କେନ୍ଦ୍ର ସରକାରଙ୍କ ଏକ ଯୋଜନାରେ ଆପଣ ପାଇପାରିବେ ୧.୩ ଲକ୍ଷର ଫାଇଦା, ମାତ୍ର କରିବାକୁ ହେବ ଗୋଟିଏ କାମ

ନୂଆଦିଲ୍ଲୀ: ସାଧାରଣ ଲୋକଙ୍କ ପାଇଁ ସରକାର ବିଭିନ୍ନ ସମୟରେ ଅନେକ ନୂଆ ନୂଆ ଲାଭଦାୟକ ଯୋଜନା ପ୍ରଣୟନ କରିଥାନ୍ତି । ମାତ୍ର ଏହି ଲାଭକାରୀ ଯୋଜନା ବିଷୟରେ ଅଧିକାଂଶ ଲୋକ ଜାଣିନଥିବାରୁ ଏହାର ଫାଇଦା ଉଠାଇ ପାରନ୍ତି ନାହିଁ…

Prime Ministerଙ୍କ ବାସଭବନ ଭଡ଼ାରେ ଲାଗିବ, ପଇସା ଅଭାବରୁ ଏହି ଦେଶର ସରକାର ନେଲେ ଏପରି ନିଷ୍ପତ୍ତି

ନୂଆଦିଲ୍ଲୀ : ଜଣେ ସାଧାରଣ ଲୋକ ନିଜ ଘରକୁ ବ୍ୟବସାୟ, ଫାମିଲି, ବ୍ୟାଚଲରଙ୍କୁ ଭଡ଼ା ସୂତ୍ରରେ ଦେଇଥାଏ । ମାତ୍ର ଯଦି ଗୋଟିଏ ଦେଶର ପ୍ରଧାନମନ୍ତ୍ରୀଙ୍କ ସରକାରୀ ବାସଭବନକୁ ଭଡ଼ାରେ ଦିଆଯିବ, ତେବେ ଯେ କେହି ଏହି କଥାରେ…

ତିନିଦିନିଆ କନ୍ଧମାଳ ସାହିତ୍ୟ ମହୋତ୍ସବ ଭର୍ଚ୍ୟୁଆଲ ସଂସ୍କରଣର ପରିସମାପ୍ତି

ଫୁଲବାଣୀ : ସୃଜନଶୀଳତା, ଶାନ୍ତି ଓ ବିକାଶରେ ଦେଶୀୟ ଭାଷାର ଭୂମିକା, ଏହି ପ୍ରମୁଖ୍ୟ ଆଲୋଚ୍ୟ ପ୍ରସଙ୍ଗକୁ ନେଇ ଆରମ୍ଭ ହୋଇଥିବା କନ୍ଧମାଳ ସାହିତ୍ୟ ମହୋତ୍ସବ – ଭର୍ଚ୍ୟୁଆଲ ସଂସ୍କରଣ ଜୁଲାଇ ୩୦ରୁ ଆରମ୍ଭ ହୋଇ ଅଗଷ୍ଟ ୧ରେ…

କରୋନା ନେଲା ୬୬ ମୁଣ୍ଡ, ରାଜ୍ୟରେ ଉପରକୁ ଉଠୁଛି ସଂକ୍ରମଣ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ମୃତ୍ୟୁକୁ ନେଇ ପ୍ରଶାସନ ଓ ଜନସାଧାରଣ ଆଶଙ୍କା ମଧ୍ୟରେ ରହିଛନ୍ତି । ଗତକାଲି ଅପେକ୍ଷା ଆଜି ଦୈନିକ କୋଭିଡ୍ ସଂକ୍ରମଣ ସାମାନ୍ୟ ବୃଦ୍ଧି ପାଇଛି । ଗତ କିଛି ଦିନ ହେଲା…

ଆଜି ରାଜ୍ୟରେ ୧୩୧୫ କରୋନା ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କ୍ରମଶଃ କରୋନାର ସ୍ଥିତି ସ୍ୱାଭାବିକ ହେବାରେ ଲାଗିଥିଲେ ହେଁ ଆଶଙ୍କା ହଟିନାହିଁ । ତେଣୁ ଏହାକୁ ନଜରରେ ରଖି ବିଏମସି ପକ୍ଷରୁ ରାଜଧାନୀ ଭୁବନେଶ୍ୱରର ସମସ୍ତ ସରକାରୀ ଓ…

