Breaking News କିଏ ହେବେ ଆସାମର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ? ସର୍ବାନନ୍ଦ ନା ହିମନ୍ତ Manas Pradhan May 8, 2021 ନୂଆଦିଲ୍ଲୀ, ୮ା୫: କିଏ ପିନ୍ଧିବ ଆସାମର ରାଜ ମୁକୁଟ? ସର୍ବାନନ୍ଦ ସୋନୋୱାଲ ନା ହିମନ୍ତ ବିଶ୍ୱ ଶର୍ମା? ଏ ଦୁହିଁଙ୍କ ମଧ୍ୟରେ ଜଣେ ହେବେ ଆସାମର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ । ବିଧାନସଭା ନିର୍ବାଚନ ଫଳ ଘୋଷଣା ହେବାର…
Breaking News ପଥର ଖାଦାନରେ ବିସ୍ଫୋରଣ: ୧୦ ମୃତ Manas Pradhan May 8, 2021 ଅମରାବତୀ, ୮ା୫: ଆନ୍ଧ୍ରପ୍ରଦେଶରେ ଏକ ଭୟଙ୍କର ବିସ୍ଫୋରଣ ଘଟି ୧୦ ଜଣଙ୍କ ମୃତ୍ୟୁ ଘଟିଛି । କଡ଼ପ୍ପା ଜିଲ୍ଲାର ଏକ ପଥର ଖାଦାନରେ ଏହି ଭୟଙ୍କର ଘଟଣା ଘଟିଛି । ଏହି ବିସ୍ପୋରଣରେ ମୃତ୍ୟୁବରଣ କରିଥିବା ମୃତକମାନେ ଶ୍ରମିକ…
Breaking News ଯୁକ୍ତଦୁଇ ନାମଲେଖା ପାଇଁ ଦଶମ ଛାତ୍ରଛାତ୍ରୀ ପ୍ରବେଶିକା ପରୀକ୍ଷା ଦେବେ ନା ନାହିଁ, ଜାଣନ୍ତୁ ଏନେଇ କ’ଣ କହିଲେ ଗଣଶିକ୍ଷା ମନ୍ତ୍ରୀ Manas Pradhan May 8, 2021 ଭୁବନେଶ୍ୱର, ୮ା୫ (ଓଡିଶା ଭାସ୍କର): 'ରାଜ୍ୟରେ ଯୁକ୍ତଦୁଇରେ ନାମଲେଖା ପାଇଁ ପ୍ରବେଶିକା ପରୀକ୍ଷା କରାଯିବ । ମେଧାବୀ ଛାତ୍ରଛାତ୍ରୀ ଭଲ ଶିକ୍ଷାନୁଷ୍ଠାନରେ ପଢ଼ିବା ନେଇ ସରକାରୀ ସ୍ତରରେ ଯୋଜନା କରାଯାଉଛି ।' ତେବେ ଏଭଳି…
Breaking News ମିଜୋରାମରେ ଲାଗୁହେଲା ୭ ଦିନିଆ ଲକଡାଉନ୍ Manas Pradhan May 8, 2021 ନୂଆଦିଲ୍ଲୀ, ୮ା୫: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମିଜୋରାମରେ ୭ ଦିନିଆ ଲକଡାଉନ୍ ଲାଗୁ କରାଯାଇଛି । ଆସନ୍ତା ୧୦ ତାରିଖ ସକାଳ ୪ଟାରୁ ଏହା ଲାଗୁହୋଇ ମେ ୧୭ ତାରିଖ ସକାଳ ୪ଟା ପର୍ଯ୍ୟନ୍ତ ବଳବତ୍ତର ରହିବ । ରାଜ୍ୟରେ…
Breaking News କୋଭିଡ୍ ଡ୍ୟୁଟିରେ ଯାଉଥିବା ସରକାରୀ ବସ୍ ଓଲଟିଲା: ୭ ଡାକ୍ତରୀ ଛାତ୍ରଛାତ୍ରୀ ଆହତ, ଡ୍ରାଇଭର ଗୁରୁତର Manas Pradhan May 8, 2021 ଦଶପଲ୍ଲା, ୮ା୫ (ଓଡିଶା ଭାସ୍କର): ରାଜ୍ୟରେ କରୋନା ସତେଯେମିତି କାଳଭାବେ ଉଭା ହୋଇଛି । ଯୁଆଡ଼େ ଗଲେ କେବଳ କରୋନାର ତାଣ୍ଡବ । ଗୋଟିଏ ପଟେ ସଂକ୍ରମିତ ଓ ମୃତକଙ୍କ ସଂଖ୍ୟା ବଢ଼ି ଚାଲିଛି । ଅନ୍ୟ ପଟେ କୋଭିଡ୍ ଡ୍ୟୁଟି ପାଇଁ…
