ସକାଳୁ ନିଆଁ ବର୍ଷା: ସାଢେ ୮ରେ ଭବାନୀପାଟଣାର ତାପମାତ୍ରା ୩୫ ଡିଗ୍ରୀ

ଭୁବନେଶ୍ୱର: ଆଜି ରାଜ୍ୟରେ ସକାଳୁ ସକାଳୁ ନିଆଁ ବର୍ଷା ପରିସ୍ଥିତି ଦେଖାଦେଇଛି । ସକାଳ ସାଢେ ୮ଟା ସୁଦ୍ଧା ଭବାନୀପାଟଣାର ତାପମାତ୍ରା ୩୫ ଡିଗ୍ରୀ ରେକର୍ଡ କରିଛି । ସେହିଭଳି ବଲାଙ୍ଗୀରର ତାପମାତ୍ରା ୩୪.୨ ଡିଗ୍ରୀ…

ରାମ ନବମୀରେ ପଶ୍ଚିମବଙ୍ଗ ହିଂସା ମାମଲା: ନିର୍ବାଚନ ଆୟୋଗଙ୍କ ବଡ଼ ଆକ୍ସନ, ନିଲମ୍ବିତ ହେଲେ ପୋଲିସ ଅଫିସର

କୋଲକାତା: ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଜିଲ୍ଲାରେ ରାମ ନବମୀରେ ଶୋଭାଯାତ୍ରା ସମୟରେ ହୋଇଥିବା ହିଂସାକୁ ରୋକିବାରେ ଅସଫଳ ହୋଇଥିବା ଦୁଇ ପୋଲିସ ଥାନାର ପ୍ରଭାରୀଙ୍କୁ ନିଲମ୍ବନ କରାଯାଇଛି । ନିର୍ବାଚନ…

ଅକ୍ଷୟ ତୃତୀୟର ରାଜଯୋଗ ଏହି ରାଶିମାନଙ୍କୁ କରିବ ଧନବାନ, ମାଆ ଲକ୍ଷ୍ମୀଙ୍କ କୃପାରେ ବର୍ଷିବ ଟଙ୍କା

ଓଡିଶା ଭାସ୍କର: ହିନ୍ଦୁ ଧର୍ମରେ ଅକ୍ଷୟ ତୃତୀୟାର ଗୁରୁତ୍ୱ ରହିଛି। ପ୍ରତିବର୍ଷ ଅକ୍ଷୟ ତୃତୀୟାର ଏହି ପର୍ବ ବୈଶାଖ ମାସର ଶୁକ୍ଲ ପକ୍ଷର ତୃତୀୟ ଦିନରେ ପାଳନ କରାଯାଏ। ଅକ୍ଷୟ ତୃତୀୟା ଦିନ ଧନ ଦେବୀ ଲକ୍ଷ୍ମୀଙ୍କୁ…

(Photo) ମତଦାନ କେନ୍ଦ୍ରରେ ଅଭିନେତାଙ୍କ ଭିଡ଼, ଗଣତନ୍ତ୍ର ପର୍ବରେ ସାମିଲ ହେଲେ ରଜନୀକାନ୍ତଙ୍କ ଠାରୁ କମଲ ହାସାନଙ୍କ ପର୍ଯ୍ୟନ୍ତ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ର ପ୍ରଥମ ପର୍ଯ୍ୟାୟର ଭୋଟିଙ୍ଗ ଜାରି ରହିଛି । ପ୍ରଥମ ପର୍ଯ୍ୟାୟରେ ୨୧ ରାଜ୍ୟର ୧୦୨ ଲୋକସଭା ସିଟ ପାଇଁ ହାରାହରି ୧୬ କୋଟି ୬୩ ଲକ୍ଷ ଭୋଟର୍ସ ନିଜ ମତାଧିକାର ସାବ୍ୟସ୍ତ କରିଛନ୍ତି…

ଗୋଟିଏ ପରିବାରର ୪ ଜଣଙ୍କର ହତ୍ୟା, ଶୋଇଥିବା ବେଳେ ଗଳା କାଟିଦେଲା ହତ୍ୟାକାରୀ

ନୂଆଦିଲ୍ଲୀ: କର୍ଣ୍ଣାଟକର ଗଦଗ ସହରରେ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଏଠାରେ ଗୋଟିଏ ପରିବାରର ୪ ଜଣ ସଦସ୍ୟଙ୍କୁ ଗଳାକାଟି ହତ୍ୟା କରାଯାଇଛି । କୁହାଯାଉଛି ଯେ, ଯେତେବେଳେ ସମସ୍ତେ ଶୋଇଥିଲେ ହତ୍ୟାକାରୀ…

