Land of Fire: ୪୦୦୦ ବର୍ଷ ଧରି ଜଳୁଛି ନିଆଁ, ପାଣି, ବରଫ, ପବନ ସମସ୍ତେ ହାର ମାନିଛନ୍ତି, କ’ଣ ରହିଛି ରହସ୍ୟ

ନୂଆଦିଲ୍ଲୀ: ଆଜି ବିଜ୍ଞାନ ବହୁତ ଆଗରେ ପହଞ୍ଚିଥିଲେ ହେଁ ଏବେ ବି ପୃଥିବୀର ଅନେକ ସ୍ଥାନରେ ପ୍ରକୃତିର ବିଚିତ୍ର ରହସ୍ୟ ଦେଖିବାକୁ ମିଳୁଛି । ଦୀର୍ଘ ୪ ହଜାର ବର୍ଷ ଧରି ଗୋଟିଏ ପାହାଡ଼ରେ ନିଅାଁ ଜଳୁଛି, ଯାହାକି କେବେ…

ସେବା ନିବୃତ୍ତ କର୍ମଚାରୀମାନେ ଭ୍ରଷ୍ଟାଚାର ମାମଲାର ଯାଞ୍ଚ କରିପାରିବେ ନାହିଁ: ନିର୍ଦ୍ଦେଶନାମା ଜାରି କଲେ CVC

ନୂଆଦିଲ୍ଲୀ: ଦିନକୁ ଦିନ ଦେଶର ବିଭିନ୍ନ କ୍ଷେତ୍ର ଓ ବିଭାଗମାନଙ୍କରେ ଦୁର୍ନୀତି ବଢ଼ିବାରେ ଲାଗିଛି । ତେବେ ଏପରି ସ୍ଥିତିରେ ଅନେକ ସମୟରେ ସେବା ନିବୃତ୍ତ କର୍ମଚାରମାନଙ୍କୁ ମାମଲାର ଯାଞ୍ଚ ପାଇଁ ନିଯୁକ୍ତ କରାଯାଇଥାଏ ।…

ପିରିୟଡସ୍ ପାଇଁ ଛାତ୍ରୀଙ୍କୁ ମିଳିବ ଛୁଟି: ବିଶ୍ୱବିଦ୍ୟାଳୟ ପକ୍ଷରୁ ନିଆଗଲା ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ମହିଳା ଓ ଛାତ୍ରୀଙ୍କ କ୍ଷେତ୍ରରେ ମାସିକ ଧର୍ମ ଏକ ବଡ଼ ସମସ୍ୟା । ତେବେ ପିରିୟଡସ କାରଣରୁ ହେଉଥିବା ଯନ୍ତ୍ରଣା କାରଣରୁ ମହିଳା ତଥା ଛାତ୍ରୀଙ୍କୁ ଛୁଟି ପ୍ରଦାନ ନେଇ ଦୀର୍ଘ ସମୟ ଧରି ମାମଲା ଚାଲି ଆସିଛି ।…

ESIC ପକ୍ଷରୁ ବାହାରିଲା ୪୭୮ଟି ପଦବୀ: ନୋଟିଫିକେସନ ଦେଖି ଶୀଘ୍ର ଆବେଦନ କରନ୍ତୁ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଭଲ ନିଯୁକ୍ତି ସୁଯୋଗ ଆସିଛି । କର୍ମଚାରୀଙ୍କ ରାଜ୍ୟ ବୀମା ନିଗମ (ଇଏସଆଇସି) ପକ୍ଷରୁ ମୋଟ ୪୭୮ଟି ପଦ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ପ୍ରଫେସର, ଆସିଷ୍ଟାଣ୍ଟ…

ଆପଣ ବି ଜୀବନରେ ହୋଇପାରିବେ କୋଟିପତି: ଭଲରେ ବୁଝନ୍ତୁ, କେବଳ ଥରେ ଟ୍ରାଏ କରନ୍ତୁ ୪୧୬ ଟଙ୍କିଆ ଫର୍ମୂଲା

ନୂଆଦିଲ୍ଲୀ: ପଇସା କାହାକୁ ବା ଭଲ ନ ଲାଗେ, ଜୀବନରେ କୋଟିପତି ହେବାକୁ କିଏ ବା ନ ଚାହେଁ । ଅର୍ଥ ଆଜି ମଣିଷ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ପାଲଟି ଯାଇଛି । ପଇସା ଦ୍ୱାରା ଯେ ସବୁକିଛି କିଣିହେବ, ଏହା ଶତ ପ୍ରତିଶତ ସତ…

