fbpx
BSKY SKY
BSKY SKY

ଆଶ୍ଚର୍ଯ୍ୟ! ପୃଥିବୀପୃଷ୍ଠର ବାୟୁମଣ୍ଡରେ ହଠାତ୍ ଦୃଶ୍ୟମାନ ହେଲା ଏକ ଅଦ୍ଭୂତ ଦୃଶ୍ୟ

ନୂଆଦିଲ୍ଲୀ: ପୃଥିବୀର ବାୟୁମଣ୍ଡଳରେ ଅଚାନକ ଏକ ରହସ୍ୟମୟୀ ଜେଲୀଫିଶ ଆକାରର ଜିନିଷ ଦୃଶ୍ୟମାନ ହୋଇଛି । ଏହି ଅସାଧାରଣ ଦୃଶ୍ୟଟି ଲାଞ୍ଜ ଭଳି ଲମ୍ବିଛି । କିଛି ସମୟ ଦୃଶ୍ୟମାନ ହେବା ପରେ ଏହା ବାୟୁମଣ୍ଡଳରେ ଫାଟି…

ଓଡ଼ିଶା କାଜୁ ନିଗମରେ ଅନେକ ପଦବୀ ଖାଲି ହେଲା, ଅଗଷ୍ଟ ୨୬ ପୂର୍ବରୁ ଶୀଘ୍ର କରନ୍ତୁ ଆବେଦନ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମ (ଓଏସସିଡିସି) ଲିମିଟେଡ ପକ୍ଷରୁ ଅନେକ ପଦବୀ ପାଇଁ ଚାକିରି ବାହାରିଛି । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା…

ଗଡକରୀ-ଶିବରାଜଙ୍କୁ କାହିଁକି BJP ଆଉଟ୍ କଲା: ଆସନ୍ତୁ ବୁଝିବା ମୋଦୀ-ଶାହଙ୍କ ରଣନୀତି ପଛର ପ୍ରକୃତ ଗଣିତ

ନୂଆଦିଲ୍ଲୀ: ବିଜେପିର ସଂସଦୀୟ ବୋର୍ଡରୁ ବାଦ୍ ପଡ଼ିଛନ୍ତି କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଓ ଗୁଜରାଟ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ । ବିଜେପିର ସଂସଦୀୟ ଓ କେନ୍ଦ୍ରୀୟ ନିର୍ବାଚନ ସମିତି ବୋର୍ଡରେ କିଛି ନୂଆ…

Head Sir, ଆପଣ ନିଶାରେ ପୂରା ଚୁର୍, ସ୍କୁଲ ଭିତରେ ଆପଣ ଡ୍ରେସ୍ ଖୋଲି ଗଡ଼ିବା କ’ଣ ଠିକ୍?

ନୂଆଦିଲ୍ଲୀ: ଅନେକ ସମୟରେ ସରକାରୀ ବାବୁମାନଙ୍କର କିଛି ଅଜବ କାରନାମା ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥାଏ । ନିକଟରେ ଗୋଟିଏ ସ୍କୁଲର ପ୍ରିନ୍ସପାଲ ମଦ୍ୟପାନ କରି ଏଭଳି ହରକତ କରିଛନ୍ତି । ସାର୍ ଆମର ମଦ ନିଶାରେ ଥାଇ…

୩୦ଟି ଜିଲ୍ଲା ପାଇଁ ବରିଷ୍ଠ ପର୍ଯ୍ୟବେକ୍ଷକଙ୍କ ନାମ ଘୋଷଣା କଲା BJD: କେଉଁ ନେତାଙ୍କୁ ମିଳିଲା କେଉଁ ଜିଲ୍ଲା ଦାୟିତ୍ୱ, ଦେଖନ୍ତୁ ଲିଷ୍ଟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟର ୩୦ଟି ଜିଲ୍ଲା ପାଇଁ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ବରିଷ୍ଠ ପର୍ଯ୍ୟବେକ୍ଷକଙ୍କ ନାମ ଘୋଷଣା କରାଯାଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମୋଟ ୬ ଜଣ ପର୍ଯ୍ୟବେକ୍ଷକଙ୍କୁ…

