ଛାତ୍ରଛାତ୍ରୀଙ୍କ ପାଇଁ ୬ ଲକ୍ଷ ପର୍ଯ୍ୟନ୍ତ ସ୍କଲାରସିପ୍ ସୁଯୋଗ: ଜାଣନ୍ତୁ ଆପ୍ଲାଏ ପ୍ରୋସେସ୍
ନୂଆଦିଲ୍ଲୀ: କରୋନା କାରଣରୁ ଅଧିକାଂଶ ଲୋକ ଚାକିରି ହରାଇବା ସହ ଜୀବନ ଜୀବିକା ବହୁମାତ୍ରାରେ ପ୍ରଭାବିତ ହୋଇଛି । ତେଣୁ ଏପରି ସ୍ଥଳେ ଆର୍ଥିକ ଦୁର୍ବଳ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ସ୍କଲାରସିପ୍ ବହୁତ ଫାଇଦା ଦେଇଥାଏ…