fbpx

(Video) ମୋତେ ନ ହେଲା ନାଇଁ, ମୋ କୁନି ପୁଅକୁ ଏ ନଦୀ ମଝିରୁ କିଏ ଉଦ୍ଧାର କର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନଦୀର ଦୁଇ କୂଳ ମାଡ଼ି ଭୟଙ୍କର ବେଗରେ ଆଗକୁ ଆଗକୁ ମାଡ଼ି ଚାଲୁଛି ଜଳସ୍ରୋତ । ଆଉ ଏହାରି ମଧ୍ୟରେ ଫସି ଯାଇଛନ୍ତି ଜଣେ ମାଆ ଓ ତା’ର କୁନି ପୁଅ । ତେବେ ଜୀବନ ବଞ୍ଚାଇବା ଆଶାରେ ମାଆଟି ତା’ର…

ଦିଦିଙ୍କ ମନ୍ତ୍ରିମଣ୍ଡଳରେ ବଡ଼ ଧରଣର ପରିବର୍ତ୍ତନ, ସ୍ଥାନ ପାଇଲେ ୧୦ ଜଣ ନୂଆ ମନ୍ତ୍ରୀ

ନୂଆଦିଲ୍ଲୀ: ସବୁ କଳ୍ପନା ଜଳ୍ପନାର ଅବସାନ ଘଟିଛି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିଜ କ୍ୟାବିନେଟରେ ଏକ ବଡ଼ ଧରଣର ପରିବର୍ତ୍ତନ କରିଛନ୍ତି । ମୋଟ ୧୦ ଜଣ ନୂଆ ମନ୍ତ୍ରୀଙ୍କୁ କ୍ୟାବିନେଟରେ ସ୍ଥାନ…

ଆରେ ଏ କ’ଣ, ଫାଇନାଲରେ ଜିତିବା ପରେ ମହିଳା ଫୁଟବଲର ନିଜର ଜର୍ସି ଖୋଲିଦେଲେ

ନୂଆଦିଲ୍ଲୀ: ଅନେକ ସମୟରେ ଖେଳ ପଡ଼ିଆରେ କିଛି ଖେଳାଳିଙ୍କ ଅଜବ ପ୍ରକାରର କାରନାମା ଦେଖିବାକୁ ମିଳିଥାଏ । କିଛି ଖେଳାଳି ବିଜୟୋଲ୍ଲାସରେ ସବୁକିଛି ଭୁଲି ଯାଇଥାନ୍ତି । ନିକଟରେ ବିଜୟ ଖୁସିକୁ ମନାଇବାକୁ ଯାଇ ଜଣେ ମହିଳା…

GST Slab Rate: ବଟର, ଘିଅ, ଫ୍ରୁଟ ଜୁସ, ଆଲମଣ୍ଡସ, ପ୍ରୋସେସଡ୍ ଫୁଡସ୍ ଉପରେ ଲାଗିବନି ୧୨ ପ୍ରତିଶତ GST!

ନୂଆଦିଲ୍ଲୀ: ଜିଏସଟିକୁ ନେଇ ଜନତାଙ୍କୁ କିଛି ଆଶ୍ୱସ୍ତିକର ଖବର ମିଳିପାରେ । ଜିଏସଟି ମୂଲ୍ୟର ଯୁକ୍ତିକରଣ ଓ ସମୀକ୍ଷା ପାଇଁ ଗଠିତ ହୋଇଥିବା ମନ୍ତ୍ରୀଙ୍କ ଗ୍ରୁପ (ଜିଓଏମ)ରେ ଏନେଇ କିଛି ନିଷ୍ପତ୍ତି ହୋଇପାରେ । କିଛି…

ରାଜ୍ୟସଭାରେ ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା: ଏହି ସମସ୍ତ ଜିନିଷ ଉପରେ ଲାଗିବ ନାହିଁ GST

ନୂଆଦିଲ୍ଲୀ: ଗତ ଜୁନ ମାସ ୨୮ରୁ ୨୯ ମଧ୍ୟରେ ଜିଏସଟି କାଉନସିଲ ବୈଠକ ଅନୁଷ୍ଠିତ ହୋଇଥିଲା । ଯେଉଁ ନନ ଆଇସିୟୁ ରୁମର ଦୈନିକ ଭଡ଼ା ୫ ହଜାରରୁ ଅଧିକ ହୋଇଥିବ ତା’ ଉପରେ ୫ ପ୍ରତିଶତ ଜିଏସଟି ଲାଗି ନେଇ ବୈଠକରେ ନିଷ୍ପତ୍ତି…

