Breaking News ରାଜ୍ୟରେ କରୋନା ଦୈନିକ ସଂକ୍ରମଣ ୩ ହଜାର ତଳକୁ ଖସିଲା Manas Pradhan Jun 29, 2021 ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ କିଛିଦିନ ସ୍ଥାଣୁ ଅବସ୍ଥାରେ ରହିବା ପରେ ଆଜି ତଳକୁ ଖସିଛି । ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ସଂକ୍ରମଣ ହ୍ରାସ ପାଇଥିବା ବେଳେ ଉପକୂଳବର୍ତ୍ତୀ ଜିଲ୍ଲାମାନଙ୍କରେ…
Breaking News ଆଜି ପୁଣି ରାଜ୍ୟରେ ୪୦ କରୋନା ରୋଗୀଙ୍କ ମୃତ୍ୟୁ Manas Pradhan Jun 29, 2021 ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଆୟତ୍ତକୁ ଆସିଯାଇଥିବା ବେଳେ ମୃତ୍ୟୁର କିନ୍ତୁ ଲଗାମ୍ ନାହିଁ । ଲକଡାଉନ୍, ସଟଡାଉନ୍ ପରି କଟକଣା ପରେ ବି ଲାଗିପାରୁନାହିଁ ମୃତ୍ୟୁସଂଖ୍ୟାରେ ରୋକ୍ । ଗତ ୨୪…
Breaking News ଅଗଷ୍ଟରେ ଟ୍ରମ୍ପ ପୁଣି ହେବେ ରାଷ୍ଟ୍ରପତି! ବଢ଼ିଲା ଆମେରିକାର ଚିନ୍ତା Manas Pradhan Jun 29, 2021 ନୂଆଦିଲ୍ଲୀ: କିଛିଦିନ ପୂର୍ବରୁ ଆମେରିକାରେ ଅନୁଷ୍ଠିତ ହୋଇଥିବା ନିର୍ବାଚନରେ ଡେମୋକ୍ରାଟିକ ପ୍ରାର୍ଥୀ ଜୋ ବାଇଡେନ୍ ବିଜୟୀ ହୋଇ ରାଷ୍ଟ୍ରପତି ପଦରେ ଅଭିଷିକ୍ତ ହୋଇଥିଲେ । ମାତ୍ର ବର୍ତ୍ତମାନ ରିପବ୍ଲିକ ପାର୍ଟିର ନେତା…
Breaking News ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୯.୪୫ ଲକ୍ଷରେ ପହଞ୍ଚିଲା Manas Pradhan Jun 29, 2021 ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୯ ଲକ୍ଷ ୪୫ ହଜାର ୨୮୪ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ କୋଟି ୨୧ ଲକ୍ଷ ୮୩…
Breaking News ଆଦିବାସୀ ଓ ଦଳିତଙ୍କ ପାଇଁ ବଢ଼ୁଛି ଜନସଂଖ୍ୟା, ସପା ବିଧାୟକଙ୍କ ବିବାଦୀୟ ବୟାନ୍ Manas Pradhan Jun 28, 2021 ନୂଆଦିଲ୍ଲୀ: କରୋନା ସମୟରେ ଦଳିତ ଓ ଆଦିବାସୀଙ୍କ ଉପରେ ଏକ ବିବାଦୀୟ ବୟାନ୍ ଦେଇ ଫସିଛନ୍ତି ଜଣେ ସମାଜବାଦୀ ପାର୍ଟି ବିଧାୟକ । ରାଜ୍ୟରେ ଆଦିବାସୀ ଓ ଦଳିତଙ୍କ ପାଇଁ ଜନସଂଖ୍ୟା ବୃଦ୍ଧି ପାଉଛି ବୋଲି କହିଛନ୍ତି ବିଧାୟକ…
