Breaking: ଗଜପତିରେ ଭୂକମ୍ପ, ଥରିଲା ମୋହନା ସମେତ ଏକାଧିକ ଅଞ୍ଚଳ

ମୋହନା: ଗଜପତି ମୋହନା ଅଞ୍ଚଳରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି । ଏହାର ଆଖାପାଖରେ ମଧ୍ୟ ଭୂକମ୍ପ ଝଟକା ଅନୁଭବ କରିଛନ୍ତି ଲୋକେ । ସମୟ ୧ଟା ବାଜି ୧ ମିନିଟରେ ସ୍ଥନୀୟ ଅଞ୍ଚଳରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଥିବା ସୂଚନା ।…

ପେଟକୁ ଚିପିଲେ ପାଟିରୁ ବାହାରୁଛି ନିଆଁ… ଭାରଇାଲ ହେଉଛି Video, ସ୍ଥାନୀୟ ଅଞ୍ଚଳରେ କୋକୁଆଭୟ

ବେଙ୍ଗାଲୁରୁ: କର୍ନାଟକର ଏକ ଗାଁରୁ ଆଶ୍ଚର୍ଯ୍ୟକଲା ଭଳି ଘଟଣା ଦେଖିବାକୁ ମିଳିଛି । ଜଣେ ପଶୁପାଳକଙ୍କର ୧୨ଟି କୁକୁଡ଼ା ଅଜଣା ରୋଗରେ ମରିଯିବା ପରେ ସେମାନଙ୍କ ପାଟିରୁ ନିଆଁ ବାହାରିଛି । ଘଟଣାର ଭିଡିଓ ମଧ୍ୟ ସାମ୍ନାକୁ…

ଆଳିରେ ତୋରଣ ବନ୍ଧାକୁ ନେଇ ବିଜେଡି-ବିଜେପି ମୁହାଁମୁହିଁ, ସ୍ଥାନୀୟ ଅଞ୍ଚଳରେ ୧୬୩ ଧାରା ଲାଗୁ

ଆଳି: କେନ୍ଦ୍ରାପଡ଼ା ଆଳିର ନୂଆ ବଜାରରେ ନୂଆବର୍ଷ ପାଇଁ ଦଳୀୟ ତୋରଣ ବନ୍ଧାକୁ କେନ୍ଦ୍ର କରି ଗୁରୁବାର ସନ୍ଧ୍ୟାରେ ରାଜନୈତିକ କନ୍ଦଳ ଦେଖିବାକୁ ମିଳିଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ବିଜେପି-ବିଜେଡି ବିବାଦ ଲାଗି ରହିଛି…

ଜାନୁଆରୀରୁ ନୂଆ ନିୟମରେ ଚାଲିବ ୟୁପିଆଇ, ଆଡ୍ ହେଲା ଓଟିପି ସର୍ଭିସ୍

ନୂଆଦିଲ୍ଲୀ: ଜାନୁୟାରୀ ୧ ତାରିଖରୁ ଦେଶରେ ଅନେକ ନିୟମ ବଦଳିବାକୁ ଯାଉଛି । ଯାହା ଭିତରେ ୟୁପିଆଇ ନିୟମ ମଧ୍ୟ ସାମିଲ ଅଛି । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ତରଫରୁ ୟୁପିଆଇ ନିୟମରେ ପରିବର୍ତ୍ତନ ହେବା ନେଇ ବଡ଼…

କେମିତି ଚୁପସେ ପଛପଟୁ ଆସି ଚାପୁଡ଼ା ମାରି ପଳାଉଛନ୍ତି… ଦେଖନ୍ତୁ (Video) ପଥିକଙ୍କୁ ଚଲେଇ ଦେଉନି ସ୍କୁଟିବାଲା, ଥାନାର ଦ୍ୱାରସ୍ଥ ହେଲେ…

ମିରଠ: ଉତ୍ତରପ୍ରଦେଶ ମିରଠରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ପଥିକମାନଙ୍କୁ ନାକେଦମ୍ କଲାଣି ଜଣେ ସ୍କୁଟିବାଲା । ଯାହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଏ ନେଇ ବହୁ ସିସିଟିଭି…

