ନଳକୂପ ଓ ପାଇପ ପାଣି ସେବନ କଲେ ହାଡ଼ ବଙ୍କା ହେବା ସହ ଦାନ୍ତ ନଷ୍ଟ ହୋଇ ଯାଉଛି: ଫ୍ଲୋରାଇଡଯୁକ୍ତ ପାଣି ବଢ଼ାଉଛି କିଡନୀ ରୋଗ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆମେମାନେ ଦୈନନ୍ଦିନ ଜୀବନରେ ଯେଉଁ ଜଳ ବ୍ୟବହାର କରୁଛେ ତାହା କେତେ ଦୂଷିତ ସେନେଇ ଆପଣମାନେ କେତେ ସାବଧାନ ରହିଛନ୍ତି । ଏହି ଦୂଷିତ ପାଣି ସେବନ କରିବା ଫଳରେ ଆମର ଶ୍ୱାସ, ପେଟ, ଚର୍ମ,…

BJP ବିଧାୟକଙ୍କ ଇସ୍ତଫା: ଆସନ୍ତା ମାସରେ ନିର୍ବାଚନ, କାହିଁକି ନେଲେ ଏପରି ନିଷ୍ପତ୍ତି

ନୂଆଦିଲ୍ଲୀ: ସାରା ଦେଶରେ ଏବେ ରାଜନୈତିକ ପରିସ୍ଥିତି ସରଗରମ୍ ହୋଇ ଉଠିଛି । ଆସନ୍ତାମାସରେ ବିଭିନ୍ନ ରାଜ୍ୟରେ ନିର୍ବାଚନ ହେବାକୁ ଯାଉଥିବାରୁ ରାଜନୈତିକ ଦଳମାନେ ନିଜ ନିଜର ପ୍ରଚାର ପ୍ରସ୍ତୁତି ଚଳାଇଛନ୍ତି । ଆସନ୍ତା…

(Video) ବୈଶାଖୀ ମେଳାରେ ବଡ଼ ଅଘଟଣ: ଅଚାନକ ଭୁଶୁଡ଼ି ପଡ଼ିଲା ବ୍ରିଜ, ନଦୀକୁ ଖସିପଡ଼ିଲେ ଅନେକ ଲୋକ

ନୂଆଦିଲ୍ଲୀ: ଅନେକ ସମୟରେ ଝୁଲା ପୋଲା, ରୋପୱେ ଓ ଡଙ୍ଗାରେ ଆବଶ୍ୟକଠାରୁ ଅଧିକ ଲୋକ ଯାତାୟାତ କରିବା ଫଳରେ ବଡ଼ ଦୁର୍ଘଟଣା ଘଟିଥାଏ । ଅନୁରୂପ ଭାବେ ମେଳା ଦେଖିବାକୁ ବହୁସଂଖ୍ୟକ ଲୋକଙ୍କର ସମାଗମ ହେବା ଫଲରେ ଏକ ନଦୀ…

(Video) ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର ଚିରିଲା କୁକୁର: ଥାନାରେ ଦାୟର ହେଲା ମାମଲା

ନୂଆଦିଲ୍ଲୀ: ଅନେକ ସମୟରେ ଆମ ଆଖପାଖରେ ଏପରି କିଛି ଅଜବ ଘଟଣା ଘଟିଥାଏ, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥାଏ । ସାଧାରଣ ଭାବେ କିଛି ଭୁଲ ବା ଅପରାଧ କାରଣରୁ ଜଣେ ବ୍ୟକ୍ତିଙ୍କ ବିରୋଧରେ ଥାନାରେ ମାମଲା ଦାୟର…

ଆସନ୍ତା ୫ ବର୍ଷ ମଧ୍ୟରେ ଚନ୍ଦ୍ରରେ ଘର ନିର୍ମାଣ ହେବ: Moon Soilରୁ ତିଆରି ହେବ ଇଟା, ମିଶନରେ ଲାଗିଛନ୍ତି ୧୦୦ ବୈଜ୍ଞାନିକ

ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠରେ ବାସସ୍ଥାନ ନିର୍ମାଣ କରି ଜନବସତି ସ୍ଥାପନ ନେଇ ବିଶ୍ୱର ବିଭିନ୍ନ ରାଷ୍ଟ୍ରମାନେ ଯୋଜନା ଚଳାଇଛନ୍ତି । ପୂର୍ବରୁ ଚନ୍ଦ୍ରରେ ଜମି କିଣିବା ଖବର ଶୁଣିବାକୁ ମିଳିଥିବା ଏବେ ସେଠାରେ ଘର ତିଆରି…