‘ତାରକ ମେହତା କା ଉଲଟା ଚଷମା’ର ଫେମ୍ ସୁନୀଲ ହୋଲକରଙ୍କ ପରଲୋକ

ନୂଆଦିଲ୍ଲୀ: ଗତ ଦୁଇ ଦିନ ମଧ୍ୟରେ ରାଜନୀତି ସହିତ ଜଡ଼ିତ ଦୁଇଜଣ ବିଶିଷ୍ଟ ବ୍ୟକ୍ତିଙ୍କ ପରଲୋକ ଘଟିବା ପରେ ଏବେ ମନୋରଞ୍ଜନ ଧର୍ମୀ ଦୁନିଆରୁ ଆସିଛି ଏକ ବଡ଼ ଦୁଃଖ ଖବର । ଗତ ୧୨ ତାରିଖରେ ଜେଡିୟୁର ପୂର୍ବତନ ଅଧ୍ୟକ୍ଷ ଶରଦ…

କେନ୍ଦ୍ରମନ୍ତ୍ରୀ ଗଡ଼କରୀଙ୍କୁ ହତ୍ୟା ଧମକ: ୧୦ ମିନିଟରେ ଆସିଲା ୨ ଥର ଫୋନ୍ କଲ୍

ନୂଆଦିଲ୍ଲୀ: କେନ୍ଦ୍ର ରୋଡ଼ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ହତ୍ୟା ଧମକ ମିଳିଛି । ନାଗପୁର ସ୍ଥିତ ଗଡକରୀଙ୍କ କାର୍ଯ୍ୟାଳୟକୁ ଏ ନେଇ ଏକ ଅଜ୍ଞାତ ସୂତ୍ରରୁ ଫୋନ୍ କଲ୍ ଆସିଥିଲା । କେହି ଜଣେ ଯୁବକ ଅଫିସର…

ସମସ୍ତ ଷ୍ଟାଟଅପ ଧାରୀଙ୍କ ପାଇଁ ବଡ଼ ଖବର: ଆସନ୍ତା ୧୬ ତାରିଖରେ କେନ୍ଦ୍ର ସରକାର ଲଞ୍ଚ କରିବେ MAARG Portal

ନୂଆଦିଲ୍ଲୀ: ସମସ୍ତ ଷ୍ଟାର୍ଟଅପ ଧାରୀଙ୍କ ପାଇଁ ଏକ ବଡ଼ ଖୁସି ଖବର । ଷ୍ଟାର୍ଟଅପକୁ କେନ୍ଦ୍ର ସରକାର ପ୍ରାଧାନ୍ୟ ଦେଉଥିବା ବେଳେ ଏନେଇ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି । ଷ୍ଟାଟଅପ ବିଷୟରେ ଓ ଏହା ଆରମ୍ଭ କରୁଥିବା…

ପ୍ରଥମ ଘଟଣା: ମାଙ୍କଡ଼ ଧରୁଛି ମାଛ, ସାମ୍ନାକୁ ଆସିଲା ମାଛ ଖାଇବା ସମୟର ବିରଳ ଦୃଶ୍ୟ

ନୂଆଦିଲ୍ଲୀ: ଯୁଗ ଯେତିକି ବଦଳୁଛି, ସେହି ଅନୁସାରେ ନୂଆ ନୂଆ ଘଟଣା ମଧ୍ୟ ଦେଖିବାକୁ ମିଳୁଛି । ତେବେ ମଣିଷ, ବୃକ୍ଷଲତା, ଜଳବାୟୁ, ପାଣିପାଗକୁ ନେଇ ବୈଜ୍ଞାନିକମାନେ ସର୍ବଦା ଗବେଷଣା ଜାରି ରଖିଥିବା ବେଳେ ଏନେଇ ଅନେକ…

ରିଲିଜ୍ ହେଲା ‘ଦମନ’ର ହିନ୍ଦି ଟ୍ରେଲର: ଆସନ୍ତା ମାସରେ ସାରା ଭାରତବର୍ଷରେ ହେବ ଫିଲ୍ମ ରିଲିଜ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶାର ପୁରପଲ୍ଲୀରୁ ଆରମ୍ଭ କରି ସାରା ଭାରତବର୍ଷରେ ଏବେ ‘ଦମନ’ ଫିଲ୍ମକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି । ଏହା ମଧ୍ୟରେ ଏହି ଫିଲ୍ମର ଟ୍ରେଲର ରିଲିଜ୍ ହୋଇସାରିଥିବା ବେଳେ ଖୁବଶୀଘ୍ର ସାରା…