Breaking News ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ ଗିରଫ Manas Pradhan Nov 13, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟଙ୍କୁ ଗିରଫ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ବରଗଡ଼ ଗସ୍ତ ପୂର୍ବରୁ ପୋଲିସ ଏପରି ଆଗୁଆ ପଦକ୍ଷେପ ନେଇଥିବା ଜଣାପଡ଼ିଛି…
Breaking News ୩୫୦ କର୍ମଚାରୀ ପାଲଟିଲେ କୋଟିପତି, Paytm IPO ବଦଳାଇଲା ଭାଗ୍ୟ Manas Pradhan Nov 13, 2021 ନୂଆଦିଲ୍ଲୀ: ଶତାଧିକ କର୍ମଚାରୀଙ୍କୁ ପେଟିଏମ୍ ରାତାରାତି କୋଟିପତି ବନାଇ ଦେଇଛି । ପେଟିଏମର ପ୍ରାରମ୍ଭିକ ପବ୍ଲିକ ଅଫର (ଆଇପିଓ) ବା ଶେୟାର ବିକ୍ରି ନିକଟରେ ସମାପ୍ତ ହୋଇସାରିଛି । ୧୮ ହଜାର ୩୦୦ କୋଟି ମୂଲ୍ୟର ଏହି…
Breaking News ଆଗେଇ ପାରୁନି ମେଡିକାଲ କଲେଜର ନିର୍ମାଣ କାର୍ଯ୍ୟ: ପାଠପଢ଼ାକୁ ନେଇ ବଢ଼ୁଛି ଦ୍ୱନ୍ଦ୍ୱ Manas Pradhan Nov 12, 2021 କେନ୍ଦୁଝର(ଓଡ଼ିଶା ଭାସ୍କର): କେନ୍ଦୁଝର ଜିଲ୍ଲା ମେଡିକାଲ କଲେଜର ନିର୍ମାଣ କାର୍ଯ୍ୟରେ ଅହେତୁକୁ ବିଳମ୍ବ ଘଟୁଛି । ଫଳରେ ଛାତ୍ରଛାତ୍ରୀଙ୍କର ପାଠପଢ଼ା ବ୍ୟାହତ ହେଉଥିବାରୁ ଏନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ବୁଦ୍ଧିଜୀବୀ…
Breaking News ଟ୍ରାକ୍ଟର ଓଲଟି ଦୁଇ ଶ୍ରମିକଙ୍କ ମୃତ୍ୟୁ Manas Pradhan Nov 12, 2021 କେନ୍ଦୁଝର(ଓଡ଼ିଶା ଭାସ୍କର): କେନ୍ଦୁଝର ଜିଲ୍ଲାରେ ଏକ ଦୁଃଖଦ ଘଟଣା ଘଟିଯାଇଛି । ଏକ ଟ୍ରାକ୍ଟର ଓଲଟି ୨ ଜଣଙ୍କର ମୃତ୍ୟୁ ଘଟିଛି । ପାଣି ଟ୍ୟାଙ୍କର ବୋହୁଥିବା ସମୟରେ ଭାରସାମ୍ୟ ହରାଇବାରୁ ଟ୍ରାକ୍ଟରଟି ଓଲଟି ପଡ଼ିଥିଲା ।…
Breaking News ଖଣିମନ୍ତ୍ରୀଙ୍କୁ ଜିଲ୍ଲା ଟ୍ରକ ମାଲିକ ସଂଘ ପକ୍ଷରୁ ଦାବିପତ୍ର Manas Pradhan Nov 12, 2021 କେନ୍ଦୁଝର(ଓଡ଼ିଶା ଭାସ୍କର): କେନ୍ଦୁଝର ଜିଲ୍ଲାରେ ଟ୍ରକ ମାଲିକଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇଯାଇଛି । ଟ୍ରକ୍ ଚାଲୁନଥିବାରୁ ଅନେକ ଡ୍ରାଇଭର, ହେଲପର ଅତ୍ୟନ୍ତ ଦୁଃଖରେ କାଳାତିପାତ କରୁଛନ୍ତି । ଏଥିସହ ଟ୍ରକ ଉପରେ…
