ପ୍ରାଚୀନ କାଳରେ ରାଜା ମହାରାଜାମାନେ ୧୦୦ ରାଣୀଙ୍କୁ ସନ୍ତୁଷ୍ଟ କରିପାରୁଥିଲେ, ଜାଣନ୍ତୁ କ’ଣ ଥିଲା ସେମାନଙ୍କର ରାଜ୍

ଆଜିକାଲି ବିବାହ ବିଚ୍ଛେଦ ଏକ ସାଧାରଣ କଥା ହୋଇଗଲାଣି । ଆଜି ବିବାହ ହୋଇ କାଲି ପତି-ପତ୍ନୀ ଅଲଗା ହେଉଥିବା ଦେଖାଯାଉଛି । ତେବେ ଏ କ୍ଷେତ୍ରରେ ଦୁର୍ବଳ ଶାରୀରିକ ଓ ମାନସିକ ସ୍ଥିତି ହିଁ ଦାୟୀ ବୋଲି କୁହାଯାଉଛି ।…

ଅଗଷ୍ଟ ୧୧ରେ ନବୋଦୟ ପ୍ରବେଶିକା ପରୀକ୍ଷା

ନୂଆଦିଲ୍ଲୀ: ଆସନ୍ତା ଅଗଷ୍ଟ ମାସ ୧୧ ତାରିଖରେ ନବୋଦୟ ପ୍ରବେଶିକା ପରୀକ୍ଷା ଅନୁଷ୍ଠିତ ହେବ । ଜବାହର ନବୋଦୟ ବିଦ୍ୟାଳୟର ଷଷ୍ଠ ଶ୍ରେଣୀରେ ନାମ ଲେଖାଇବା ପାଇଁ ସମଗ୍ର ଦେଶରେ ମୋଟ ୧୧ ହଜାର ୧୮୨ଟି କେନ୍ଦ୍ର ପ୍ରତିଷ୍ଠା…

ରାଜ୍ୟର ୧୨ ଜଣ MLA ହରାଇପାରନ୍ତି ସଭ୍ୟ ପଦ? ଜାଣନ୍ତୁ କ’ଣ ରହିଛି ଏହା ପଛର କାରଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦେଶର ଅଧିକାଂଶ ରାଜ୍ୟରେ ପରିବର୍ତ୍ତନକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଓଡ଼ିଶାରେ ଏକ ନୂଆ ଘଟଣାକୁ ନେଇ ଚର୍ଚ୍ଚା ହେଉଛି । ରାଜ୍ୟ ବିଧାନସଭାର ୧୨ ଜଣ ବିଧାୟକ ପଦ ହରାଇବାର ଖବର…

ଭାରତକୁ ପ୍ରଥମ ପଦକ ଦେଲେ ମୀରାବାଇ ଚାନୁ, ଟୋକିଓ ଅଲିମ୍ପିକରେ ଜିତିଲେ ରୌପ୍ୟ

ନୂଆଦିଲ୍ଲୀ: ଟୋକିଓ ଅଲିମ୍ପିକରେ ଭାରତକୁ ପ୍ରଥମ ପଦକ ମିଳିଛି । ଏହି ଗୌରବ ହାସଲ କରିଛନ୍ତି ଭାରୋତ୍ତଳନକାରୀ ମୀରାବାଇ ଚାନୁ । ସେ ୪୯ କେଜି ବର୍ଗରେ ଏହି ସଫଳତା ପାଇଥିବା ଜଣାପଡ଼ିଛି । ୨୬ ବର୍ଷୀୟା ମୀରାବାଇ…

୨୦୨୨ ବିଧାନସଭା ନିର୍ବାଚନରେ ହରିଶ ରାୱତ ହେବେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଚେହେରା!

ନୂଆଦିଲ୍ଲୀ: ୨୦୨୨ ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଅଧିକାଂଶ ରାଜ୍ୟର ମୁଖ୍ୟମାନେ ବର୍ତ୍ତମାନ ବଦଳିବାରେ ଲାଗିଛନ୍ତି । ତେବେ ଏ କ୍ଷେତ୍ରରେ ସବୁଠାରୁ ଆଗରେ ରହିଛି ଉତ୍ତରାଖଣ୍ଡ । ଏହି ରାଜ୍ୟରେ କମ୍ ସମୟ ମଧ୍ୟରେ…

ଆପଣଙ୍କ ଫୋନ୍ Pegasusର ଶିକାର ହୋଇନାହିଁ ତ? ଏହି ପଦ୍ଧତିରେ ଚେକ୍ କରିବାକୁ କହିଲା ଅନ୍ତର୍ଜାତୀୟ ସଂସ୍ଥା

