ଥରେ ଫେରିଆ ଗଉରା… କାନ୍ଦୁଛି ଓଡ଼ିଶା: ପିଣ୍ଟୁଙ୍କ ସହିତ ବିଜୟ, ମିହିର, ରାଇ, ହରଙ୍କୁ ଆଜି ବି ଝୁରୁଛି ଓଲିଉଡ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲିଭର ସିରୋସିସ୍ ରୋଗରେ ପୀଡ଼ିତ ହୋଇ ସବୁଦିନ ପାଇଁ ଶୋଇ ଯାଇଛନ୍ତି ଆମ ଓଡ଼ିଶାର ଘରେ ଘରେ ପରିଚିତ ସଭିଙ୍କ ପ୍ରିୟ ଗଉରା ପିଣ୍ଟୁ ନନ୍ଦ । ପ୍ରଥମେ ଭୁବନେଶ୍ୱର, ତା’ପରେ ଦିଲ୍ଲୀ, ଆଉ ଏବେ…

ନାଗାଲାଣ୍ଡ ବାଛିବ ନୂଆ ସରକାର: BJP-NDPP ମେଣ୍ଟ ଆଗକୁ ମାଡ଼ି ଚାଲିଛି

ନୂଆଦିଲ୍ଲୀ: ଆଜି ନାଗାଲାଣ୍ଡ ବିଧାନସଭା ନିର୍ବାଚନର ଭୋଟ୍ ଗଣତି ଚାଲିଛି । ରାଜ୍ୟ ବିଧାନସଭାର ମୋଟ ୬୦ଟି ସିଟ୍ ପାଇଁ ଗତ ମାସ ୨୭ ତାରିଖରେ ଭୋଟ୍ ଅନୁଷ୍ଠିତ ହୋଇଥିଲା । ତେବେ ଏଥର ନିର୍ବାଚନରେ ବିଜେପି- ନ୍ୟାସନାଲ…

ବିଶ୍ୱବାସୀଙ୍କ ହୃଦୟରେ ପହଞ୍ଚିବ ମାଣ୍ଡିଆ: ମୁଖ୍ୟମନ୍ତ୍ରୀଙ୍କ ମାର୍ଗଦର୍ଶନରେ ପ୍ରସ୍ତୁତ ହେଲା ମ୍ୟୁଜିକ୍ ଭିଡିଓ, ସମସ୍ତେ ଶୁଣିବେ ମାଣ୍ଡିଆ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାଣ୍ଡିଆ ଚାଷର ଉନ୍ନତି କରିବା ସହିତ ଏହାକୁ ବିଶ୍ୱର କୋଣ ଅନୁକୋଣରେ ପହଞ୍ଚାଇବା ପାଇଁ ରାଜ୍ୟ ସରକାର ନୂଆ ନୂଆ ପଦକ୍ଷେପ ଗ୍ରହଣ କରୁଛନ୍ତି । ସେଥିପାଇଁ ରାଜ୍ୟ ସରକାର ପ୍ରତିବର୍ଷ ନଭେମ୍ବର…

ଓଡ଼ିଶା ହାଇକୋର୍ଟରେ ନିଯୁକ୍ତି ସୁଯୋଗ: ୨୦୦ଟି ASO ପଦବୀ ପାଇଁ ଆରମ୍ଭ ହେଲା ଆବେଦନ ପ୍ରକ୍ରିୟା

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ବଡ଼ ଖୁସି ଖବର ଆସିଛି । ଓଡ଼ିଶାର ପିଲାଙ୍କ ପାଇଁ ରାଜ୍ୟ ହାଇକୋର୍ଟରେ ୧୯୯ଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ଏଏସଓ) ପଦରେ…

ପୁଣି ମାତିଲା Adeno Virus: ଚାଲିଗଲା ୧୦ ଶିଶୁଙ୍କ ଜୀବନ, ରୋଗୀକୁ ଛୁଇଁଲେ, ହାତ ମିଳାଇଲେ ସଂକ୍ରମଣ ବ୍ୟାପୁଛି, ଲକ୍ଷଣ କ’ଣ

ନୂଆଦିଲ୍ଲୀ: କରୋନା ଭାଇରସ ସାରା ବିଶ୍ୱରେ ନିଜର କାୟା ବିସ୍ତାର କରିବା ପରେ ଏହା ମଧ୍ୟରେ ନୂଆ ନୂଆ ଭାଇରସ୍ ସାମ୍ନାକୁ ଆସୁଛି । ତେବେ ନିକଟରେ ଏଡିନୋ ଭାଇରସକୁ ନେଇ ଭାରତରେ ନୂଆ ବିପଦ ସୃଷ୍ଟି ହୋଇଛି । ଗତ ୪୮ ଘଣ୍ଟା…

