IPL-2022 ପାଇଁ ଘୋଷଣା ହେଲା ଦୁଇଟି ନୂଆ ଟିମ୍, ଜାଣନ୍ତୁ କଟକ ରହିଲା କି ବାଦ୍ ପଡ଼ିଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ୨୦୨୨ ଆଇପିଏଲ ପାଇଁ ଦୁଇଟି ନୂଆ ଟିମକୁ ସ୍ଥାନ ମିଳିଛି । ଦୁବାଇଠାରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଟେଣ୍ଡର ପ୍ରକ୍ରିୟା ଶେଷ ହୋଇଛି । ଦୁଇଟି ନୂଆ ଟିମ୍…

ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ ଭାରତ ପାଇଁ କର ବା ମର ପରସ୍ଥିତି: ହାରିଲେ ସେମିରୁ ବିଦା, ପାକିସ୍ତାନ ବିଗାଡ଼ିଦେଲା ସବୁ ଅଙ୍କ

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପରେ ଭାରତ ପରାଜୟରୁ ନିଜର ଅଭିଯାନ ଆରମ୍ଭ କରିଛି । ନିଜର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନ ନିକଟରୁ ଟିମ୍ ଇଣ୍ଡିଆ ଲଜ୍ଜାଜନକ ଭାବେ ୧୦ ୱିକେଟରେ ପରାଜୟ ବରଣ କରିଛି । ଏହି ବିଜୟ ପରେ…

ଶୀତଦିନେ ଅଧିକ ଗରମ ପାଣିର ବ୍ୟବହାର କରୁଛନ୍ତି କି, ଜାଣନ୍ତୁ ସ୍ୱାସ୍ଥ୍ୟ ଉପରେ ଏହାର କୁପ୍ରଭାବ ବିଷୟରେ

ଶୀତଦିନେ ଗରମ ପାଣି ପିଇବା ବା ଗାଧୋଇବା ଅଭ୍ୟାସ ଅଧିକାଂଶ ଲୋକଙ୍କର ରହିଥାଏ । ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଥଣ୍ଡା ଦିନରେ ଅଧିକ ସମୟ ପର୍ଯ୍ୟନ୍ତ ଗରମ ପାଣିରେ ଗାଧୋଇବା ଅନୁଚିତ । ଏହି ଅଭ୍ୟାସ ଶାରୀରିକ ଓ ମାନସିକ…

ଭାରତର ବଢ଼ିଲା ଚିନ୍ତା, ଚିହ୍ନଟ ହେଲା ଡେଲଟା ପ୍ଲସର ନୂଆ ଭାରିଆଣ୍ଟ: ରୁଷ୍ ଓ ବିଟ୍ରେନ ସହ ଅନେକ ଦେଶରେ ରଚି ସାରିଛି ତାଣ୍ଡବ

ନୂଆଦିଲ୍ଲୀ: କରୋନାକୁ ନେଇ ଭାରତ ପାଇଁ ଏକ ଚିନ୍ତାଜନକ ଖବର ସାମନାକୁ ଆସିଛି । ଦେଶରେ କରୋନାର ଏକ ନୂଆ ଭାରିଆଣ୍ଟ ଚିହ୍ନଟ ହୋଇଛି । ଡେଲଟା ପ୍ଲସର ଏୱାଇ.୪.୨ ଭାରିଆଣ୍ଟ ରୁଷ, ବ୍ରିଟେନ ଓ ୟୁରୋପ ସହ ଅନେକ ଦେଶରେ…

ୱାଙ୍ଖେଡ଼େଙ୍କ ବିରୋଧରେ ଭିଜିଲାନ୍ସ ତଦନ୍ତ ଆରମ୍ଭ କଲା NCB, ଶିକାରୀ ପାଲଟିଗଲା ଶିକାର

ନୂଆଦିଲ୍ଲୀ: ବଲିଉଡ ଆକ୍ଟର ଶାହରୁଖ ଖାନଙ୍କ ପୁତ୍ର ଆର୍ଯ୍ୟନଙ୍କ ଡ୍ରଗ କେସର ଯାଞ୍ଚ କରୁଥିବା ଏନସିବିର ଜୋନାଲ ଡାଇରେକ୍ଟର ସମୀର ୱାଙ୍ଖେଡ଼େ ନିଜେ ଏବେ ନିଜ ଜାଲରେ ଫସିଯାଇଛନ୍ତି । ସମୀରଙ୍କ ବିରୋଧରେ ୨୫ କୋଟି ଟଙ୍କାର…