ରେସଲିଂ କ୍ୱାର୍ଟରରେ ରବି ଡାହିଆ, ଅଲିମ୍ପିକରେ ପୁଣି ଚମକିଲା ଭାରତ

ନୂଆଦିଲ୍ଲୀ: ଜାଭେଲିନ୍ ଥ୍ରୋରେ ନିରଜ ଚୋପା ଫାଇନାଲରେ ପହଞ୍ଚିବା ପରେ ଭାରତକୁ ପୁଣି ଏକ ସଫଳତା ମିଳିଛି । ରେସଲର ରବି କୁମାର ଡାହିଆ କ୍ୱାର୍ଟର ଫାଇନାଲରେ ପହଞ୍ଚିଛନ୍ତି । ରବି ୫୭ କେଜି ବର୍ଗରେ କଲମ୍ବିଆ…

ଟୋକିଓ ଅଲିମ୍ପିକ୍: ଫାଇନାଲରେ ନିରଜ ଚୋପ୍ରା

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକର ତ୍ରୟୋଦଶ ଦିବସରେ ଭାରତକୁ ଶୁଭ ଖବର ଆସିଛି । ଭାରତର ଷ୍ଟାର ଆଥଲେଟ୍ ନିରଜ ଚୋପ୍ରା ଜାଭେଲିନ୍ ଥ୍ରୋରେ ଫାଇନାଲରେ ପହଞ୍ଚିଛନ୍ତି । ଏଥିସହ ଗ୍ରୁପ ‘ଏ’ରେ ନିରଜ ପ୍ରଥମ ସ୍ଥାନରେ ରହିଛନ୍ତି…

OAS ଅଧିକାରୀ ସ୍ତରରେ ଅଦଳବଦଳ, ୪ ଜଣଙ୍କୁ ସ୍ୱତନ୍ତ୍ର ସଚିବ ପାହ୍ୟା, ୭ ଜଣଙ୍କୁ ଏସଏଜି ପାହ୍ୟା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପ୍ରଶାସନିକ ସେବା (ଓଏଏସ୍) ଅଧିକାରୀ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରାଯାଇଛି । ରାଜ୍ୟର ୪ ଜଣ ବରିଷ୍ଠ ଓଏଏସ ଅଧିକାରୀଙ୍କୁ ସ୍ୱତନ୍ତ୍ର ସଚିବ ପାହ୍ୟାକୁ ପ୍ରମୋଶନ ଦିଆଯାଇଛି ।…

Telegram ଅର୍ଥ ରୋଜଗାରର ଅନ୍ୟତମ ମାଧ୍ୟମ, ଆଜି ହିଁ ଆରମ୍ଭ କରନ୍ତୁ

୨୦୧୩ ମସିହାରେ ଲଞ୍ଚ ହୋଇଥିବା ଟେଲିଗ୍ରାମ ହ୍ୱାଟସଆପ ପରି ଏକ ପପୁଲାର ସୋସିଆଲ୍ ମିଡିଆ ଅଟେ । ଏଥିରେ ଆପଣ ଗ୍ରୁପ ତିଆରି କରି ପରସ୍ପର ସହ ଚାଟିଂ କରିବା ସହ ଭିଡିଓ ଓ ଅଡିଓ ଫାଇଲ ଶେୟାର କରିପାରିବେ । ହ୍ୱାଟସଆପରେ…

Redmiର ପ୍ରଥମ ଲାପଟପ୍ ଆଜି ଲଞ୍ଚ ହେବ ଭାରତରେ, ଜାଣନ୍ତୁ କ’ଣ ରହିଛି ଏଥିରେ ଖାସ୍

ନୂଆଦିଲ୍ଲୀ: ରେଡମି ବୁକ୍ ସିରିଜ ଲାପଟପ୍ ଆଜି ଭାରତରେ ଲଞ୍ଚ କରାଯିବ । ରେଡମି ବୁକ୍ ସିରିଜ ଜିଓମିର ରେଡମି ବ୍ରାଣ୍ଡର ପ୍ରଥମ ଲାପଟପ ବଜାରରେ ଉପଲବ୍ଧ ହେବ । ଏହା ପୂର୍ବରୁ ରେଡମି ବୁକ ଲାପଟପ ଚୀନରେ ଲଞ୍ଚ କରାଯାଇଥିଲା…