ନୂଆଦିଲ୍ଲୀ: ବର୍ତ୍ତମାନ ସମଗ୍ର ବିଶ୍ୱରେ ପେଗାସସ୍ ସ୍ପାଇୱେରକୁ ନେଇ ଖୁବ୍ ଜୋରରେ ଚର୍ଚ୍ଚା ଚାଲିଛି । ଏହି ସଫ୍ଟୱେର ଜଣେ ବ୍ୟକ୍ତିର ପ୍ରତ୍ୟେକ କାର୍ଯ୍ୟକଳାପକୁ ସହଜରେ ନିରୀକ୍ଷଣ କରିପାରେ । ଆପଣ କାହା ସହ…

ଓଡ଼ିଶାରେ ନିର୍ମାଣ ହେବ ପେଟ୍ରୋଲିୟମ ଭଣ୍ଡାର, ପ୍ରାଇଭେଟ୍ କମ୍ପାନୀ ହାତକୁ ଚାଲିଯିବ ତୈଳ ବଣ୍ଟନ କ୍ଷମତା

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ପେଟ୍ରୋଲ-ଡିଜେଲର ମୂଲ୍ୟ ବୃଦ୍ଧିକୁ ନେଇ ଚର୍ଚ୍ଚା ଜାରି ରହିଛି । ଏହାଫଳରେ ସାଧାରଣ ଜନତା ନାହିଁ ନଥିବା ସମସ୍ୟା ମଧ୍ୟରେ ରହିଥିବା ଦେଖାଯାଉଛି । ତେବେ ଇତିମଧ୍ୟରେ କେନ୍ଦ୍ର ସରକାରଙ୍କ…

ରାଜ୍ୟରେ ପୁଣି ଦୈନିକ ସଂକ୍ରମଣ ଦୁଇ ହଜାର ତଳେ: ଆଜି ଚିହ୍ନଟ ହେଲେ ୧୮୬୪ ପଜିଟିଭ୍, ଜାଣନ୍ତୁ କେଉଁଠୁ କେତେ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କ୍ରମଶଃ କରୋନାର ସ୍ଥିତି ସ୍ୱାଭାବିକ ହେବାରେ ଲାଗିଥିଲେ ହେଁ ଆଶଙ୍କା ହଟିନାହିଁ । ତେଣୁ ଏହାକୁ ନଜରରେ ରଖି ବିଏମସି ପକ୍ଷରୁ ରାଜଧାନୀ ଭୁବନେଶ୍ୱରର ସମସ୍ତ ସରକାରୀ ଓ…

ଆପଣଙ୍କ ଚେହେରା କହିବ ଆପଣଙ୍କ ଶରୀରରେ ରୋଗ ଅଛି ନା ନାହିଁ, ଆପ୍ଲାଏ କରନ୍ତୁ ଏହି ୮ଟି ଫର୍ମୂଲା

କଥାରେ ଅଛି- ଶରୀର ଅଛି ମାନେ ରୋଗ ଅଛି । ତେବେ କିଛି ଲୋକଙ୍କ ଶରୀରରେ ଅନେକ ରୋଗ ରହିଥିବା ବେଳେ ସେମାନେ ନିଜକୁ ସୁସ୍ଥ ବୋଲି ଭାବିଥାନ୍ତି । ଆଉ କିଛି ଲୋକଙ୍କ ଠାରେ କୌଣସି ରୋଗ ନଥିବା ବେଳେ ସେମାନେ ଅଯଥାରେ…

ଦିଲ୍ଲୀରୁ ଓଡ଼ିଶାକୁ ଡେଇଁଲାଣି ପେଗାସସ୍ ଛୁଙ୍କ! ଛାନିଆ ହେଲେଣି ନେତା, ଅଫିସର

ନୂଆଦିଲ୍ଲୀ: ସଂପ୍ରତି ପେଗାସସକୁ ନେଇ ସଂସଦରେ ବିରୋଧୀଙ୍କ ହଙ୍ଗାମା ଦେଖିବାକୁ ମିଳିଛି । ବିଶ୍ୱର ୪୦ରୁ ଅଧିକ ଦେଶରେ ଏହି ସଫ୍ଟୱେର ଫୋନ୍ ହ୍ୟାକ କରି ତଥ୍ୟ ହାସଲ କରୁଥିବା ଚର୍ଚ୍ଚା ହେଉଛି । ତେବେ ଏହି ଘଟଣା ସାମନାକୁ…