ପ୍ରଫେସର ପଠାଉଥିଲେ ଅଶ୍ଲୀଳ ମେସେଜ୍: ସୋସିଆଲ୍ ମିଡ଼ିଆରେ ପୋଲ୍ ଖୋଲିଲେ ଅଭିନେତ୍ରୀ

ମୁମ୍ବାଇ, ୧୬ା୫: ମନୋରଞ୍ଜନ ଦୁନିଆର ସହିତ ଜଡ଼ିତ ଥିବା ଯୁବତୀମାନଙ୍କ ଡ୍ରେସ୍, ଶାରୀରିକ ଗଠନ ଓ ଲୁକସକୁ ନେଇ ସୋସିଆଲ ମିଡ଼ିଆରେ ଅନେକ ସମୟରେ ଟ୍ରୋଲ କରାଯାଇଥାଏ । ମାତ୍ର ଜଣେ ପ୍ରଫେସରଙ୍କ କାରନାମା ସୋସିଆଲ ମିଡ଼ିଆରେ…

କରୋନା ପାଇଁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଶୂନ, ଗଣଶିକ୍ଷା ବିଭାଗ ପକ୍ଷରୁ ନିଆଗଲା ଏହି ନିଷ୍ପତ୍ତି

ଭୁବନେଶ୍ୱର, ୧୬ା୫ (ଓଡିଶା ଭାସ୍କର): କରୋନା ପାଇଁ ରାଜ୍ୟରେ ଦୀର୍ଘଦିନ ଧରି ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଠପଢ଼ା ବନ୍ଦ ରହିଛି । ଗତବର୍ଷ ଛାତ୍ରଛାତ୍ରୀ କ୍ଲାସରୁମ୍ ଶିକ୍ଷାଦାନରୁ ବଞ୍ଚିତ ହୋଇଥିଲେ ।…

ପୁଣି ବଢ଼ିଲା ଲକଡାଉନ୍: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ, ୧୬ା୫ (ଓଡିଶା ଭାସ୍କର): ପୁଣି ଏକ ସପ୍ତାହ ପାଇଁ ବଢ଼ିଲା ଲକଡାଉନ୍ । ଦିଲ୍ଲୀରେ କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଲକଡାଉନ୍ ବୃଦ୍ଧି…

ବିବାହ କରିବାକୁ ମନାକଲେ ପ୍ରେମିକ: ପ୍ରେମିକା ସାଜିଲେ ‘ବୀରୁ’, ଛାତ ଉପରେ କଲେ ହାଇଭୋଲଟେଜ୍ ଡ୍ରାମା

ନୂଆଦିଲ୍ଲୀ, ୧୬ା୫: ପ୍ରେମ ପାଇଁ ଆଜିକାଲିର ଯୁବକ, ଯୁବତୀ କିଛି କରିବାକୁ ପ୍ରସ୍ତୁତ । ପ୍ରେମିକ ବିବାହ ପାଇଁ ପ୍ରତ୍ୟାଖ୍ୟାନ କରିବାରୁ ଜଣେ ଯୁବତୀ ‘ସୋଲେ’ ଫିଲ୍ମର ‘ବୀରୁ’ର ଭୂମିକାରେ ଅବତୀର୍ଣ୍ଣ ହୋଇଛନ୍ତି ।…

ଦେଶରେ ମୃତ୍ୟୁସଂଖ୍ୟା ୪ ହଜାର ଟପିଲା

ନୂଆଦିଲ୍ଲୀ, ୧୬ା୫ : ଦେଶରେ କରୋନା ଥମିବାର ନାଁ ଧରୁନାହିଁ । ବିଭିନ୍ନ କଟକଣା, ଟିକାକରଣ ମଧ୍ୟ କରୋନା ସଂକ୍ରମଣ ଓ ମୃତ୍ୟୁ ଉପରେ କୌଣସି ପ୍ରଭାବ ପକାଇ ପାରିନାହିଁ । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୪୦୭୭ ଜଣଙ୍କ…

