ଭାରତୀୟ ବୋଲରଙ୍କ ପାଖରେ ବଡ଼ ସୁଯୋଗ! ୪୩ ବର୍ଷର ନିରାଶଜନକ ରେକର୍ଡ ଭାଙ୍ଗିବାର ସମ୍ଭାବନା
ନୂଆଦିଲ୍ଲୀ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ୍ ୨୩ ଜୁଲାଇରୁ ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡ ଷ୍ଟାଡିୟମରେ ଖେଳାଯିବ। ଏହି ମ୍ୟାଚ୍ ଟିମ୍ ଇଣ୍ଡିଆର ଖେଳାଳିମାନଙ୍କର ପ୍ରକୃତ ପରୀକ୍ଷା ହେବ।…