Breaking News ଆସନ୍ତାକାଲି ସରିଯିବ ଟିକା: କେନ୍ଦ୍ରକୁ ଅତିରିକ୍ତ ୬ ଲକ୍ଷ ଡୋଜ୍ କୋଭିସିଲ୍ଡ ମାଗିଲା ଓଡ଼ିଶା Manas Pradhan Jun 28, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନାର ତୃତୀୟ ଲହରର ଓ ଡେଲଟା ପ୍ଲସ୍ ଭାରିଆଣ୍ଟକୁ ନେଇ ଜନସାଧାରଣ ଆଶଙ୍କା ମଧ୍ୟରେ ରହିଛନ୍ତି । ତେଣୁ କରୋନା ଟିକାକରଣର ସୁପରିଚାଳନା ନେଇ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି ।…
Breaking News ଜମାକାରୀଙ୍କ ୨୦ ଲକ୍ଷ ହେଲା ଆତ୍ମସାତ୍ କଲେ ପୋଷ୍ଟ ମାଷ୍ଟର, ଡାକଘରେ ବି ସୁରକ୍ଷିତ ନୁହେଁ ଟଙ୍କା Manas Pradhan Jun 28, 2021 ଜଗତସିଂହପୁର(ଓଡ଼ିଶା ଭାସ୍କର): ଡାକଘରେ ବି ସୁରକ୍ଷିତ ନୁହେଁ ଆପଣଙ୍କ କଷ୍ଟୋପାର୍ଜିତ ଟଙ୍କା । କିଛି ଜମାକାରୀଙ୍କ ୨୦ ଲକ୍ଷ ଟଙ୍କା ହଡ଼ପ କରି ଫେରାର ହୋଇଯାଇଛନ୍ତି ଜଣେ ପୋଷ୍ଟ ମାଷ୍ଟର । ଏହା ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା…
Breaking News ଅମ୍ରିତ ଓ ଅଭିଷେକ ECMO ଚିକିତ୍ସା ପାଇଁ ଯାଇଥିଲେ ରାଜ୍ୟ ବାହାରକୁ, ଜାଣନ୍ତୁ କେମିତି ଅଛନ୍ତି ସେମାନେ Manas Pradhan Jun 28, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବର୍ତ୍ତମାନ ଦିନକୁ ଦିନ କରୋନାର ନୂଆ ଭାରିଆଣ୍ଟ ସହ ତୃତୀୟ ଲହରକୁ ନେଇ ରାଜ୍ୟବାସୀ ଆଶଙ୍କା ମଧ୍ୟରେ ରହିଛନ୍ତି । ତେବେ କରୋନାରେ ସଂକ୍ରମିତ ହେବା ପରେ ଅନେକ ଗୁରୁତର ରୋଗୀ ଖର୍ଚ୍ଚାନ୍ତ…
Breaking News ଦେଶରେ ଏକ ହଜାର ତଳକୁ ଖସିଲା କରୋନା ମୃତ୍ୟୁସଂଖ୍ୟା Manas Pradhan Jun 28, 2021 ନୂଆଦିଲ୍ଲୀ : ଦେଶରେ କ୍ରମଶଃ କରୋନାର ପ୍ରଭାବ ହ୍ରାସ ପାଇବାରେ ଲାଗିଛି । ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର ଫଳସ୍ୱରୂପ ଦେଶରେ ଧିରେଧିରେ କରୋନା ନିମ୍ନମୁଖୀ ହେବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ…
Breaking News ଆସିଲା ଖୁସି ଖବର, ଶସ୍ତା ହୋଇଗଲା ଖାଇବା ତେଲ, ଜାଣନ୍ତୁ କାହାର ଦାମ୍ କେତେ Manas Pradhan Jun 28, 2021 ନୂଆଦିଲ୍ଲୀ: କରୋନା ସମୟରେ ଖାଇବା ତେଲର ବର୍ଦ୍ଧିତ ମୂଲ୍ୟକୁ ନେଇ ଜନସାଧାରଣ ଚିନ୍ତିତ ଥିବା ବେଳେ ଏବେ ସେଥିରେ ବିରାମ ଲାଗିଛି । ସୋରିଷ ତେଲ ସହ ଅନ୍ୟ ସମସ୍ତ ଖାଇବା ତେଲର ଦାମ୍ ହ୍ରାସ ପାଇଛି । ଅନ୍ତର୍ଜାତୀୟ ବଜାରରେ…