ଆଜି କରୋନାରେ ରାଜ୍ୟର ୧୯ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର, ୧୬ା୫ (ଓଡିଶା ଭାସ୍କର): ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୯ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ସଂଖ୍ୟା…

ହାଇ ବ୍ଲଡପ୍ରେସର ରୋଗୀଙ୍କ ପାଇଁ ଭୟଙ୍କର ହେଉଛି କରୋନା, କେମିତି ପାଇବେ ଏଥିରୁ ମୁକ୍ତି

ଦେଶରେ ବର୍ତ୍ତମାନ କରୋନାର ଦ୍ୱିତୀୟ ଲହର ତାଣ୍ଡବ ରଚୁଛି । ଦିନକୁ ଦିନ ଏହି ଭାଇରସକୁ ନେଇ ନୂଆ ନୂଆ ତଥ୍ୟ ସାମନାକୁ ଆସୁଛି । ହାଇ ବ୍ଲଡ ପ୍ରେସର ଏକ ଭୟଙ୍କର ରୋଗ ହୋଇଥିବା ବେଳେ କରୋନା ଭାଇରସ ଏହି ରୋଗୀଙ୍କ ପାଇଁ…

ବରଯାତ୍ରୀ ଶୋଭାଯାତ୍ରା ବେଳେ ଭୁଶୁଡ଼ି ପଡ଼ିଲା ଛାତ: ଦୁଇ ମୃତ, ୨୮ ଆହତ

ନାଲନ୍ଦା, ୧୬ା୫: ବିହାରର ନାଳନ୍ଦା ଜିଲ୍ଲାରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ବିବାହକୁ ନେଇ ଖୁସିର ମାହୋଲ ଚାଲିଥିବା ବେଳେ ଅଚାନକ ଛାତ ଭୁଶୁଡ଼ି ପଡ଼ିବାରୁ ଏହି ଘଟଣା ଘଟିଥିଲା । ଫଳରେ ଚାପି ହୋଇ ଦୁଇଜଣଙ୍କର ମୃତ୍ୟୁ…

ଜ୍ୱର ପୀଡ଼ିତାଙ୍କୁ ଡାକ୍ତର ଦେଲେ ୧୫ ବୋତଲ ଗ୍ଲୁକୋଜ୍: ଅବସ୍ଥା ବିଗିଡ଼ିଯାଇ ଯୁବତୀଙ୍କର ମୃତ୍ୟୁ

ନୂଆଦିଲ୍ଲୀ, ୧୬ା୫: ଡାକ୍ତରଙ୍କ ବେପରୁଆ ଚିକିତ୍ସା ଯୋଗୁଁ ଜଣେ ୩୨ ବର୍ଷୀୟା ଯୁବତୀଙ୍କର ମୃତ୍ୟୁ ଘଟିଛି । ପୀଡ଼ିତା ଜଣକ ଜ୍ୱରରେ ଆକ୍ରାନ୍ତ ଥିବାବେଳେ ଡାକ୍ତର ତାଙ୍କୁ ୧୫ ବୋତଲ ଗ୍ଲୁକୋଜ ଦେଇଥିଲେ । ଫଳରେ ଯୁବତୀଙ୍କ…

୧୮ରେ ସ୍ଥଳଭାଗ ଛୁଇଁବ, ଏବେଠାରୁ ଭୟଙ୍କର ରୂପ ନେଲାଣି ‘ତଉକ୍ତେ’

ନୂଆଦିଲ୍ଲୀ, ୧୬ା୫: ଆରବ ସାଗରରେ ସୃଷ୍ଟି ହୋଇଥିବା ୨୦୨୧ର ପ୍ରଥମ ବାତ୍ୟା ‘ତଉକ୍ତେ’ ଭୟଙ୍କର ହେବାରେ ଲାଗିଛି । ଏହି ସାମୁଦ୍ରିକ ଝଡ଼ ସ୍ଥଳଭାଗ ଆଡ଼କୁ ଅଗ୍ରସର ହେବାରେ ଲାଗିଛି । ଆସନ୍ତା କିଛି ଘଣ୍ଟା ମଧ୍ୟରେ ଏହା…