fbpx

CM Sir, Thank You: ପ୍ରତ୍ୟେକ ପରିବାରର ଜଣଙ୍କୁ ଚାକିରି ମିଳିବ, କିଏ ଖୁସି ନହେବ କହିଲେ

ନୂଆଦିଲ୍ଲୀ: ଯଦି ଆପଣଙ୍କୁ କୁହାଯିବ, ପ୍ରତ୍ୟେକ ପରିବାରର ଜଣେ ସଦସ୍ୟଙ୍କୁ ଚାକିରି ମିଳିବ, ତେବେ ଏହି ଘୋଷଣାରେ କିଏ ଖୁସି ନହେବ କହିଲେ । ନିକଟରେ ଜଣେ ମୁଖ୍ୟମନ୍ତ୍ରୀ ଏପରି ଘୋଷଣା କରିଛନ୍ତି । ଏହି ଖବର ଶୁଣିବା ପରେ…

ସତରେ କ’ଣ ସେକ୍ସ ମାଧ୍ୟମରେ Monkeypox ବ୍ୟାପୁଛି, ଏନେଇ କ’ଣ କହୁଛି ରିସର୍ଚ୍ଚ

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ମଙ୍କିପକ୍ସକୁ ନେଇ ଚାରିଆଡ଼େ ଆତଙ୍କ ସୃଷ୍ଟି ହୋଇଥିବା ବେଳେ ଦିନକୁ ଦିନ ଏହାକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ତେବେ ସତରେ କ’ଣ ମଙ୍କିପକ୍ସ ସେକ୍ସ ଦ୍ୱାରା ବ୍ୟାପେ । ଏନେଇ…

ACP / Inspector ଓ SI ସ୍ତରରେ ଅଦଳବଦଳ, ବଦଳିଲେ କମିଶନରେଟ୍ ପୋଲିସର ୩୧ ଜଣ ଅଧିକାରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କମିଶନରେଟ ପୋଲିସ ଭୁବନେଶ୍ୱର-କଟକର ଇନ୍ସପେକ୍ଟର ଓ ସବ୍-ଇନ୍ସପେକ୍ଟରରେ ସ୍ତରରେ ଏକ ବଡ଼ଧରଣର ଅଦଳବଦଳ କରାଯାଇଛି । ୩୧ ଜଣ ପୋଲିସ ଅଧିକାରୀଙ୍କୁ ନୂଆ ସ୍ଥାନକୁ ଟ୍ରାନ୍ସଫର କରାଯାଇଛି ।…

ଡିଗ୍ରୀ କଲେଜ ପରିସରରୁ ଅଲଗା ହେବ ଯୁକ୍ତଦୁଇ ଶ୍ରେଣୀ, ଉଚ୍ଚଶିକ୍ଷା ଓ ଗଣଣିକ୍ଷା ବିଭାଗର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଶ୍ୱବିଦ୍ୟାଳୟ ଓ ଡିଗ୍ରୀ ମହାବିଦ୍ୟାଳୟ ପରିସରରୁ ଅଲଗା ହୋଇଯିବ ଯୁକ୍ତ ଦୁଇ ଶ୍ରେଣୀ । ଯୁକ୍ତଦୁଇକୁ ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ଢାଞ୍ଚାରେ ହାଇସ୍କୁଲ ପରିସରରେ ସାମିଲ କରାଯିବା ସହ…

ଧନ୍ୟରେ ମଣିଷ ଜାତି: ପୁଅର ଶବକୁ ବାପା କାନ୍ଧରେ ବୋହୁଛି, ଦେଖଣାହାରୀ ମଜା ନେଉଛି

ନୂଆଦିଲ୍ଲୀ: ଗରିବଙ୍କୁ ସ୍ୱାସ୍ଥ୍ୟ ସେବା ପ୍ରଦାନ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା ପ୍ରଣୟନ କରିଛନ୍ତି । ମାତ୍ର ଆଜି ବି ଅନେକ ଗରିବ ଉପଯୁକ୍ତ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି । ଉତ୍ତରପ୍ରଦେଶର…

୪ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା! କେନ୍ଦ୍ରୀୟ କର୍ମଚାରୀଙ୍କୁ ମିଳିବ ଦୁଇ ମାସର ଏରିଅର

ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର । ପୁଣି ଥରେ କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ବଢ଼ିଛି । ଚଳିତ ଥର କର୍ମଚାରୀଙ୍କ ଡିଏ ୪ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ମହଙ୍ଗା ଭତ୍ତା ଏବେ ମୋଟ ୩୮…

ରାଜ୍ୟର ସମସ୍ତ ଜୁନିୟର କଲେଜରେ ଲାଗୁ ହେବ Toll Free ବ୍ୟବସ୍ଥା, ଗଣଶିକ୍ଷା ବିଭାଗର ନୂଆ ପ୍ରୟାସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପୂର୍ବରୁ ରାଜ୍ୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଟୋଲ ଫି ବ୍ୟବସ୍ଥା ରହିଛି । ଏହି ବ୍ୟବସ୍ଥା ମାଧ୍ୟମରେ ସ୍କୁଲମାନଙ୍କରେ ଶିକ୍ଷକଙ୍କ କାର୍ଯ୍ୟକଳାପ ସହିତ ଶିକ୍ଷାଦାନ ବ୍ୟବସ୍ଥା ଓ…

ASIର ବଡ଼ ଘୋଷଣା: ଅଗଷ୍ଟ ୫ରୁ ୧୫ ପର୍ଯ୍ୟନ୍ତ ସ୍ମାରକୀ ସ୍ଥଳୀ ଦର୍ଶନ ମାଗଣା

ନୂଆଦିଲ୍ଲୀ: ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ (ଏଏସଆଇ) ପକ୍ଷରୁ ଏକ ବଡ଼ ଘୋଷଣା କରାଯାଇଛି । ଅଗଷ୍ଟ ୫ରୁ ୧୫ ତାରିଖ ମଧ୍ୟରେ ଏଏସଆଇ ଦ୍ୱାରା ସଂରକ୍ଷିତ ସ୍ମାରକୀ ସ୍ଥଳୀମାନଙ୍କରେ ପର୍ଯ୍ୟଟକମାନେ ମାଗଣାରେ ଦର୍ଶନ…

ଡ୍ରପ୍ ଆଉଟ୍ ରୋକିବାକୁ ରାଜ୍ୟ ସରକାରଙ୍କ ନୂଆ ପଦକ୍ଷେପ: ଅପଗ୍ରେଡ୍ ହେବ ହାଇସ୍କୁଲ, ସୂଚନା ଦେଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ ବଢ଼ି ଚାଲିଛି ସ୍କୁଲ ଡ୍ରପ୍ ଆଉଟ୍ ପିଲାଙ୍କର ସଂଖ୍ୟା । ଏହାକୁ ରୋକିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ପଦକ୍ଷେପ ନିଆଯାଇଛି । ଆସନ୍ତା…

ରାଗିଂ ରୋକିବା ନେଇ ରାଜ୍ୟ ସରକାରଙ୍କ କଠୋର ନିୟମ: ୟୁନିଭରସିଟି ଓ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ସଚିବଙ୍କ ଚିଠି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସିନିୟରଙ୍କ ରାଗିଂ କାରଣରୁ ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା କରିବା ପରେ ସାରା ରାଜ୍ୟରେ ଏହାକୁ ନେଇ ତୁମ୍ବିତୋଫାନ ଦେଖାଦେଇଥିଲା । ତେବେ ଏହା ମଧ୍ୟରେ ରାଜ୍ୟର ଏକାଧିକ…