Breaking News ଜିଲ୍ଲା କଂଗ୍ରେସ ପକ୍ଷରୁ ଛଅ ଘଣ୍ଟିଆ ବନ୍ଦ ଡାକରା Manas Pradhan Nov 12, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ନାରୀ ନିର୍ଯାତନା ଓ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇ ପଡ଼ିଛି । ଏହା ବିରୋଧରେ କେନ୍ଦୁଝର ଜିଲ୍ଲା କଂଗ୍ରେସ ପକ୍ଷରୁ ଛଅ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । କଳାହାଣ୍ଡି ଜିଲ୍ଲା…
Breaking News Aadhaar Cardରେ ଅପଡେଟ୍ କରିବା ପାଇଁ ଆପଣଙ୍କୁ ଅଧିକ ପଇସା କିଏ ମାଗୁଛି କି, ସଙ୍ଗେସଙ୍ଗେ କରନ୍ତୁ ଅନଲାଇନରେ ଅଭିଯୋଗ, ଜାଣନ୍ତୁ ପ୍ରୋସେସ୍ Manas Pradhan Nov 12, 2021 ନୂଆଦିଲ୍ଲୀ: ଯଦି ଆପଣ ଆଧାର କାର୍ଡରେ କିଛି ବି ଅପଡେଟ୍ କରିବାକୁ ଚାହୁଁଥାନ୍ତି, ତେବେ ଆପଣ ଆଧାରର ଫିସ୍ ବିଷୟରେ ଜାଣିବା ନିହାତି ଜରୁରୀ । ଯଦି ଏହି ସେବା ପାଇଁ କିଏ ଅଧିକ ଫିସ୍ ନେଉଛି, ଏଥିପାଇଁ ଆପଣ ଅଭିଯୋଗ…
Breaking News ‘ପଦ୍ମଶ୍ରୀ ଫେରାନ୍ତୁ କଙ୍ଗନା ରଣାୱତ’: ଭାରତର ସ୍ୱାଧୀନତାକୁ ଭିକ ସହ ତୁଳନା କରିବା ପରେ ବିଭିନ୍ନ ମହଲରୁ ଉଠିଲା ଦାବି Manas Pradhan Nov 12, 2021 ନୂଆଦିଲ୍ଲୀ: ୧୯୪୭ ମସିହାର ସ୍ୱାଧୀନତାକୁ ଭିକ ବା ଦାନ ସହ ତୁଳନା କରି ପୁଣି ଥରେ ବିବାଦ ଘେରକୁ ଟାଣି ହୋଇଯାଇଛନ୍ତି ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ । ଏହାକୁ ନେଇ ବିଭିନ୍ନ ଦଳର ରାଜନେତାମାନେ କଙ୍ଗନାଙ୍କର…
Breaking News ଘରର ଛାତ ଉପରେ ଉଡ଼ିଲା ପାକିସ୍ତାନୀ ପତାକା, ଦେଶଦ୍ରୋହ ଅପରାଧରେ ୪ ଅଟକ Manas Pradhan Nov 12, 2021 ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଜଣେ ବ୍ୟକ୍ତିଙ୍କ ଛାତ ଉପରେ ପାକିସ୍ତାନୀ ପତାକା ଦେଖିବାକୁ ମିଳିଛି । ଗତ ୧୦ ତାରିଖରେ ଚୌରୀଚୌରା ଅଞ୍ଚଳର ମୁନ୍ଦ୍ରା ବଜାରର ୧୦ନଂ ୱାର୍ଡରେ ଏହି ଘଟଣା ଦେଖିବାକୁ ମିଳିଥିଲା ।…
Breaking News ଆଜି ରାଜ୍ୟରୁ ଚିହ୍ନଟ ହେଲେ ୨୬୩ ପଜିଟିଭ୍, ପ୍ରାଣ ହରାଇଲେ ୩ ଜଣ Manas Pradhan Nov 12, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ଅଧିକାଂଶ ଜିଲ୍ଲା ଏବେ କରୋନା କବଳରୁ ମୁକ୍ତ ହେବାରେ ଲାଗିଛି । ରାଜ୍ୟରେ କିଛିଦିନ ଦୈନିକ ସଂକ୍ରମଣ ୫ ଶହ ତଳେ ରହିବା ପରେ ପୁଣି ଥରେ ୬ ଶହ ପାର କରିଥିଲା । ତେବେ ଖୋର୍ଦ୍ଧା…