ରାଜସ୍ଥାନ ବିଜେପିରେ ପୁଣି ବଢ଼ିଲା କନ୍ଦଳ, ମୁଖ୍ୟମନ୍ତ୍ରୀ ପଦ ପାଇଁ ଅନେକ ଦାବିଦାର

ନୂଆଦିଲ୍ଲୀ: ରାଜସ୍ଥାନ ବିଜେପିରେ ପୁଣି ଦଳୀୟ କନ୍ଦଳ ଆରମ୍ଭ ହୋଇଯାଇଛି । ଆସନ୍ତା ୨୦୨୩ରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ କିଏ ମୁଖ୍ୟମନ୍ତ୍ରୀ ଚେହେରା ହେବ, ତାହାକୁ ନେଇ ଘନେଇଛି ବିବାଦ । ତେବେ ପାର୍ଟିର…

ଏହି କ୍ରେଡିଟ୍ କାର୍ଡରେ ମାଗଣାରେ ପାଆନ୍ତୁ ୭୧ ଲିଟର ପେଟ୍ରୋଲ-ଡିଜେଲ, ତେଲ ରେଟ୍ ବଢ଼ିଲେ ବି ଆଉ ଚିନ୍ତା ନାହିଁ

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇ ଚାଲିଛି । ଫଳରେ ସାଧାରଣ ଜନତା ନାହିଁ ନଥିବା ଅସୁବିଧାର ସମସ୍ୟାର ହେଉଛନ୍ତି । ତେବେ ଏଭଳି ସ୍ଥିତିରେ ଇଣ୍ଡିଆନ ଅଏଲ ସିଟି କ୍ରେଡିଟ୍ କାର୍ଡ…

ପୁଣି ୪ ଶହ ଟପିଲା କରୋନା: ଆଜି ରାଜ୍ୟରେ ୪୨୫ ପଜିଟିଭ୍, ୩ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…

ଅଶ୍ୱିନୀଙ୍କୁ କାହିଁକି ରଖାଗଲା ବାହାରେ, ଷଷ୍ଠ ବୋଲର କୁଆଡ଼େ ଗଲେ: ଫର୍ମରେ ଥାଇ ବି ଟିମ୍ ଇଣ୍ଡିଆର ଲଜ୍ଜାଜନକ ପରାଜୟକୁ ନେଇ ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ଟି-୨୦ ବିଶ୍ୱକପରେ ପଦାର୍ପଣ ମ୍ୟାଚରେ ଭାରତ ତା’ର ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନଠାରୁ ଲଜ୍ଜାଜନକ ଭାବେ ପରାଜୟ ବରଣ କରିଛି । ପ୍ରଥମ ଥର ପାଇଁ ଭାରତ ଏକ ବିଶ୍ୱକପ ମ୍ୟାଚରେ ପାକ…

ଭାରତ ଛାଡ଼ି ପାକିସ୍ତାନ ଚାଲିଯିବେ ଶାହରୁଖ ଖାନ! ଜାଣନ୍ତୁ ଏହି ଚର୍ଚ୍ଚା ପଛର ସତ୍ୟତା

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ଶାହରୁଖ ଖାନଙ୍କ ପୁତ୍ର ଆର୍ଯ୍ୟନଙ୍କ ଡ୍ରଗ୍ସ ମାମଲାରେ ଗିରଫ ନେଇ କେବଳ ଭାରତ ନୁହେଁ ପାକିସ୍ତାନରେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି । ଶାହରୁଖଙ୍କ ଏଭଳି ପରିସ୍ଥିତିରେ ପାକର ବହୁ…