ମନମୋହନଙ୍କୁ ଅନ୍ତିମ ବିଦାୟ…. କଂଗ୍ରେସ ହେଡ୍ କ୍ୱାର୍ଟର୍ସରୁ ପାର୍ଥିବ ଶରୀରକୁ ଅନ୍ତିମ ସଂସ୍କାର ପାଇଁ ନିଆଯିବ

ନୂଆଦିଲ୍ଲୀ: ପୂରା ଦେଶରେ ଶୋକାକୂଳ ପରିବେଶ । ଦେଶକୁ ଆର୍ଥିକ ସୁଧାର ପଥରେ ନେଇଥିବା ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ବିୟୋଗରେ ସାରା ଦେଶ ମର୍ମାହତ । ଆଜି ପୂରା ରାଷ୍ଟ୍ରୀୟ ସମ୍ମାନରେ ଦିଲ୍ଲୀସ୍ଥିତ ଶକ୍ତି ସ୍ଥଳ ନିକଟରେ…

ବିଛା ଏବଂ କର୍କଟ ରାଶିର ବ୍ୟକ୍ତିଙ୍କ ପାଇଁ ଆଜିର ଦିନ ମଙ୍ଗଳମୟ ରହିବ, ଜଣାନ୍ତୁ ଆଜି ଆପଣଙ୍କ ଦିନ କେମିଟି ରହିବ…

ଆଜିର ଦିନ ଗୋଚର ଏବଂ ବ୍ରତ ଦୃଷ୍ଟିରୁ ବହୁତ ଲାଭପ୍ରଦ । ମକର ରାଶିରେ ବସିଥିବା ଶୁକ୍ର ଗ୍ରହ କୁମ୍ଭ ରାଶିରେ ସଞ୍ଚରଣ କରିବେ । ବିଛା ଓ କର୍କ ରାଶିର ଲୋକଙ୍କ ପାଇଁ ଆଜିର ଦିନଟି ଭଲରେ କଟିବ । ଏହାବ୍ୟତୀତ ମେଷ ଏବଂ…

ଚପଲ ପିନ୍ଧିବେନି ଅନ୍ନାମଲାଇ, ଛାତ୍ରୀ ବଳାତ୍କାର ପାଇଁ ନିଜକୁ ଚାବୁକ୍ ମାରି କଲେ ପ୍ରତିବାଦ

ଚେନ୍ନାଇ: ତାମିଲନାଡୁ ଭାଜପା ଅଧ୍ୟକ୍ଷ ଅନ୍ନାମଲାଇ ନିଜକୁ ନିଜେ ଚାବୁକ୍ ମାରିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ନିଜ ଘର ଆଗରେ ଛିଡ଼ା ହୋଇ ସେ ପ୍ରଥମେ ସାର୍ଟ ଖୋଲିଲେ ।…

ରୁଟି ପାଇଁ ମହାଭାରତ… ବରକୁ ଫେରେଇନେଲେ ବରଯାତ୍ରୀ, ଥାନାକୁ ଧାଇଁଲେ କନିଆଁ ପକ୍ଷ

ଚନ୍ଦୋଲି: ଚନ୍ଦୋଲି ଜିଲ୍ଲା ମୁଗଲସରାୟରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ୭ ମାସ ପୂର୍ବରୁ ଯୁବତୀଙ୍କ ବିବାହ ମହତାବ ନାମକ ବ୍ୟକ୍ତିଙ୍କ ସହ ସ୍ଥିର…

Breaking: ଟୋକନ ଅବଧି ୧୫ ଦିନକୁ ବୃଦ୍ଧି, ବ୍ୟସ୍ତ ନ ହେବା ଲାଗି ଚାଷୀଙ୍କୁ ପରାମର୍ଶ ଦେଲେ ମନ୍ତ୍ରୀ

ଭୁବନେଶ୍ୱର: ବର୍ଷାରେ ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ ମିଳିବ କ୍ଷତିପୂରଣ । ସୂଚନା ଦେଲେ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର । କ୍ଷତିପୂରଣ ବାବଦକୁ କୌଣସି ଚାଷୀ ଚିନ୍ତିତ କି ବିବ୍ରତ ନ ହେବା ଲାଗି କହିଲେ ମନ୍ତ୍ରୀ…