କରୋନା ରୋଗୀଙ୍କ ଅକ୍ସିଜେନ ସମସ୍ୟା ଦୂର ହେବ: ଆସନ୍ତାକାଲି ମିଳିବ ଡିଆରଡିଓ ଭ୍ୟାକ୍ସିନ୍ ‘୨-ଡିଜି’

ନୂଆଦିଲ୍ଲୀ, ୧୫ା୫: କରୋନା ଲଢ଼େଇ ପାଇଁ ଡିଆରଡିଓ ଦ୍ୱାରା ପ୍ରସ୍ତୁତ ଭ୍ୟାକ୍ସିନ୍ ‘୨-ଡିଜି’ର ପ୍ରସ୍ତୁତି ସରିଛି । ଆଜି କିମ୍ବା ଆସନ୍ତାକାଲି ଏହାର ୧୦ ହଜାର ଡୋଜ୍ ମିଳିବ । ଏହି ଭ୍ୟାକ୍ସିନ ରୋଗୀଙ୍କର ଅକ୍ସିଜେନ…

ପୁଣି ବଢ଼ିଲା କରୋନା ମୃତ୍ୟୁ ସଂଖ୍ୟା: ଆଜି ରାଜ୍ୟର ୨୧ ଜଣଙ୍କ ଜୀବନ ଗଲା

ଭୁବନେଶ୍ୱର, ୧୫ା୫ (ଓଡିଶା ଭାସ୍କର): ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୧ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା…

କରୋନାରୁ ରକ୍ଷା ପାଇବା ପାଇଁ କରାଯାଉଛି ତାନ୍ତ୍ରିକ ପୂଜା, ଦିଆଯାଉଛି ବଳି

ପାଟନା, ୧୫ା୫: କରୋନା ବର୍ତ୍ତମାନ ସମୟରେ ଆମ ସମାଜ ପାଇଁ ମୁଖ୍ୟ ସମସ୍ୟା ଭାବେ ଉଭା ହୋଇଛି । ଏଥିରୁ ମୁକ୍ତି ପାଇବା ପାଇଁ ଲୋକମାନେ କୋଭିଡ କଟକଣା ମାନିବା ସହ ଭ୍ୟାକ୍ସିନ ଉପରେ ଗୁରୁତ୍ୱ ଦେଉଛନ୍ତି । ଅନେକ ସ୍ଥାନରେ…

୨୦୨୧ ହେବ ମୃତ୍ୟୁର ବର୍ଷ, ଭାରତରେ କରୋନାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଦେଲା ଚେତାବନୀ

ନୂଆଦିଲ୍ଲୀ, ୧୫ା୫: ବର୍ତ୍ତମାନ ଭାରତର କରୋନା ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ । ପ୍ରତ୍ୟେକ ରାଜ୍ୟରେ ମୃତ୍ୟୁ ଓ ସଂକ୍ରମଣ ବଢ଼ି ବଢ଼ି ଚାଲିଛି । ଦୈନିକ ତିନି ଲକ୍ଷରୁ ଅଧିକ ପଜିଟିଭ୍ ଲଗାତାର ଭାବେ ଚିହ୍ନଟ ହେଉଛନ୍ତି ।…

ବଜାର ମଧ୍ୟରେ ଗ୍ରେନେଡ୍ ବିସ୍ଫୋରଣ: ୨ ମୃତ

ଦିସପୁର, ୧୫ା୫: ଆସାମର ତିନସୁକିଆ ଜିଲ୍ଲାର ଡିଗବୋଇ ଅଞ୍ଚଳରେ ଏକ ଗ୍ରେନେଡ୍ ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ୨ ଜଣ ମୃତ୍ୟୁବରଣ କରିଛନ୍ତି । ଏହାଛଡ଼ା ଅନ୍ୟ ଜଣେ ଆହତ ହସ୍ପିଟାଲରେ ଚିକିତ୍ସା ନିମନ୍ତେ ଭର୍ତ୍ତି…

