ଗ୍ରାହକ ବନ୍ଧକ ରଖିଥିବା କାଗଜପତ୍ର ହଜିଗଲେ SBI ଦେବ ଜରିମାନା: NCDRCଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ: ଗ୍ରାହକଙ୍କୁ ଅଯଥାରେ ହଇରାଣ ନ କରିବା, ଉପଯୁକ୍ତ ସେବା ପ୍ରଦାନ କରିବା ନେଇ ଅନେକ ସମୟରେ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଥାଏ । ଏପରିକି ବ୍ୟାଙ୍କର କାର୍ଯ୍ୟରେ…

(Video) କାର୍ ଦୁର୍ଘଟଣାରେ ଚାଲିଗଲେ ରେସର କେ.ଇ କୁମାର: ନ୍ୟାସନାଲ ଚାମ୍ପିୟନସିପରେ କରିଥିଲେ ଅଂଶଗ୍ରହଣ

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟର ଋଷଭ ପନ୍ତଙ୍କ କାର ଦୁର୍ଘଟଣା ମନରୁ ନ ଲିଭୁଣୁ ପୁଣି ଘଟିଛି ଆଉ ଏକ ବଡ଼ ଦୁର୍ଘଟଣା । ତେବେ ପନ୍ତ ଏତେବଡ଼ ଦୁର୍ଘଟଣାରୁ ସୌଭାଗ୍ୟବଶତଃ ବର୍ତ୍ତି ଯାଇଥିବା ବେଳେ ଆଜିର…

(Video) ରସ୍ ଟେଲର ମାରିଲେ ଛକା: ଗୋଟିଏ ହାତରେ କ୍ୟାଚ ଧରିଲେ ବାପା, ଦର୍ଶକ ହେଲେ ଆବାକାବା

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ଫଟାଫଟ୍ କ୍ରିକେଟ ଟି-୨୦ ବହୁତ ଲୋକପ୍ରିୟତା ହାସଲ କରିଛି । ତେବେ ସୀମିତ ଓଭର କ୍ରିକେଟ ଫର୍ମାଟରୁ ଏକ ବଢ଼ିଆ ଖବର ସାମ୍ନାକୁ ଆସିଛି । ଜଣେ ଯୁବକ ଗୋଟିଏ ହାତରେ ତାଙ୍କର ପୁଅକୁ ଧରିଥିବା…

ରାଜଧାନୀରେ ଖାଲି ମଉଜ ହିଁ ମଉଜ: ହକି ବିଶ୍ୱକପ, ଡଟ୍ ଫେଷ୍ଟ, ଶିଶିର ସରସ ମେଳା, ତା’ପରେ ଖଣ୍ଡଗିରି ଯାତ୍ରା ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚଳିତ ବର୍ଷ ରାଜଧାନୀ ଭୁବନେଶ୍ୱରବାସୀଙ୍କ ପାଇଁ ମଜା ନେବାର ଅପୂର୍ବ ସୁଯୋଗ ଆସିଛି । ଆସନ୍ତା ୧୩-୨୯ ତାରିଖ ପର୍ଯ୍ୟନ୍ତ ହକି ବିଶ୍ୱକପ ଆୟୋଜିତ ହେବାକୁ ଯାଉଥିବା ବେଳେ ସେଥିପାଇଁ…

Exclusive: ଓଡ଼ିଶାର ଆକାଶରୁ ଖସିଲା ବିରାଟକାୟ ଉଲକା: ଦେଖିବାକୁ ଲାଗିଲା ଲୋକଙ୍କ ପ୍ରବଳ ଭିଡ଼

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅନେକ ସମୟରେ ଆମ ଆଖପାଖରେ କିଛି ଅଦ୍ଭୂତ ଦୃଶ୍ୟ ଦେଖିବାକୁ ମିଳିଥାଏ । ଏଭଳି ଦୃଶ୍ୟକୁ ଦେଖିବା ପରେ ଜନସାଧାରଣ ଆଚମ୍ବିତ ହୋଇଯିବା ସହିତ ଭିଡ଼ ମଧ୍ୟ ଲଗାଇଥାନ୍ତି । ତେବେ ସେହିପରି ଏକ…

ଭାରତରେ ଖୋଲିବ Oxford, Cambridge ପରି ବିଶ୍ୱର ଟପ୍ ୟୁନିଭରସିଟିର କ୍ୟାମ୍ପସ: ଛାତ୍ରଛାତ୍ରୀଙ୍କୁ କ’ଣ ଫାଇଦା ମିଳିବ, ୬୭ଟି ଦେଶଙ୍କୁ UGCର…