Guinness World Records: ୧ ମିନିଟ, ଦୁଇଟି ଆଙ୍ଗୁଠି, ୨୨ଟି ପୁଶ୍ ଅପସ, ୨୧ ବର୍ଷୀୟ ଯୁବକଙ୍କ ଅବିଶ୍ୱସନୀୟ କୀର୍ତ୍ତିମାନ

ନୂଆଦିଲ୍ଲୀ: ଅନେକ ସମୟରେ କମ୍ ବୟସରେ କିଛି ଯୁବକ, ଯୁବତୀ କିଛି ଅବିଶ୍ୱସନୀୟ କାର୍ଯ୍ୟ କରି ସାରା ବିଶ୍ୱକୁ ଚମକାଇ ଦେଇଥାନ୍ତି । ତେବେ ନିକଟରେ ଜଣେ ୨୧ ବର୍ଷୀୟ ଯୁବକ ଏଭଳି ଅସମ୍ଭବ କାର୍ଯ୍ୟ କରି ଗିନିଜ୍ ବିଶ୍ୱ…

(Video) ଦୁଗ୍ଧ ଫାର୍ମରେ ଭୟଙ୍କର ବିସ୍ଫୋରଣ: ୧୮ ହଜାରରୁ ଅଧିକ ଗାଈଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଅନେକ ସମୟରେ ଆମ ଆଖପାଖରେ ଏପରି କିଛି ଘଟରା ଘଟିଥାଏ ଯାହା କେହି ସ୍ୱପ୍ନରେ ବି କଳ୍ପନା କରିନଥାନ୍ତି । ଏପରି ଏକ ଭୟଙ୍କର ଘଟଣା ଘଟି ୧୮ ହଜାରରୁ ଅଧିକ ନିରୀହ ଗାଈ ମୃତ୍ୟୁବରଣ କରିଛନ୍ତି । ଆମେରିକାର ଏକ…

ଅସମ୍ଭବକୁ ସମ୍ଭବ କଲେ ୧୦୮ ବର୍ଷୀୟା ମହିଳା: ପରୀକ୍ଷାରେ ଟପ୍ ରାଙ୍କ, ସମସ୍ତେ ହତବାକ୍

ନୂଆଦିଲ୍ଲୀ: କଥାରେ ଅଛି, ଦୃଢ଼ ଇଚ୍ଛାଶକ୍ତି ଆଗରେ ଏ ବିଶ୍ୱର କୌଣସି ସମସ୍ୟା ପ୍ରତିବନ୍ଧକ ସାଜିପାରେ ନାହିଁ । ଇଚ୍ଛାଶକ୍ତି ବଳରେ ମଣିଷ ଅସମ୍ଭବକୁ ସମ୍ଭବ କରିପାରେ । ଏପରି ଏକ ଅସମ୍ଭବ କାର୍ଯ୍ୟକୁ ସମ୍ଭବ କରି…

NEP-2020: ଯୁକ୍ତତିନି କଳା, ବିଜ୍ଞାନ ଓ ବାଣିଜ୍ୟରେ ସାମିଲ ହେବ ୨୦ଟି ନୂଆ ପାଠ୍ୟକ୍ରମ, ନୂଆ ଶିକ୍ଷାବର୍ଷରୁ ହେବ ଲାଗୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଶିକ୍ଷା କ୍ଷେତ୍ରର ବିକାଶ ପାଇଁ ରାଜ୍ୟ ସରକାର ସର୍ବଦା ପ୍ରୟାସ କରୁଛନ୍ତି । ପ୍ରଥମ ଶ୍ରେଣୀରୁ ଆରମ୍ଭ କରି ଦଶମ, କଲେଜ ଓ ବିଶ୍ୱବିଦ୍ୟାଳୟ ସ୍ତରରେ ଜାତୀୟ ଶିକ୍ଷା ନୀତି (ଏନଇପି) ୨୦୨୦…

BJPରେ ମିଶିବେ ଅଜିତ ପାୱାର? NCPକୁ ନେଇ ମହାରାଷ୍ଟ୍ର ରାଜନୀତିରେ ବିସ୍ଫୋରଣ

ନୂଆଦିଲ୍ଲୀ: ଗୋଟିଏ ପଟେ ସାରା ଦେଶରେ ଆସନ୍ତା ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତି ପ୍ରକ୍ରିୟା ଜାରି ରହିଥିବା ବେଳେ ଏହା ମଧ୍ୟରେ ଆସନ୍ତା ମାସରେ ହେବାକୁ ଥିବା କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଉପରେ ସମସ୍ତଙ୍କର ନଜର…