(Video) ମାଆ, ତୋ ପାଇଁ କିଏ ଥାଉ ବା ନଥାଉ ତୋ ପୁଅ ଅଛି ପରା, ମୁଁ ଦୁଇ ହାତରେ ତୋର କୋକେଇକୁ ଶ୍ମଶାନକୁ ନେବି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାଆ ତୁ ଜମା ବ୍ୟସ୍ତ ହୁଅନି । ତୋ ପାଖରେ ତୋର ପୁଅ ଅଛି ପରା । ଏ ଦୁନିଆ ତୋର ଶବକୁ ଚାରି କାନ୍ଧ ନଦେଲେ ନାଇଁ କ’ଣ ହେଲା, ତୋ ପୁଅର ଦୁଇ ହାତ ଅଛି ପରା । ମାଆର ଶବକୁ ଶ୍ମଶାନକୁ ନେବାକୁ…

ଅଲଗା ହେବେ ଚହଲ-ଧନଶ୍ରୀ! ସୋସିଆଲ ମିଡ଼ିଆ ପୋଷ୍ଟକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଆରମ୍ଭ ହେଲା ଟୁପଟାପ୍

ନୂଆଦିଲ୍ଲୀ: ପ୍ରେମ କରି ବାହାହେବା ଆଉ କିଛି ଦିନ ପରେ ବ୍ରେକଅପ୍ ହେବା ଏବେ ସେଲିବ୍ରେଟିଙ୍କର ଏକ ଫ୍ୟାସନରେ ପରିଣତ ହୋଇଗଲାଣି । ପୂର୍ବରୁ ଅନେକ କ୍ରିକେଟର, ଅଭିନେତା, ଅଭିନେତ୍ରୀଙ୍କ ସହ ଏପରି ଘଟିଥିବା ବେଳେ ଏଥିରେ…

ବନ୍ୟା କ୍ଷତିଗ୍ରସ୍ତଙ୍କୁ ମିଳିବ ୧୫ ଦିନର ରିଲିଫ୍, ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପ୍ରବଳ ବନ୍ୟାରେ ରାଜ୍ୟବାସୀ କଲବଲ ହେଉଛନ୍ତି । ରାଜ୍ୟର ବିଭିନ୍ନ ଜିଲ୍ଲାର ବାସିନ୍ଦା ପାଣି ଘେରରେ ରହି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଏନେଇ ଆଜି ମୁଖ୍ୟମନ୍ତ୍ରୀ…

ଶାରୀରିକ ସମ୍ପର୍କ ପରେ ପୁରୁଷଙ୍କୁ କାହିଁକି ନିଦ ଲାଗେ, ଜାଣନ୍ତୁ ଏନେଇ କ’ଣ କହୁଛି ବିଜ୍ଞାନ

ନୂଆଦିଲ୍ଲୀ: ସାଧାରଣ ଭାବେ ଦେଖାଯାଇଥାଏ ଯେ, ପୁରୁଷମାନେ ଶାରୀରିକ ସମ୍ପର୍କ ରକ୍ଷା କରିବା ପରେ ଶୋଇ ଯାଆନ୍ତି । ଏପରି କାହିଁକି ହୁଏ, ଏନେଇ ଅନେକ ପ୍ରଶ୍ନ ସାମ୍ନାକୁ ଆସିଥାଏ । ମହିଳା ପାର୍ଟନରଙ୍କ ସହ ସମ୍ବନ୍ଧ…

ସେପ୍ଟେମ୍ବର ୪ରେ ହେବ ASO ପରୀକ୍ଷା, ନୂଆ ତାରିଖ ଘୋଷଣା କଲା OPSC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବନ୍ୟାର ତାଣ୍ଡବ ଏବେ ସାରା ରାଜ୍ୟକୁ ଗ୍ରାସ କରିଛି । ଜୁଆଡ଼େ ଦେଖିବ ଖାଲି ପାଣି । ବନ୍ୟା ଯୋଗୁଁ ରାଜ୍ୟବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇ ଘରୁ ବାହାରକୁ ବାହାରି ପାରୁ…