ଆରେ ମୁର୍ଖ, ପେଟ୍ରୋଲ ପମ୍ପରେ ସିଗାରେଟ୍ ଟାଣୁଛୁ, ଏବେ ନିଆଁରେ ପୋଡ଼ି ମରେ

ନୂଆଦିଲ୍ଲୀ: ଅନେକ ସମୟରେ କିଛି ଲୋକ ନିଜର ମୁର୍ଖାମି କାରଣରୁ ଅନେକ ବିପଦକୁ ଆମନ୍ତ୍ରଣ କରିଥାନ୍ତି । ତେବେ ନିକଟରେ ଜଣେ ଯୁବକ ଏପରି ଏକ ଭୁଲ୍ ପାଇଁ ମରୁ ମରୁ ବଞ୍ଚି ଯାଇଛନ୍ତି । ଏନେଇ ଏକ ଭିଡିଓ ସାମ୍ନାକୁ ଆସିଛି ।…

ଦୁଇ ମହାଶକ୍ତିଙ୍କ ଗର୍ଜନରେ କମ୍ପିବ ସାରା ବିଶ୍ୱ: ତାଇୱାନରେ ଜାରି ହେଲା ହେଲା ଯୁଦ୍ଧ ଆଲର୍ଟ, ଚୀନରେ ବାଜିଲା ସାଇରନ୍

ନୂଆଦିଲ୍ଲୀ: ପୁଣି ଏକ ବିଶ୍ୱଯୁଦ୍ଧ ଆଡ଼କୁ ମୁହାଁଇଛି ସମଗ୍ର ବିଶ୍ୱ । ଆମେରିକା ସ୍ପିକର ନାନ୍ସି ପେଲୋସୀ ତାଇୱାନରେ ପହଞ୍ଚିବା ପରେ ଚୀନର ହୃଦକମ୍ପନ ବଢ଼ିଯାଇଛି । ପୂର୍ବରୁ ଚୀନ ନାନ୍ସିଙ୍କ ତାଇୱାନ ଗସ୍ତ ନେଇ…

(Video) ଅଶାନ୍ତ ସମୁଦ୍ରରେ ଭୟଙ୍କର ଲହଡ଼ି, ହଠାତ୍ ନୌକାରୁ ତଳକୁ ଖସି ପଡ଼ିଲେ ଧୀବରମାନେ

ନୂଆଦିଲ୍ଲୀ: ମାଡ଼ି ଆସୁଛି ସମୁଦ୍ରର ଉତ୍ତାଳ ତରଙ୍ଗ । ଏହା ମଧ୍ୟରେ ସଂଘର୍ଷ କରୁଛି ଏକ ନୌକା । ମାତ୍ର ଏକ କ’ଣ । ହଠାତ୍ ଭୟଙ୍କର ଲହଡ଼ି ମାଡ଼ରେ ଡଙ୍ଗାଟି ସମ୍ପୂର୍ଣ୍ଣ ଭାବେ ନଇଁ ପଡ଼ୁଛି । ଆଉ ଏଇ ସମୟରେ ନୌକାରେ ଥିବା ୪…

SAHARA Indiaର ୧୩ କୋଟି ନିବେଶଙ୍କ ପାଇଁ ବଡ଼ ଖବର: କେବେ ମିଳିବ ଅର୍ଥ, ଲୋକସଭାରେ ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ: ଯଦି ଆପଣଙ୍କର ଅର୍ଥ ସାହାରା ଇଣ୍ଡିଆ କମ୍ପାନୀରେ ଫସି ରହିଛି, ତେବେ ଏନେଇ ଏକ ଖୁସି ଖବର ଆସିଛି । ସାହାରା ଇଣ୍ଡିଆର ନିବେଶକଙ୍କ ମନି ରିଫଣ୍ଡ ନେଇ କେନ୍ଦ୍ର ସରକାର ଲୋକସଭାରେ ସୂଚନା ଦେଇଛନ୍ତି । ସାହାରା…

‘ଏଇ ଚୋରଟା ଗରିବଙ୍କର ଧନ ଲୁଟି ଏସି କାରରେ ବୁଲୁଛି’, ପାର୍ଥଙ୍କ ଉପରକୁ ମହିଳାଙ୍କ ଚପଲ ମାଡ଼

ନୂଆଦିଲ୍ଲୀ: ଶିକ୍ଷକ ନିଯୁକ୍ତି ଘୋଟାଲାରେ ଫସି ଗିରଫ ହୋଇଥିବା ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟର୍ଜୀଙ୍କୁ ନିଜର ସ୍ୱଅର୍ଜିତ କର୍ମ ପାଇଁ ହୀନସ୍ତା ହେବାକୁ ପଡ଼ିଛି । ଜଣେ ମହିଳା କ୍ୟାଶ କିଙ୍ଗ ପାର୍ଥଙ୍କ…