୨୦୨୪ ନିର୍ବାଚନ ଲଢ଼ିପାରିବେନି ରାହୁଲ? ଇନ୍ଦିରା ଓ ସୋନିଆ ବି ହରାଇଥିଲେ ସଦସ୍ୟତା
ନୂଆଦିଲ୍ଲୀ: ମୋଦୀ ସରନେମ ମାମଲାକୁ ନେଇ ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଲାଗିଛି ବଡ଼ ଝଟକା । ସୂରତ ସେଶନ କୋର୍ଟ ଦ୍ୱାରା ଦୋଷୀ ସାବ୍ୟସ୍ତ ହେବା ପରେ ଆଜି ରାହୁଲଙ୍କର ଲୋକସଭା ସଦସ୍ୟତା ରଦ୍ଦ ହୋଇଯାଇଛି ।…