୭୭ଟି ରାଷ୍ଟ୍ରକୁ ଛୁଇଁ ସାରିଲାଣି ଓମିକ୍ରନ, ସଂକ୍ରମଣକୁ ନେଇ ବଢ଼ିଲା WHOର ଆଶଙ୍କା

ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ବିଶ୍ୱରେ ୭୭ଟି ଦେଶକୁ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଛୁଇଁ ସାରିଲାଣି । ତେଣୁ ଆଗକୁ ଭୟଙ୍କର ଭାବେ ସଂକ୍ରମଣ ବଢ଼ିବ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ)ର…

ଆଜି ଅପରାହ୍ଣ ୪ଟାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ସାଧାରଣ ଦର୍ଶନ ବନ୍ଦ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ । ଏହି ଅବସରରେ ଶ୍ରୀଜୀଉଙ୍କ ଶ୍ରୀମୁଖ ସିଂଗାର ନୀତି ଅନୁଷ୍ଠିତ ହେବାକୁ ଥିବାରୁ ଅପରାହ୍ଣ ୪ଟାରୁ…

ଦୁଇଦିନ ପାଇଁ ବନ୍ଦ ରହିବ ବ୍ୟାଙ୍କ, ବାଧାପ୍ରାପ୍ତ ହେବ ସମସ୍ତ ବ୍ୟାଙ୍କିଂ ସେବା, ଜାଣନ୍ତୁ କେଉଁ କେଉଁ ଦିନ

ନୂଆଦିଲ୍ଲୀ: ଆଉ ଦିନଦିନ ପରେ ବ୍ୟାଙ୍କ ଦୁଇଦିନ ପାଇଁ ବନ୍ଦ ରହିବ । ତେଣୁ ଏହା ପୂର୍ବରୁ ଗ୍ରାହକମାନେ ନିଜର ସମସ୍ତ ବ୍ୟାଙ୍କିଂ କାର୍ଯ୍ୟ ସମାପ୍ତ କରିନେବା ନିହାତି ଦରକାର । ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିୟନ…

ସନ୍ଧ୍ୟା ହୋଇଗଲେ ଭୁବନେଶ୍ୱରର ଟ୍ରାଫିକ୍ ସମସ୍ୟା ଅସମ୍ଭାଳ: ଘଣ୍ଟା ଘଣ୍ଟା ଫସି ରହୁଛି ଆମ୍ବୁଲାନ୍ସ, ଛଟପଟ ହୋଇ ମରୁଛନ୍ତି ରୋଗୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ରାଜଧାନୀ ଭୁବନେଶ୍ୱର ବିକାଶ ଦିଗରେ ଅଗ୍ରସର ହେଉଥିବା ବେଳେ ଏଠାରେ ଜନସମାଗମ ବଢ଼ିବାରେ ଲାଗିଛି । ସହରର ଜନସଂଖ୍ୟା ବ୍ୟତୀତ ବିଭିନ୍ନ ଜିଲ୍ଲାରୁ ଏଠାକୁ ଦୈନିକ ହଜାର ହଜାର ଲୋକ…

ଦେଶରେ ନୂଆ ଇଞ୍ଜିନିୟରିଂ କଲେଜ ପ୍ରତିଷ୍ଠା ଉପରେ ଲାଗିବ ରୋକ୍: କେନ୍ଦ୍ର ଶିକ୍ଷାମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ନୂଆ ଇଞ୍ଜିନିୟରିଂ କଲେଜ ଖୋଲିବା ନେଇ ଜାରି ରହିଥିବା ରହିତାଦେଶ ବଳବତ୍ତର ରହିବ । ଦେଶରେ ଇଞ୍ଜିନିୟରିଂ ପାଠ୍ୟକମ ସମ୍ପର୍କିତ ସମୀକ୍ଷା ନେଇ ଗଠିତ ହୋଇଥିବା ବିଶେଷଜ୍ଞ କମିଟି କେନ୍ଦ୍ର ସରକାରଙ୍କୁ…

ଚିତ୍ତରଞ୍ଜନଙ୍କର ଶତ୍ରୁ କିଏ ଥିଲା, ହତ୍ୟା ପଛର କାରଣ କ’ଣ ହୋଇପାରେ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ (ପିଏ) ଚିତ୍ତରଞ୍ଜନ ପଲେଇଙ୍କ ମୃତ୍ୟୁ ରହସ୍ୟ ଘେରରେ ରହିଛି । ଚିତ୍ତ ନିଖୋଜ ହେବାର ଦୁଇଦିନ ପରେ ତାଙ୍କର…

ଖୁବଶୀଘ୍ର ବିକ୍ରି ହେବାକୁ ଯାଉଛି NTPC, AAI, NHAI

ନୂଆଦିଲ୍ଲୀ: ଆସନ୍ତା ୪ ବର୍ଷ ମଧ୍ୟରେ କେନ୍ଦ୍ର ସରକାର ୬ ଲକ୍ଷ କୋଟି ଟଙ୍କାର ପାଣ୍ଠି ସଂଗ୍ରହ କରିବାକୁ ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି । ଏନେଇ ଜାତୀୟ ମୁଦ୍ରୀକରଣ ପାଇପଲାଇନ (ଏନଏମପି) ବା ସରକାରୀ ସମ୍ପତ୍ତି ବିକ୍ରି…

ଆଜି ରାଜ୍ୟରୁ ଚିହ୍ନଟ ହେଲେ ୧୭୫ ପଜିଟିଭ୍, ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…

ଡେଲଟା ଅପେକ୍ଷା ଅଧିକ ବ୍ୟାପିବ ଓମିକ୍ରନ, ମାତ୍ର ଗୁରୁତର ହେବ ନାହିଁ: ଆସିଲା WHOର ସର୍ଭେ ରିପୋର୍ଟ

ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ବିଶ୍ୱରେ ତାଣ୍ଡବ ମଚାଇଥିବା ନୂଆ ଭାରିଆଣ୍ଟ ଓମିକ୍ରନକୁ ନେଇ ନୂଆ ତଥ୍ୟ ସାମନାକୁ ଆସିଛି । କରୋନାର ଏହି ଭାରିଆଣ୍ଟ ଖୁବଶୀଘ୍ର ବ୍ୟାପୁଛି, ମାତ୍ର ଲୋକଙ୍କୁ ଏହା ବେଶିମାତ୍ରାରେ…

ଖାଲି ପଡ଼ୁଛି ଶିକ୍ଷକ ପଦବୀ, ରାଜ୍ୟରେ ନାହାନ୍ତି ଯୋଗ୍ୟ ପ୍ରାର୍ଥୀ: ଗଣଶିକ୍ଷା ମନ୍ତ୍ରୀ କ’ଣ କହୁନ୍ତି ଦେଖନ୍ତୁ VIDEO

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଶିକ୍ଷକ ପଦବୀ ଖାଲି ପଡ଼ିବା ଶିକ୍ଷା ବ୍ୟବସ୍ଥା ପ୍ରତି ଏକ ଶକ୍ତ ପ୍ରହାର । ସରକାରୀ ହାଇସ୍କୁଲଗୁଡ଼ିକରେ ୩୨୩୬ ବିଜ୍ଞାନ ଶିକ୍ଷକ ଓ ୧୫୪୮ ସଂସ୍କୃତ ଶିକ୍ଷକ ପଦବୀ ଖାଲି ପଡ଼ିଛି ।…