Breaking News ଦେଶରେ ବଢ଼ିଲା ମୃତ୍ୟୁ ସଂଖ୍ୟା: ଆଜି ୪୧୮୭ ମୃତ, ୪ ଲକ୍ଷ ପଜିଟିଭ୍ Manas Pradhan May 8, 2021 ନୂଆଦିଲ୍ଲୀ, ୮ା୫ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୪୧୮୭ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୩୮ ହଜାର ୨୭୦କୁ ବୃଦ୍ଧି…
Breaking News ତାମିଲନାଡ଼ୁରେ ପରିସ୍ଥିତି ଅଣାୟତ୍ତ: ୧୪ ଦିନିଆ ଲକଡାଉନ୍ ଘୋଷଣା କଲେ ମୁଖ୍ୟମନ୍ତ୍ରୀ Manas Pradhan May 8, 2021 ଚେନ୍ନାଇ, ୮ା୫: ରାଜ୍ୟରେ ଦିନକୁ ଦିନ କରୋନାର ସଂକ୍ରମଣ ବଢ଼ିବାରେ ଲାଗିଛି । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ୍ ରାଜ୍ୟରେ ୧୪ ଦିନିଆ ଲକଡାଉନ୍ ଘୋଷଣା କରିଛନ୍ତି । ଆସନ୍ତା…
Breaking News ସାପ କାମୁଡ଼ାରେ ଭାଇ ଓ ଭଉଣୀ ମୃତ Manas Pradhan May 8, 2021 ଆଳି, ୮ା୫ (ଓଡିଶା ଭାସ୍କର): ଆଳିରେ ଏକ ଦୁଃଖଦ ଘଟଣା ଘଟିଛି । ସାପ କାମୁଡ଼ାରେ ଭାଇ ଓ ଭଉଣୀ ପ୍ରାଣ ହରାଇଛନ୍ତି । ଆଳି ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗାଁରେ ଏହି ଘଟଣା ଘଟିଛି । ଘରେ ଶୋଇଥିବା ବେଳେ ଏକ ବିଷାକ୍ତ ସାପ…
Breaking News ହସ୍ପିଟାଲରେ ଅକ୍ସିଜେନ ସପ୍ଲାଇ ବନ୍ଦ: ୫ ରୋଗୀ ମୃତ Manas Pradhan May 8, 2021 ରାଞ୍ଚି, ୮ା୫: ଝାଡ଼ଖଣ୍ଡର ଏକ ମେଡିକାଲରେ ଅକ୍ସିଜେନ ଯୋଗାଣ ବନ୍ଦ ହୋଇଯିବାରୁ ୫ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି । ଗତକାଲି ରାଞ୍ଚି ସଦର ହସ୍ପିଟାଲରେ ରେଗୁଲେଟର ଲିକେଜ ହୋଇ ଫାଟି ଯାଇଥିଲା । ଫଳର କିଛି ଘଣ୍ଟା ପର୍ଯ୍ୟନ୍ତ…
Breaking News ଏହି ରାଜ୍ୟରେ ସକାଳ ୬ଟାରେ ଖୋଲିବ ମଦ ଦୋକାନ Manas Pradhan May 8, 2021 ବେଙ୍ଗାଲୁରୁ, ୮ା୫: ରାଜ୍ୟରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କର୍ଫ୍ୟୁ ଲାଗୁ କରାଯାଇଥିଲା । ସଂକ୍ରମଣ ନ କମିବାରୁ ଏବେ ୧୪ ଦିନିଆ ସମ୍ପୂର୍ଣ୍ଣ ଲକଡାଉନ ଘୋଷଣା କରିଛନ୍ତି କର୍ଣ୍ଣାଟକ ସରକାର । ଆସନ୍ତା ୧୦ ତାରିଖ…