ଅଧା ରହିଗଲା ଚାକିରି ସ୍ୱପ୍ନ: ଗାଧୋଇବା ବେଳେ ଯମୁନାରେ ବୁଡ଼ିଗଲେ ଦୁଇ ସାଙ୍ଗ
ନୂଆଦିଲ୍ଲୀ: ସାଙ୍ଗମାନଙ୍କ ସହ ମଉଜମସ୍ତି କରିବା କାଳ ସାଜିଲା । ହସଖୁସିରେ ଗାଧୋଇବା ସମୟରେ ଦୁଇଜଣ ସାଙ୍ଗ ଯମୁନାରେ ବୁଡ଼ିଗଲେ । ଦୁଇଜଣଙ୍କ ମଧ୍ୟରୁ ଜଣଙ୍କର ବୟସ ୧୮ ଅନ୍ୟ ଜଣଙ୍କର ବୟସ ୧୭ ବର୍ଷ ବୋଲି ଜଣାପଡ଼ିଛି ।…