ସୋମବାରରେ କମିଗଲା ସୁନା ଦର, ରୂପା ବି ହେଲା ଶସ୍ତା, ଚେକ୍ କରନ୍ତୁ ରେଟ୍
ନୂଆଦିଲ୍ଲୀ: ସୋମବାର ଦିନ ରାଜଧାନୀ ଦିଲ୍ଲୀରେ ସୁନା ଦର କମିଛି। ସୁନା ଦର ୧୦ ଗ୍ରାମ ପିଛା ୨୦୦ ଟଙ୍କା ହ୍ରାସ ପାଇ ୧,୦୭,୬୭୦ ଟଙ୍କାରେ ପହଞ୍ଚିଛି। ଏଥିସହ, ଆଜି ୯୯.୫ ପ୍ରତିଶତ ଶୁଦ୍ଧତା ସୁନାର ମୂଲ୍ୟ ମଧ୍ୟ ପ୍ରତି ୧୦…