T-20 ସିରିଜ କବଜା କଲା ଟିମ୍ ଇଣ୍ଡିଆ: ସୂର୍ଯ୍ୟକୁମାରଙ୍କ ଗର୍ଜନରେ ଘାଇଲା ସିଂହଳୀ
ନୂଆଦିଲ୍ଲୀ: ରାଜକୋଟଠାରେ ଆଜି ଅନୁଷ୍ଠିତ ହୋଇଥିବା ତୃତୀୟ ତଥା ଅନ୍ତିମ ଟି-୨୦ ମ୍ୟାଚରେ ଟିମ୍ ଇଣ୍ଡିଆ ବାଜିମାତ କରିଛି । ତିନି ମ୍ୟାଚ ବିଶିଷ୍ଟ ସିରିଜରେ ପୂର୍ବରୁ ଉଭୟ ଭାରତ ଓ ଶ୍ରୀଲଙ୍କା ଗୋଟିଏ ଲେଖାଏଁ ମ୍ୟାଚରେ…