ଦେଶରେ ବଢ଼ି ଚାଲି ବେକାରୀ ସମସ୍ୟା, ଖାଲି ପଡ଼ିଛି ୮ ଲକ୍ଷରୁ ଅଧିକ ପଦବୀ

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ବେକାରୀ ଏକ ମୁଖ୍ୟ ସମସ୍ୟା ଭାବେ ଉଭା ହେଉଛି । କରୋନା କାରଣରୁ ଏହି ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଅପରପକ୍ଷେ କେନ୍ଦ୍ର ସରକାରଙ୍କର ବିଭିନ୍ନ ମନ୍ତ୍ରଣାଳୟ ଓ…

ଆଜି ୧୫୭୮ ପଜିଟିଭ୍, ଜାଣନ୍ତୁ ରାଜ୍ୟର କେଉଁଠୁ କେତେ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କ୍ରମଶଃ କରୋନାର ସ୍ଥିତି ସ୍ୱାଭାବିକ ହେବାରେ ଲାଗିଥିଲେ ହେଁ ଆଶଙ୍କା ହଟିନାହିଁ । ତେଣୁ ଏହାକୁ ନଜରରେ ରଖି ବିଏମସି ପକ୍ଷରୁ ରାଜଧାନୀ ଭୁବନେଶ୍ୱରର ସମସ୍ତ ସରକାରୀ ଓ…

୪୦ ଟପିବା ପରେ ଶରୀରକୁ ମାଡ଼ିଆସେ ରୋଗସବୁ, ଜାଣନ୍ତୁ କିପରି ନେବେ ଯତ୍ନ

ଶରୀର ଅଛି ତ ରୋଗ ନିଶ୍ଚୟ ଅଛି । ମଣିଷ ଶରୀର ସହିତ ରୋଗ ଓତଃପ୍ରୋତ ଭାବେ ଜଡ଼ିତ । ଶରୀର ଯତ୍ନରେ ସାମାନ୍ୟ ଅବହେଳା, ଖାଦ୍ୟପେୟରେ ଅନିୟମିତତା ଆଦି କାରଣ ପାଇଁ ଆମ ଶରୀରକୁ ବିଭିନ୍ନ ପ୍ରକାର ରୋଗ ଆକ୍ରମଣ କରିଥାଏ ।…

ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ କଟକଣା ଅବଧି ବଢ଼ାଇଲା ଭାରତ, ଜାଣନ୍ତୁ କେବେ ଯାଏ

ନୂଆଦିଲ୍ଲୀ: ଭାରତ ସରକାର ଅନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ କଟକଣା ଅବଧିକୁ ବୃଦ୍ଧି କରିଛନ୍ତି । ବେସାମରିକ ବିମାନ ଚଳାଚଳ ମହନିର୍ଦ୍ଦେଶକ (ଡିଜିସିଏ) ପକ୍ଷରୁ ପୂର୍ବରୁ ଜୁଲାଇ ୩୧ ପର୍ଯ୍ୟନ୍ତ କଟକଣା ଜାରି କରାଯାଇଥିଲା…

ଆପଣ କରୋନା ଭ୍ୟାକ୍ସିନ୍ ନେଇଛନ୍ତି? ଯଦି ନା ତେବେ ମୁଖ୍ୟମନ୍ତ୍ରୀଙ୍କ ହେଲପଲାଇନ ନମ୍ବରରୁ ଆସିପାରେ କଲ୍

ନୂଆଦିଲ୍ଲୀ: ଯଦି ଆପଣମାନଙ୍କ ମଧ୍ୟରୁ କିଏ କରୋନା ଭ୍ୟାକ୍ସିନ ନେଇନାହାନ୍ତି, ତେବେ ତୁରନ୍ତ ନେଇ ଯାଆନ୍ତୁ । ଭ୍ୟାକ୍ସିନର ଦ୍ୱିତୀୟ ଡୋଜ୍ ନେଇନଥିଲେ ଆପଣଙ୍କ ପାଖକୁ ମୁଖ୍ୟମନ୍ତ୍ରୀଙ୍କ ହେଲ୍ପଲାଇନ ନମ୍ବର ଓ କୋଭିଡ୍…