(Video) ଲୋକସଭା ନିର୍ବାଚନ: ମଣିପୁର ମତଦାନ କେନ୍ଦ୍ରରେ ଗୁଳି ବିନିମୟ, ୩ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଜାତି ହିଂସା ଅଗ୍ନିରେ ଜଳୁଥିବା ମଣିପୁରରେ ଲୋକସଭା ନିର୍ବାଚନ ୨୦୨୪ର ପ୍ରଥମ ପର୍ଯ୍ୟାୟରେ ହିଂସା ହୋଇଛି । ଏଠାରେ ଏକ ବୁଥରେ ଗୁଳିବିନିମୟ କରାଯାଇଛି । ଏଥିରେ ତିନିଜଣଙ୍କ ମୃତ୍ୟୁ ଘଟିବାର ସୂଚନା ମିଳିଛି…

୨୧ କିମି ଦୌଡ଼ି ଭୋଟ ଦେବାକୁ ପହଞ୍ଚିଲେ IRS ଅଫିସର

ନୂଆଦିଲ୍ଲୀ: ରାଜସ୍ଥାନର ଝୂଝୂନୁ ଜିଲ୍ଲାରେ ରହୁଥିବା ଆଇଆରଏସ ଅଫିସର ସୋସିଆଲ ମିଡିଆରେ ଭାଇରାଲ ହେଉଛନ୍ତି । ଭୋଟ ଦେବା ଲାଗି ସେ ୨୧ କିଲୋମିଟର ଯାତ୍ରା କରିଛନ୍ତି । ସହରରୁ ନିଜ ଗାଁ ପର୍ଯ୍ୟନ୍ତ ସେ ଦୌଡିଛନ୍ତି ଏବଂ…

ସଲମାନ ଖାନ ଗୁଳିବିନିମୟ ଘଟଣାରେ ବଡ଼ ଖୁଲାସା, ଆକ୍ରମଣକାରୀ ପୂର୍ବରୁ ନେଇଥିଲେ ଖାସ ଟ୍ରେନିଙ୍ଗ

ନୂଆଦିଲ୍ଲୀ: ସଲମାନ ଖାନ ଫାୟାରିଙ୍ଗ ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ମୁମ୍ବାଇ କ୍ରାଇମ ବ୍ରାଞ୍ଚର ଜେରା ପରେ ନୂଆ ଖୁଲାସା ହୋଇଛି । ବର୍ତ୍ତମାନ ସମଲାନ ଖାନ ଗୁଳିମିନିମୟ ମାମଲାର ସୁଟର୍ସଙ୍କୁ ନେଇ ବଡ଼ ଅପଡେଟ ସାମ୍ନାକୁ…

Meta ରିଲିଜ କଲା AI ଆସିଷ୍ଟାଣ୍ଟ Llama-3, ଏହାର ବିଶେଷତାକୁ ନେଇ ନିଜେ ଖୁଲାସା କଲେ ମାର୍କ ଜୁକରବର୍ଗ

ନୂଆଦିଲ୍ଲୀ: ମେଟା କିଛି ଦିନ ତଳେ ନିଜ ଏଆଇ ଚାଟମଡେଲକୁ ଜାରି କରିଥିଲା ଏବଂ ତାକୁ ହ୍ୱାଟ୍ସଆପର ବୀଟା ଭର୍ଜନରେ ରିଲିଜ କରିବା ମଧ୍ୟ ଆରମ୍ଭ କରିଦେଇଥିଲା, ହେଲେ ଏବେ କମ୍ପନୀ ନିଜ ମେଟା ଏଆଇର ଏକ ଆସିଷ୍ଟାଣ୍ଟ ଏଆଇ…

ମତଦାନ ସମୟରେ କେନ୍ଦ୍ର ମନ୍ତ୍ରୀଙ୍କ ଘର ପାଖେ ମିଳିଲା ବୋମା, ପଥରମାଡ଼ରେ ବିଜେପି ନେତା ଆହତ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଆଜି । ସକାଳ ୭ଟାରୁ ଭୋଟିଙ୍ଗ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଆଜିଠାରୁ ଗଣତନ୍ତ୍ରର ମହାଉତ୍ସବ ଆରମ୍ଭ ହୋଇଛି । ଅଭିନେତା ରଜନୀକାନ୍ତ ତାମିଲନାଡ଼ୁର ଚେନ୍ନାଇରେ ଏକ…