ଜଳୁଛି କାଠମାଣ୍ଡୁ…ପ୍ରଦର୍ଶନକାରୀଙ୍କ କବଜାରେ ରାଷ୍ଟ୍ରପତିଙ୍କ ବ୍ୟକ୍ତିଗତ ବଙ୍ଗଳା, ମନ୍ତ୍ରୀଙ୍କ ଘରେ ବିଦ୍ରୋହୀ ଲଗେଇଲେ ନିଆଁ
କାଠମାଣ୍ଡୁ: ନେପାଳରେ ସରକାର ବିରୋଧରେ ଦ୍ୱିତୀୟ ଦିନ ପାଇଁ ହିଂସାତ୍ମକ ପ୍ରତିବାଦ ଜାରି ରହିଛି। କାଠମାଣ୍ଡୁ ସମେତ ଅନେକ ସହରରେ ଯୁବ ପ୍ରଦର୍ଶନକାରୀମାନେ ଭଙ୍ଗାରୁଜା ସାଙ୍ଗକୁ ଅନେକ ସ୍ଥାନରେ ନିଆଁ ଲଗାଇ ଦେଇଛନ୍ତି।…