Indian Idolର Winnerମାନେ କ’ଣ କରୁଛନ୍ତି ଏବେ, ଜାଣନ୍ତୁ ସେମାନଙ୍କ ବିଷୟରେ

ଇଣ୍ଡିଆନ ଆଇଡଲ୍ ଦେଶର ଏକ ପ୍ରମୁଖ ସଙ୍ଗୀତଭିତ୍ତିକ ରିୟଲିଟି ଶୋ । ବର୍ତ୍ତମାନ ସିଜିନ-୧୨ ଜାରି ରହିଥିବା ବେଳେ ପୂର୍ବରୁ ୧୧ଟି ସିଜିନ୍ ସମାପ୍ତ ହୋଇ ୧୧ ଜଣ ବିଜେତା ବଛା ହୋଇ ସାରିଛନ୍ତି । ତେବେ ଆପଣଙ୍କ ମନରେ ପ୍ରଶ୍ନ…

ପଦଯାତ୍ରାରେ ବାହାରିଥିଲେ ବିଧାୟକ, ଅସନ୍ତୋଷ ଗ୍ରାମବାସୀ ସ୍ୱେରେଜ୍ ପାଣିରେ ଚଲାଇ ଚଲାଇ ଦେଖାଇଲେ ଦୂରାବସ୍ଥା

ନୂଆଦିଲ୍ଲୀ: ପଦଯାତ୍ରାରେ ବାହାରିଥିବା ଜଣେ ବିଧାୟକଙ୍କୁ ହୀନସ୍ତା ହେବାକୁ ପଡ଼ିଛି । ଅସନ୍ତୋଷ ଗ୍ରାମବାସୀ ବିଧାୟକଙ୍କୁ ବିରୋଧ କରିବା ସହ ସ୍ୱେରେଜ୍ ପାଣିରେ ଚଲାଇ ଚଲାଇ ଗ୍ରାମର ଦୂରାବସ୍ଥା ବିଷୟରେ ଅବଗତ କରାଇଛନ୍ତି…

ଏସପି ଦେଖାଇଲେ ମାନବିକତା: ସଡ଼କ ଦୁର୍ଘଟଣାରେ ଗୁରୁତର ଯୁବକଙ୍କୁ ରକ୍ତଦେଇ ବଞ୍ଚାଇଲେ ଜୀବନ

ନୂଆଦିଲ୍ଲୀ: ଜଣେ ଦୁର୍ଘଟଣାଗ୍ରସ୍ତ ଯୁବକଙ୍କୁ ରକ୍ତଦାନ ଦାନ କରି ନିଜର ମାନବିକତାର ପରିଚୟ ଦେଇଛନ୍ତି ଜଣେ ଏସପି । ଆଜିକାଲି ରାସ୍ତାଘାଟରେ ଦୁର୍ଘଟଣା ଘଟାଇ ଅଧିକାଂଶ ଲୋକ ଫେରାର ହୋଇଯାଉଥିବା ବେଳେ ଜଣେ ପ୍ରଶାସନିକ…

ଟୋକିଓ ଅଲିମ୍ପିକରେ ଫେଲ୍ ମାରିଲେ ଦୂତୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଟୋକିଓ ଅଲିମ୍ପିକରୁ ଏକ ନିରାଶାଜନକ ଖବର ଆସିଛି । ରାଜ୍ୟର ଦ୍ରୁତ ଧାବିକା ଦୂତୀ ଚାନ୍ଦ ୧୦୦ ମିଟର ହିଟରେ ୭ମ ସ୍ଥାନରେ ରହିଥିବା ଜଣାପଡ଼ିଛି । ତେବେ ଏହି ୧୦୦ ମିଟର ପ୍ରତିଯୋଗିତାକୁ ଦୂତୀ…

ଦିଦିଙ୍କ ନଜର ଦିଲ୍ଲୀ ସିଂହାସନ ଉପରେ: ଲୋକସଭା କି ରାଜ୍ୟସଭାର ସଭ୍ୟ ନାହାନ୍ତି, ତଥାପି ସଂସଦୀୟ ଦଳ ନେତା

ନୂଆଦିଲ୍ଲୀ: ନା ଲୋକସଭା ନା ରାଜ୍ୟସଭାର ସଦସ୍ୟ, ତଥାପି ମମତା ବାନାର୍ଜୀଙ୍କୁ ସଂସଦୀୟ ଦଳ ନେତା ଭାବେ ଚୟନ କରାଯାଇଛି । ତେବେ ମମତାଙ୍କ ଦିଲ୍ଲୀ ଗସ୍ତ ପରେ ପରେ ଏହି ନିଷ୍ପତ୍ତି ଖୁବ୍ ଗୁରୁତ୍ୱ ବହନ କରୁଛି ।…