ମଣ୍ଟୁ ଛୁରିଆଙ୍କୁ ଚକମା ଦେଲେ ସାଇବର ଫ୍ରଡ: ଅଭିଯୁକ୍ତ ମଣ୍ଟୁଙ୍କ ନାଁରେ ଯୁବତୀଙ୍କ ସହ ଚାଟିଂ କରୁଥିଲା, ପବ୍ ଜି ଖେଳୁଥିଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ସାଇବର ଠକଙ୍କ ଦୌରାତ୍ମ୍ୟ ବଢ଼ିବାରେ ଲାଗିଛି । ଗରିବ, ଧନୀ, ଶିକ୍ଷିତ, ଅଶିକ୍ଷିତ କାହାକୁ ଛାଡ଼ୁନାହାନ୍ତି ଏହି ଅଦୃଶ୍ୟ ଠକମାନେ । ଗତ ଫେବୃଆରୀ ମାସରେ ଏହି ଅଦୃଶ୍ୟ ଠକମାନେ…

ବ୍ଲଡ ସାମ୍ପୂଲରୁ ଚିହ୍ନଟ ହେବ କ୍ୟାନସର ସେଲ୍: ବୈଜ୍ଞାନିକମାନେ ଉଦ୍ଭାବନ କଲେ ଏକ ନୂଆ ଡିଭାଇସ୍

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ କ୍ୟାନସର ସାରା ବିଶ୍ୱବାସୀଙ୍କ ପାଇଁ ଏକ ଭୟଙ୍କର ସମସ୍ୟା ଭାବେ ଉଭା ହୋଇଛି । ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ପ୍ରତ୍ୟେକ ବର୍ଗର ଲୋକଙ୍କୁ କ୍ୟାନସର ସଂକ୍ରମିତ…

Facebook, Google ପରି ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ବିରୋଧରେ ଅଭିଯୋଗ ଦାଖଲ କରିପାରିବେ ୟୁଜର୍ସ: କେନ୍ଦ୍ର ସରକାର ଲଞ୍ଚ କଲେ ଅନଲାଇନ୍ ପୋର୍ଟାଲ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦିନକୁ ଦିନ ସୋସିଆଲ ମିଡ଼ିଆର ବ୍ୟବହାର ବଢ଼ି ଚାଲିଥିବା ବେଳେ ଅନେକ ସମୟରେ ୟୁଜର୍ସଙ୍କୁ ବିଭିନ୍ନ ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ । ଅନେକ ସମୟରେ ସୋସିଆଲ ମିଡ଼ିଆ କମ୍ପାନୀମାନେ…

VSSUT ଛାତ୍ରୀ ଚିନ୍ମୟୀଙ୍କ ମୃତ୍ୟୁକୁ ନେଇ ବଢ଼ୁଛି ରହସ୍ୟ: ଚେନ୍ କୁଆଡ଼େ ଗଲା, ବେକରେ ରହିଛି ଦାଗ, ଅବସାଦର କାରଣ କ’ଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମ୍ବଲପୁର ଜିଲ୍ଲା ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି (ଭିସୁଟ) ଛାତ୍ର ଚିନ୍ମୟୀ ପ୍ରିୟଦର୍ଶିନୀଙ୍କ ମୃତ୍ୟୁକୁ ନେଇ ରହସ୍ୟ ବଢ଼ିବାରେ ଲାଗିଛି । ଗତକାଲି…

ଯେଉଁ ନେତାମାନେ BJPରେ ସାମିଲ ହେଉଛନ୍ତି, ସେମାନଙ୍କ ବିରୋଧରେ କାହିଁକି ଯାଞ୍ଚ ହେବନି: ୮ ଭ୍ରଷ୍ଟ ନେତାଙ୍କ ଲିଷ୍ଟ ଶେୟାର କଲେ ଥରୁର

ନୂଆଦିଲ୍ଲୀ: ଆସନ୍ତା ୨୦୨୪ ଲୋକସଭା ନିର୍ବାଚନକୁ ଆଉ କମ୍ ସମୟ ବାକି ଅଛି । ଏହା ପୂର୍ବରୁ ଚଳିତ ବର୍ଷ ୯ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାର ଅଛି । ପୂର୍ବରୁ ୨୦୧୪ ଓ ୨୦୧୯ରେ ବିଜେପି କେନ୍ଦ୍ରରେ ଶାସନାଧୀନ…