡାର ହାଉସିଙ୍ଗ ସୋସାଇଟିରେ କୁକୁର କାମୁଡିବା ଘଟଣା ଥମିବାର ନାମ ନେଉନି । ଏହାରି ମଧ୍ୟରେ ନୋଏଡାର ଏକ ହାଉସିଙ୍ଗ ସୋସାଇଟିରେ କୁକୁର ଏକ…

ବୟଫ୍ରେଣ୍ଡ ଶିଖର ପାହାଡିଆଙ୍କ ସହ ତିରୂପତିରେ ବିବାହ କରିବେ କି ଜାନଭୀ କପୁର? ମୁହଁ ଖୋଲିଲେ ଅଭିନେତ୍ରୀ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଜାନଭୀ କପୁର ନିଜ ପ୍ରଫେଶନାଲ ଲାଇଫ ସହ ପର୍ସନାଲ ଲାଇଫକୁ ନେଇ ମଧ୍ୟ ସର୍ବଦା ଚର୍ଚ୍ଚରେ ରହିଥାଆନ୍ତି । ରିପୋର୍ଟ ମୁତାବକ ଜାନଭୀ ଶିଖର ପାହାଡିଆଙ୍କ ସହ ଡେଟ କରୁଛନ୍ତି । ଏହି ଦୁଇ…

ସାରା ବିଶ୍ୱରେ ଆଉ ବିକ୍ରି ହେବନି AstraZenecaର କରୋନା ଟିକା, ସାଇଡ ଇଫେକ୍ଟ ପାଇଁ କମ୍ପନୀ ନେଲା ଏହି ନିଷ୍ପତ୍ତି

ନୂଆଦିଲ୍ଲୀ: ‘କୋଭିଶୀଲ୍ଡ’ ତିଆରି କରୁଥିବା ଏଷ୍ଟ୍ରାଜେନିକ ବର୍ତ୍ତମାନ ସାରା ଦୁନିଆରେ ନିଜ କରୋନା ଟିକା ଉପରେ ପ୍ରତିବନ୍ଧକ ଲଗାଇଛି । ମଙ୍ଗଳବାର ଦିନ ବ୍ରିଟିଶ-ସ୍ୱିଡିଶ ଫାଉଣ୍ଡେସନର ମଲ୍ଟିନେସନାଲ ଫାର୍ମାସୁଟିକଲ…

Big Breaking: ନିଶା ଦେଇ +୨ ନାବାଳିକା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ

ବ୍ରହ୍ମପୁର: ଜଣେ +୨ ନାବାଳିକା ଛାତ୍ରୀଙ୍କୁ ନିଶା ଦେଇ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ସାମ୍ନାକୁ ଆସିଛି । ଏହା ବୈଦ୍ୟନାଥ ଥାନା ଅଞ୍ଚଳରେ ଏହି ଲୋମହର୍ଷଣକାରୀ ଘଟଣା ଘଟିଥିବା ଜଣାପଡିଛି । ଏହି ନାବାଳିକାଙ୍କୁ ୮ ଜଣ…