ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି କି? ଘରେ ଲଗାନ୍ତୁ ଏହି ପେଣ୍ଟିଂ, ଗୃହକୁ ସକରାତ୍ମକ ଉର୍ଜା ଆକର୍ଷଣ କରେ ଏହି ଚିତ୍ର
ଓଡିଶା ଭାସ୍କର: ଆମ ଜୀବନରେ ବାସ୍ତୁ ଶାସ୍ତ୍ରର ବହୁତ ଗୁରୁତ୍ୱ ଭୂମିକା ରହିଛି। ଏହା ଆମକୁ କହିଥାଏ ଯେ ଆମ ଘରେ କେଉଁ ଜିନିଷ ରଖିବା ଉଚିତ, ଯାହା ଦ୍ୱାରା ଘରେ ସକାରାତ୍ମକ ଶକ୍ତିର ପ୍ରବାହ ବୃଦ୍ଧି ପାଏ ଏବଂ ଘରେ ସୁଖ…