ବଢ଼ିଲା ଓଜେଇଇ ଆବେଦନ ଅବଧି

ଭୁବନେଶ୍ୱର, ୧୪ା୫ (ଓଡିଶା ଭାସ୍କର): କରୋନା ପାଇଁ ଓଜେଇଇ ଆବେଦନ ଅବଧିକୁ ବୃଦ୍ଧି କରାଯାଇଛି । ଓଜେଇଇ ଆବେଦନ ତାରିଖକୁ ଆସନ୍ତା ଜୁନ ମାସ ୧୫ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଫଳରେ ଛାତ୍ରଛାତ୍ରୀ ମାନେ ଏହି…

କୋଭାକ୍ସିନ, କୋଭିସିଲ୍ଡ ଓ ସ୍ଫୁଟନିକ ମଧ୍ୟରୁ କେଉଁଟି ପ୍ରଭାବଶାଳୀ, ଆସନ୍ତୁ ଜାଣିବା ଏହି ଟିକାର ସାଇଡ୍ ଇଫେକ୍ଟ

ନୂଆଦିଲ୍ଲୀ, ୧୪ା୫: ବର୍ତ୍ତମାନ ସମଗ୍ର ଦେଶରେ କରୋନା ଥମିମାର ନାଁ ଧରୁନାହିଁ । ଗୋଟିଏ ପଟେ ଦେଶରେ ଦ୍ୱିତୀୟ ଲହରୀ ବଢ଼ି ଚାଲିଥିବା ବେଳେ ଅନ୍ୟପଟେ କିଛି ଲୋକ ଭ୍ୟାକ୍ସିନ ନେଇ ସୁସ୍ଥ ହେଉଛନ୍ତି । ବର୍ତ୍ତମାନ ଦେଶରେ…

ପୁଣି ହସ୍ପିଟାଲରେ ଅକ୍ସିଜେନର ଅଭାବ: ଗୋଟିଏ ସପ୍ତାହରେ ୭୪ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ, ୧୪ା୫: ପୁଣି ଅକ୍ସିଜେନର ଅଭାବ ରୋଗୀଙ୍କର ମୃତ୍ୟୁର କାରଣ ସାଜିଛି । ଅକ୍ସିଜେନ ଅଭାବରୁ ଗୋଆରେ ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଗୋଆ ମେଡିକାଲ କଲେଜ ହସ୍ପିଟାଲରେ ରାତି ୨ଟାରୁ ସକାଳ ୬ଟା ମଧ୍ୟରେ…

କିଷାନଙ୍କ ଖାତାକୁ ଆଜି ୨ ହଜାର ଟଙ୍କା ଲେଖାଏଁ ପଠାଇବେ ପ୍ରଧାନମନ୍ତ୍ରୀ, ଏମିତି କରନ୍ତୁ ଚେକ୍

ନୂଆଦିଲ୍ଲୀ, ୧୪ା୫: ଆଜି କିଷାନଙ୍କ ଖାତାକୁ ଆସିବ ୨ ହଜାର ଟଙ୍କା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପିଏମ କିଷାନ୍ ଯୋଜନାର ୮ମ କିସ୍ତି ପଠାଇବେ । ଦେଶର ୯.୫ କୋଟି କିଷାନଙ୍କ ପରିବାରକୁ ୧୯ ହଜାର କୋଟି ଟଙ୍କା…

ପୁଣି ଦୁଇଟି ଗାଁରେ କରୋନା କହର: ୧୫ ଦିନରେ ୩୮ ଜଣଙ୍କ ମୃତ୍ୟୁ

ସହାରନପୁର, ୧୪ା୫: ଗତ ୧୧ ତାରିଖରେ ଆଗ୍ରାର ଦୁଇଟି ଗାଁରେ କରୋନାର କହର ଦେଖିବାକୁ ମିଳିଥିଲା । କରୋନାରେ ୨୦ ଦିନରେ ଦୁଇଟି ଗାଁର ୬୪ ଜଣଙ୍କ ମୃତ୍ୟୁ ଘଟିଥିଲା । ଆଜି ସହାରନପୁରର ଦେବବନ୍ଦ ଅଞ୍ଚଳର ଦୁଇଟି ଗ୍ରାମରେ…