ନୂଆଦିଲ୍ଲୀ: ଖୁବଶୀଘ୍ର ଭାରତର ଶିକ୍ଷାକ୍ଷେତ୍ର ବିଶ୍ୱରେ ଚମକିବ । ବିଶ୍ୱର ଟପ୍ ୟୁନିଭରସିଟିମାନେ ସେମାନଙ୍କର କ୍ୟାମ୍ପସ ଭାରତରେ ଖୋଲିବେ । ଏନେଇ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି)ର ନୂଆ ବିଲ୍ ପାସ ହେବା ପରେ…

ପୃଥିବୀ ଆଡ଼କୁ ଆସୁଛି ବରଫ ଯୁଗର ଧୂମକେତୁ: ୫୦ ହଜାର ବର୍ଷ ପରେ ଦେଖିବାକୁ ମିଳିବ ଏକ ଅଦ୍ଭୂତ ଦୃଶ୍ୟ

ନୂଆଦିଲ୍ଲୀ: ଅଧିକାଂଶ ସମୟରେ ତାରା ବା ଗ୍ରହ ଜଗତରୁ ଅନେକ ଅଦ୍ଭୂତ ଘଟଣା ସାମ୍ନାକୁ ଆସିଥାଏ । ମାତ୍ର ଏଥର ସାରା ପୃଥିବୀବାସୀ ଏକ ବଡ଼ ଦୃଶ୍ୟ ଦେଖିବାକୁ ପାଇବେ । ଆସନ୍ତା ଫେବୃଆରୀ ମାସ ୧ ତାରିଖରେ ଏଭଳି କିଛି ଘଟିବାକୁ…

New Anatomical Structure ଆବିଷ୍କାର କଲେ ବୈଜ୍ଞାନିକ: ବ୍ରେନର ଆଘାତ, ପ୍ରତିରୋଧୀ ସିଷ୍ଟମ, ବର୍ଜ୍ୟବସ୍ତୁ ପରିଚାଳନା, ଅନେକ ରୋଗ କ୍ଷେତ୍ରରେ…

ନୂଆଦିଲ୍ଲୀ: ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ହେଉଛି ଏକ ଦୁର୍ଲ୍ଲଭ ଜୀବ । ବୈଜ୍ଞନିକମାନେ ମଣିଷର ପ୍ରତ୍ୟେକ ଅଙ୍ଗପ୍ରତ୍ୟଙ୍ଗକୁ ନେଇ ସର୍ବଦା ରିସର୍ଚ୍ଚ ଜାରି ରଖିଛନ୍ତି । ଏ ବାବଦରେ ଅନେକ ସମୟରେ ନୂଆ ନୂଆ ତଥ୍ୟର ମଧ୍ୟ…

ECIL ପକ୍ଷରୁ ଦିଆଯିବ ୨୦୦ଟି ପଦରେ ନିଯୁକ୍ତି: ସବିଶେଷ ତଥ୍ୟ ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଖୁସି ଖବର । ଇଲେକ୍ଟ୍ରୋନିକ କର୍ପୋରେସନ ଅଫ୍ ଇଣ୍ଡିଆ ଲିମିଟେଡ (ଇସିଆଇଏଲ) ପକ୍ଷରୁ ୨୦୦ଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ଟେକ୍ନିକାଲ ଅଫିସର ପଦରେ…

IGNOU ଲଞ୍ଚ କଲା ସାମ୍ବାଦିକତା ପାଇଁ ୩ଟି ପିଜି କୋର୍ସ: ଡିଷ୍ଟାନ୍ସ କୋର୍ସକୁ ମିଳିବ ରେଗୁଲାର ଡିଗ୍ରୀର ମାନ୍ୟତା

ନୂଆଦିଲ୍ଲୀ: ଦିନକୁ ଦିନ ଡିଜିଟାଲର ପ୍ରାଧାନ୍ୟ ବଢ଼ି ଚାଲିଥିବା ବେଳେ ଏପରି ସ୍ଥିତିରେ ସାମ୍ବାଦିକା ଶିକ୍ଷା ହେଉଛି ଏକ ପ୍ରମୁଖ କ୍ଷେତ୍ର । ତେବେ ଯେଉଁ ଛାତ୍ରଛାତ୍ରୀମାନେ ଘରୋଇ ବା ସରକାରୀ କ୍ଷେତ୍ରରେ ଚାକିରି…