ରାଜ୍ୟରେ ଖୋଲିବ ୫୪ଟି ଆରଟିଓ କ୍ୟାମ୍ପ ଅଫିସ୍, ଏବେ ହାତପାହାନ୍ତାରେ ମିଳିବ ଜରୁରୀ ସେବା
ଭୁବନେଶ୍ୱର: ରାଜ୍ୟ ତଥା ଦେଶରେ ଯାନବାହାନ ଦ୍ରୁତଗତିରେ ବଢିବାରେ ଲାଗିଛି । ଏଥିସହ ଜଡିତ ସେବାର ମଧ୍ୟ ଆବଶ୍ୟକତା ପଡୁଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ରାଜ୍ୟର ବିଭିନ୍ନ ଜିଲ୍ଲାରେ ଥିବା ଆଞ୍ଚଳିକ ପରିବହନ…